Daily Archives

ବିଜେପି ପକ୍ଷରୁ ୬ଦଫା ଦାବୀ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଲ ପକ୍ଷରୁ ଆଜି ୬ଦଫା ଦାବୀନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ଥାନାଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଚାଷୀ ଅଧିକାର ର‍୍ୟାଲି ଆରଡିସି ଅଫିସ ଘେରାଉ ସମ୍ବଲପୁର ଠାରେ ଗତ ୨୧ ତାରିଖ ଦିନ
Read More...

ମମିଆଁ ଗାଁରେ ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦଘାଟନୀ ମ୍ୟାଚ୍‌ରେ କୁରସୁଡ ଓ ମାଲପଡା ଦଳ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଂଚାୟତର ମମିଆଁ ଗ୍ରାମରେ ଆଜି ମାଁ ବସ୍ତ୍ରେନ ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝଲପ ପଂଚାୟତ ସରପଂଚ ପ୍ରତିନିଧି ଗଣ୍ଡାରାମ ବେହେରା
Read More...

ସଡ଼କ ସୁରକ୍ଷା ସଂସଦୀୟ କମିଟି ବୈଠକ : ରାସ୍ତା ଦୁର୍ଘଟଣାର ପ୍ରତିକାର ସଂପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସର୍କିଟ୍‌ ହାଉସ୍‌ ପରିସରରେ ସଡ଼କ ସୁରକ୍ଷା ସଂସଦୀୟ କମିଟି ବୈଠକ କମିଟିର ଅଧ୍ୟକ୍ଷ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି
Read More...

ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି, ଆହତ ମହିଳାଙ୍କୁ ନିଜ ଗାଡିରେ ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବିକତା ଦେଖାଇଲେ ମନ୍ତ୍ରୀ ଟୁକୁନି ସାହୁ । ବଲଙ୍ଗୀର ଦୁର୍ଘଟଣାର ଶୀକାର ବାଇକ୍ ଆରୋହୀଂକୁ ଉଦ୍ଧାର କରି ନିଜ ଗାଡ଼ିରେ ଡ଼ାକ୍ତରଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାପରିଷଦ ବୌଠକରେ ଯୋଗଦେଇ ଟିଟିଲାଗଡ ଫେରୁଥିଲେ ମନ୍ତ୍ରୀ ।
Read More...

ସାଧାରଣତନ୍ତ୍ର ଦିବସରେ ସଫେଇ କାର୍ଯ୍ୟକ୍ରମ ନିଷ୍ପତ୍ତି

ଟିଟିଲାଗଡ, ( ଗୌରବ ଦର୍ଜୀ) : ୭୨ ତମ ସାଧାରଣତନ୍ତ୍ର ଦିବସ ୨୦୨୧ ମସିହା ଜାନୁଆରି ୨୬ ତାରିଖରେ ଟିଟିଲାଗଡରେ ଏକ ନୂଆ ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ସକାଳ ୮:୩୦ ରେ ହାଇସ୍କୁଲ୍ ପଡା ପଡିଆରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ଜାତୀୟ ପତାକା
Read More...

ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମରେ ଅଖିଳ ଭାରତୀୟ ଗୋଁଣ୍ତୱାନା ମହାସଭା ଭାଗୀରଥି ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ଗୋଁଣ୍ତୱାନା ସମାଜର ସଭାପତି ଶ୍ୟାମ ସୁନ୍ଦର ଭୋଇ,
Read More...

ମୋ ସ୍କୁଲ ଅଭିଯାନରେ ଗ୍ରାମବାସୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମପଞ୍ଚାୟତ ଚୁହାପାଲି ସେବାଶ୍ରୀ ଠାରେ ଆଜି ଶୁକ୍ରବାର ଦିନ ମୋ ସ୍କୁଲଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ : ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍‌ ପରିସରରେ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ,
Read More...

ଧାନମଣ୍ଡିରୁ ଧାନ ଉଠିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ଚାଷୀ ଚିନ୍ତାରେ ଅଛନ୍ତି । ଚାଷୀ ମାନଙ୍କ ଧାନବିକ୍ରି ହୋଇପାରୁନଥିବାରୁ ମଣ୍ଡିରେ ଧାନ ପଡିରହିଛି । ମଣ୍ଡି ପରିଚାଳକ ଟୋକନ ସମସ୍ୟା ଓ ଟାର୍ଗେଟ
Read More...

ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପାଟନା : ଭଜନ ସମ୍ରାଟ ଭାବେ ପରିଚିତ ହିନ୍ଦୀ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି । ଶୁକ୍ରବାର ଅପରାହ୍ନରେ ଚଞ୍ଚଲ ବିହାର ସ୍ଥିତ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ନରେନ୍ଦ୍ର ଦୁନିଆକୁ
Read More...