ପୁରୀର ଧରିତ୍ରୀ ଜିଲ୍ଲା ଖବରଦାତାଙ୍କ ଆକ୍ରମଣର ତଦନ୍ତ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
କଂଟାବାଂଜି, (ମନିଶ କୁମାର ହଂସ) : ଧରିତ୍ରୀ ଦୈନିକ ଖବର କାଗଜର ପୁରୀ ଜିଲ୍ଲା ପ୍ରତିନିଧିଙ୍କୁ ପୋଲିସର ଆକ୍ରମଣକୁ ସାମ୍ବାଦିକ ସଂଘ କଂଟାବାଂଜି ଦୃଢ ନିନ୍ଦା କରିଛି । ଆକ୍ରମଣକାରୀ ପୋଲିସ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବୀ କରି ମୂଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ଥାନୀୟ ତହସିଲଦାର!-->…
Read More...
Read More...