ବଲାଙ୍ଗିର ସିଭିଲ୍‌ କୋର୍ଟର ଏକାଉଣ୍ଟାଣ୍ଟ ସୁବାସ ଦାନୀ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ୍‌ କୋର୍ଟରେ କାର୍ୟ୍ୟରତ ଥିବା ସୁବାସ ଦାନୀ(୫୭)ଙ୍କ ଆଜି ଭୋର୍‌ ୫ଟାରେ ବଲାଙ୍ଗିର କୋଭିଡ୍‌ ହସ୍‌ପିଟାଲ୍‌ରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲାଲ୍‌ଟିକ୍ରାରେ ସେ ରହୁଥିଲେ । ତାଙ୍କ ଦେହାନ୍ତରେ ସାରା ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.