Monthly Archives

May 2021

ପ୍ରଶାସନ ଓ ପୁଲିସ ପକ୍ଷରୁ ଯାଞ୍ଚ କଡାକଡି : ଅମାନିଆଙ୍କଠାରୁ ତଣ୍ଡ ଆଦାୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କରୋନାର ଦ୍ୱିତୀୟ ଲହର ପ୍ରଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ ଲଗାଇବା ସକାଶେ ପ୍ରଶାସନ ପକ୍ଷରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରାଯାଇଛି । ତଥାପି କିଛି ଅମାନିଆ
Read More...

“ଭବିଷ୍ୟତରେ କୋଭିଡ଼ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପୃଥକବାସ” ଶୀର୍ଷକ ୱେବିନାର

ଭୁବନେଶ୍ୱର, (ପିଆଇବି) : ଭବିଷ୍ୟତରେ କରୋନା ଭୁତାଣୁର ସଂକ୍ରମଣକୁ ରୋକିବାକୁ ମାନସିକ ଏବଂ ଶାରୀରିକ ସ୍ତରରେ ପ୍ରତ୍ୟକ ବ୍ୟକ୍ତି ସଠିକ ଭାବେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ଭାରତ ସରକାରଙ୍କ, ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହୋଇଥିବା “ଭବିଷ୍ୟତରେ
Read More...

୨୪ ଘଂଟାରେ ରାଜ୍ୟରେ ୧୧,୮୦୫ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧,୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୬,୪୭୧ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୧୯୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଘୁନସରରେ କୋଭିଡ଼ ପରୀକ୍ଷା, କୋଭିଡ଼ ପରୀକ୍ଷା ପାଇଁ କୀଟ୍‌ ଅଭାବ : ନିରାଶ ହୋଇ ଫେରିଗଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ବୃଦ୍ଧି ପାଉଛି ସାରା ରାଜ୍ୟରେ । ଏବେ ଚିନ୍ତାରେ ଲୋକେ । କରୋନା ମହାମାରୀ ସଙ୍ଗେ ଲଢେଇ କରୁଛି ମଣିଷ । କେତେବେଳେ ହାରି ଯାଉଛି ତ ଆଉ କେତେବେଳେ ମଣିଷ ବିଜୟ ଲାଭ କରିଛି । ହେଲେ କରୋନା ମହାମାରୀକୁ ନେଇ ପ୍ରଶାସନ ପକ୍ଷରୁ ସଚେତନତା ଜାରି
Read More...

୧୮ କେଜି ଗଞ୍ଜେଇ ସହ ଗାଡି ଜବତ, ଡ୍ରାଇଭର ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ଦ୍ୱାରା ଆଜି ଭୋର ସକାଳୁ ଏକ ଗଂଜେଇ ଗାଡି ଜବତ କରାଯାଇଥିବା ବେଳେ ଚାଳକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଆଜି ଭୋର ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗର ମୋବାଇଲ ଟିମ ପାଟଣାଗଡ
Read More...

ଆର୍ଯ୍ୟପଲ୍ଲୀ ମେରାଇନରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ସ୍ଥିତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରଭାତ କୁମାର ବେହେରା ଅବସ୍ଥାପିତ ହୋଇଛନ୍ତି । ଶ୍ରୀ ବେହେରା ଆଜି ଆନୁଷ୍ଠାନିକ ଭାବେ ଯୋଗଦେଇ କାର୍ୟ୍ୟଭାର ଗ୍ରହଣ କରିଛନ୍ତି । ସେ ଏଥି ପୂର୍ବରୁ
Read More...

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସବୁ ବେଳେ ଗରିବ, ଦୁଃଖୀ ରଙ୍କିଙ୍କ ସେବାରେ ସମର୍ପିତ । ଅସହାୟ ପତ୍ର ତୋଳାଳି ମା' ଭଉଣୀଙ୍କୁ ଆଜି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହଯୋଗ ପ୍ରଦାନ କରାଯାଇଛି । ସଭ୍ୟ ସନ୍ତୋଷ ପଟ୍ଟନାୟକ, ପାର୍ଥ କରଣ, ଅଜୟ ନାଗ,
Read More...

ବିଦେଶୀ ମଦ ଦୋକାନରୁ ଡକାୟତି : ଲକ୍ଷାଧିକ ଟଙ୍କାର ମଦ ସହ ବ୍ୟାପକ ସାମଗ୍ରୀ ଚୋରି ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ୍ ଓ ସଟ ଡାଉନ ଜାରି ରହିଥିବା ବେଳେ ଏହାର ସୁଯୋଗ ନେଇ ଗତ ରାତି ପ୍ରାୟ ୧୦.୩୦ସମୟରେ ରାମପୁର
Read More...

ଜୋର୍‌ ପବନ, ବର୍ଷା ସହ କୁଆପଥର ମାଡ : ଚାଷୀଙ୍କ ଧାନ ସମ୍ପୂର୍ଣ କ୍ଷତିଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଅନେକ ସ୍ଥାନରେ ଆଜିପ୍ରାୟ ୪ଟା ବେଳେ ବହୁତ ଜୋର୍‌ ପବନ, ବର୍ଷା ସହ କୁଆପଥର ମାଡ ହୋଇ ଚାଷୀଙ୍କ ଏକର ଏକର ଜମିର ଧାନ ଫସଲ କ୍ଷତି ହୋଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ, ଗଛ ଲତା ସହ ଘର ମାନଙ୍କର ଛପର ଉପୁଡ଼ି
Read More...

ସ୍ୱାମୀ ରାମପ୍ରିୟାନନ୍ଦ ସରସ୍ୱତୀଙ୍କ ଇହଲୀଳା ସମ୍ବରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ କିସ୍ କୋଭିଡ୍ କେୟାର ସେଣ୍ଟରରେ ବଲାଙ୍ଗିର ଚିନ୍ମୟ ମିଶନର ସ୍ୱାମୀ ରାମପ୍ରିୟାନନ୍ଦ ସରସ୍ୱତୀ ଇହଲୀଳା ସମ୍ବରଣ କରିଛନ୍ତି । ୨଼୦୦୬ ମସିହାରେ ସେ ମିଶନର ବ୍ରହ୍ମଚାରୀ ଭାବରେ ବଲାଙ୍ଗିର ଚିନ୍ମୟ ମିଶନର ଦାୟିତ୍ୱ ଗ୍ରହଣ କରିଥିଲେ ଓ ପରେ ପରେ
Read More...