Monthly Archives

May 2021

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାର୍‌ : ଜିଲ୍ଲାରୁ ୫୦୭, ବଲାଙ୍ଗିର ପୌରାଂଚଳରୁ ୧୦୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫ ଶହ ପାର୍‌ ହୋଇଥିବା ବେଳେ ଜିଲ୍ଲାରେ ୫୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୦୬ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.
Read More...

ଡାକ୍ତର ବାଚସ୍ପତି ଦାସଙ୍କ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା । ପୂର୍ବରୁ
Read More...

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶ୍ୟାମସୁନ୍ଦର ମଲିକ ବାଲିଖମାର ପଞ୍ଚାୟତରେ ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାଲିଖମାର ପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଲଶଖମାର ପଞ୍ଚାୟତ ନିର୍ବାଚନରେ ଶ୍ୟାମସୁନ୍ଦର ମଲିକ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ।
Read More...

ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ଓ ତାଙ୍କ ସଂପର୍କୀୟ ମାନଙ୍କୁ ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା କଟକଣା ପାଇଁ ରାଜ୍ୟସରକାର ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କରିଛନ୍ତି ।ଯାହାଦ୍ୱାରା ରୋଗୀଙ୍କ ସହିତ ଆସୁଥିବା ସମ୍ପର୍କୀୟମାନେ ଖାଇବାକୁ ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ କରିବାକୁ ଯାଇ ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବୀ
Read More...

ଏଣିକି ରୋଗୀଙ୍କ ସମ୍ପର୍କୀୟଙ୍କୁ ହେଲ୍ପ ଡେସ୍କ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ଐତିହାସିକ ପଦକ୍ଷେପ, ଯାହା ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ୍‌ ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ରୋଗୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ଯୋଗାଯୋଗ କରିବା ପାଇଁ ବ୍ୟାପକ ସୁଗମ ବ୍ୟବସ୍ଥା
Read More...

ଅଦା : ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

ଅଦା ସ୍ୱାଦ ଏବଂ ଔଷଧୀୟ ଗୁଣରେ ଭରପୂର । ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । କାହିଁ କେଉଁ କାଳରୁ ଅଦାର ବ୍ୟବହାର ଆମ ଆୟୁର୍ବେଦ ଶାସ୍ତ୍ରରେ ରହି ଆସିଛି । ପେଟର ବିଭିନ୍ନ ପ୍ରକାର ସମସ୍ୟା ପାଇଁ ଅଦା ଯେତିକି ଉପକାରୀ କଫ ଓ ଥଣ୍ଡା ରୋଗର ଉପଶମ ପାଇଁ ମଧ୍ୟ ସେତେକି ଫଳପ୍ରଦ ବୋଲି କୁହାଯାଏ ।
Read More...

କୋଭିଡ ଡ୍ୟୁଟି ନ କରିବାକୁ ଆଶାକର୍ମୀ ସଂଘର ନିଷ୍ପତ୍ତି : ବିଡ଼ିଓ ଓ ମେଡିକାଲ ଅଫିସରଙ୍କୁ ଦେଲେ ଦାବୀପତ୍ର

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଶାକର୍ମୀ ମାନେ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ପରି ସମୟରେ ବିଭାଗୀୟ ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଡ୍ୟୁଟି କରିଆସୁଛନ୍ତି । ପୁଣି ବିଗତ ଦୀର୍ଘ ବର୍ଷ ହେଲା କମ ପ୍ରୋତ୍ସାହନ ରାଶି ପାଇ ବି ମାସ ସାରା ବିଭିନ୍ନ ଦାୟିତ୍ୱ ସମ୍ପାଦନ କରୁଛନ୍ତି, ହେଲେ
Read More...

କୋଭିଡ ସ୍ଥିତି ସୁଧାରିବା ପାଇଁ ନଗର କଂଗ୍ରେସ ପକ୍ଷରୁ ୬ ଦଫା ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ କୋଭିଡ ପରିଚାଳନାରେ ହେଉଥିବା ଅନିୟମିତତା ଦେଖା ଦେଇଛି । ତେବେ ଏଥିରେ ଯଥା ଶୀଘ୍ର ସୁଧାର ଆଣିବା ଓ କୋଭିଡ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ନଗର କଂଗ୍ରେସ ଦାବୀ କରିଛି । ଆଜି ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏକ ଦଳ
Read More...

ତ୍ରିପୁରାରୀ ପାଣିଗ୍ରାହୀ ଜେଡ୍‌ଆରୟୁସିସି ମେମ୍ବର ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବଣୀକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ ଜେଡ୍‌ଆର୍‌ୟୁସିିସି ମେମ୍ବର ଭାବେ ମନୋନୀତ ହୋଇଛନ୍ତି । ଯାହାର କାର୍ଯ୍ୟକାଳ ୩ବର୍ଷ ରହିଛି । ଶ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ଲଗାତାର ଦୁଇ ଥର ଡିଆର୍‌ୟୁସିସି ମେମ୍ବର ଭାବେ ସମ୍ବଲପୁର ଡିଆର୍‌ଏମ୍
Read More...

ବାର୍ଦ୍ଧକ୍ୟ ଭତ୍ତା ନପାଇ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଅଛି । କରୋନା ମହାମାରୀ ଦ୍ୱିତୀୟ ଲହରୀ ଭୟଙ୍କର ଦେଖି କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପ୍ରତିହତ ପାଇଁ ତାଲାବନ୍ଦ ପ୍ରକ୍ରିୟା ଜାରି ରଖିଛନ୍ତି । କିନ୍ତୁ ସାଧାରଣ ଜନତା ଜୀବନ ବଞ୍ଚେଇବା ପାଇଁ ଜୀବିକା
Read More...