Daily Archives

୬ଟି ରାଜ୍ୟର ଶହେ ଜଣ ଗରିବ ପିଲାଙ୍କ ଚିକିତ୍ସା ପାଇଁ ସଚ୍ଚିନ ଆର୍ଥିକ ସହୟତାର ହାତ ବଢାଇବେ

ମୁମ୍ବାଇ : ଭାରତର ଜଣେ ଆଗଧାଡିର ଉଦୀୟମାନ କ୍ରିିକେଟର୍‌ ସଚ୍ଚିନ ତେନ୍ଦୁଲକର୍‌ । ତାଙ୍କ ପ୍ରଶଂସନୀୟ କାମ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ୬ଟି ରାଜ୍ୟର ୧୦୦ ଜଣ ଗରିବ ପରିବାରର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢାଇବେ ବୋଲି କହିଛନ୍ତି । ମହାରାଷ୍ଟ୍ର,
Read More...

ଆଜି ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ରାଜ୍ୟରେ ୫ ଜଣଙ୍କ ଜୀବନ ନେଇଛି କରୋନା । ଏ ସଂକ୍ରାନ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ ଜିଲ୍ଲାରୁ ୩, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା
Read More...

୪ ଶହ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ଆଜି ୩୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୪ ଶହ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୩୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

କୃଷକ ଆନ୍ଦୋଳନ : କୃଷକମାନଙ୍କ ସହ କଥାବାର୍ତ୍ତା ହେବାକୁ ରାଜନାଥଙ୍କୁ ଦାୟି‌ତ୍ୱ

ନୂଆଦି‌ଲ୍ଲୀ : କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ କ୍ରମାଗତ ୬ ଦିନ ହେଲା ଜାରି ରହିଛି । କୃଷକ ସଂଗଠନ ଦିଲ୍ଲୀର ବିଭିନ୍ନ ସୀମାରେ ଛାଉଣି କରି ସରକାରଙ୍କ ନିକଟରେ ନିବେଦନ କରୁଛନ୍ତି । ଏହି ପ୍ରତିବାଦ ମଧ୍ୟରେ ଆଜି ଅପରାହ୍ନ ୩ ଟାରେ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ।
Read More...

ବଲାଙ୍ଗିର ସିଭିଲ୍‌ କୋର୍ଟର ଏକାଉଣ୍ଟାଣ୍ଟ ସୁବାସ ଦାନୀ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ୍‌ କୋର୍ଟରେ କାର୍ୟ୍ୟରତ ଥିବା ସୁବାସ ଦାନୀ(୫୭)ଙ୍କ ଆଜି ଭୋର୍‌ ୫ଟାରେ ବଲାଙ୍ଗିର କୋଭିଡ୍‌ ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲାଲ୍‌ଟିକ୍ରାରେ ସେ ରହୁଥିଲେ । ତାଙ୍କ ଦେହାନ୍ତରେ ସାରା ସହରରେ ଶୋକର ଛାୟା
Read More...

ଭାରତୀୟ ସେନାର ଅବସରପ୍ରାପ୍ତ ହାବିଲଦାର ବେଣୁଧର ମାଝୀଙ୍କ ପରଲୋକରେ ଜିଲ୍ଲା ପୂର୍ବତନ ସୈନିକ ସଂଘର ଶୋକସନ୍ତପ୍ତ…

ମୁରିବାହାଲ, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ ଘଣ୍ଟବାହାଲି ଗ୍ରାମର ତଥା ଭାରତୀୟ ସେନା ବିହାର ରେଜିମେଣ୍ଟର ଅବସରପ୍ରାପ୍ତ  ହାବିଲଦାର ବେଣୁଧର ମାଝୀଙ୍କ ଗତ ୧୮ ନଭେମ୍ବରରେ ହୃଦଘାତରେ ପରଲୋକ ହୋଇଯାଇଥିଲା । ତାଙ୍କ ପରଲୋକ ଖବର ପାଇ ବଲାଙ୍ଗିର
Read More...

ବେନିଆବ‌ନ୍ଧ ଗ୍ରାମରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବନ୍ଧ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଲାେକ ଉନ୍ନତି ସଂଗଠନ ବଲାଙ୍ଗିର ଆନୁକୁଲ୍ୟରେ ସଂଗଠନର ବ୍ଳକ ସଂଯୋଜିକା ଗୀତାଞ୍ଜଳୀ କୁମ୍ଭାରଙ୍କ ନେତୃତ୍ବରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ୧୬ ଦିନିଆ
Read More...

ସାବଧାନ : ମାସ୍କ ନ ପିନ୍ଧିଲେ ୨୫ ଫୁଟ୍‌ ଦୂର ଯାଇପାରେ ଛିଙ୍କ

ଭୁବନେଶ୍ୱର : ଛିଙ୍କିବା ବେଳେ ମାସ୍କ କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ଏହା କେତେଦୂର ସଂକ୍ରମଣ ରୋକିବାରେ ସକ୍ଷମ, ତାହାକୁ ନେଇ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିବା ବେଳେ ଏହି ଅଧ୍ୟୟନରୁ ଜଣାପଡିଛି, ଖାଲି ମୁହଁରେ ଛିଙ୍କିଲେ ବା କାଶିଲେ ଛୋଟ ବୁନ୍ଦା ଏକ ସ୍ଥିର ପରିବେଶରେ
Read More...

ରାଜ୍ୟର ସବୁ ରୁଟ୍‌ରେ ‘ମୋ ବସ୍’ ଆଜିଠୁ ଚାଲିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ ରାଜ୍ୟର ସବୁ ରୁଟ୍‌ରେ ଚାଲିବ 'ମୋ ବସ୍' । କୋଭିଡ଼୍ ନିୟମ ପାଳନ କରି ସେବା ଆରମ୍ଭ ହେବ । କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିନ୍ତୁ କେବଳ ୨୯ନଂ ରୁଟ୍‌ରେ ବସ୍‌ ଗଡ଼ିବନି ବୋଲି ମଧ୍ୟ କୁହାଯାଇଛି । କେବଳ
Read More...

ରାଜ୍ୟର ସର୍ବାଧିକ ଏଡସ୍ ଆକ୍ରାନ୍ତ ଗଞ୍ଜାମରେ

ଗଞ୍ଜାମ : କରୋନାର କାୟା ବିସ୍‌ସ୍ତାର କମି ନାହିଁ । ଏବେ ବି ସଂକ୍ରମଣ ଘୋଟିଛି । ପ୍ରତିଷେଧକ ଅଭାବ ଯୋଗୁଁ ଅଧିକ ସମସ୍ୟା ଭିତରେ ଛନ୍ଦି ହୋଇଛନ୍ତି ଏଚ୍‌ଆଇଭି ସଂକ୍ରମିତ । ସାବଧାନତା ହିିଁ ଏହି ରୋଗର ନିରାକରଣ ବୋଲି କୁହାଯାଉଛି । କୋଭିଡ୍‌ ଯୋଗୁଁ ଏଡସ୍ ସଚେତନତା କାର୍ୟ୍ୟକ୍ରମ ବନ୍ଦ
Read More...