କବିତା : ତୁମେ
ଜ୍ୟୋତିର୍ମୟ
ତୁମେ ମୋ କବିତାର ଉତ୍ସ ଓ ଉତ୍ସବତୁମେ ମୋ’ କବିତାର ସ୍ୱାଦ ଓ ଶୀର୍ଷକତୁମେ ମୋ’ କବିତାର ଆଦ୍ୟ ଓ ଅନ୍ତତୁମଠାରେ କବିତା ମୋ’ଉଦୟ ଓ ଅସ୍ତ ।
ତୁମେ ମୋ’ କବିତାର ଅସ୍ଥି ଅବୟବତୁମେ ମୋ’ କବିତାର ନିଃଶ୍ୱାସ ପ୍ରଶ୍ୱାସତୁମେ ମୋ’ କବିତାର ଲହୁ ଓ ଲୁହତୁମ ବିନା ମୋ’ କବିତାହଜାଏ!-->!-->!-->!-->!-->…
Read More...
Read More...