Monthly Archives

November 2020

ହର୍‌ଡାଟାଲ ଗ୍ରାମବାସୀ ଆତଙ୍କିତ : ରାଜ୍ୟ ସରକାରଙ୍କ ଚରମ ଅବହେଳାର ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋଟିଏ ୱାର୍ଡର ଆଦିବାସୀ ବହୁଳ ଗ୍ରାମ ହରିଡାଟାଲ ଗ୍ରାମକୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ପଦ୍ମପୁର
Read More...

ସିଟି ଓ ବିଇଡି ପ୍ରବେଶିକା ପରୀକ୍ଷା କେନ୍ଦ୍ର ଦୂର ସ୍ଥାନକୁ ହୋଇଥିବା ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟର ଅସନ୍ତୋଷ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଞ୍ଚଳର ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ସିଟି ଓ ବିଇଡି ପାଇଁ ଚଳିତ ବର୍ଷ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିଥିଲେ । କିନ୍ତୁ ମହାମାରୀ କୋରନା ପାଇଁ ସ୍କୁଲ କଲେଜ ଅନେକ ମାସ ହେଲା ବନ୍ଦ ହୋଇ ରହିଥିବା ବେଳେ ଆଂଶିକ ଭାବରେ ଗାଡି
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

କେନ୍ଦୁଝର, (କେପିଏନ୍‌ଏସ୍‌) : ଆନନ୍ଦପୁରରେ ଗତ ବିଳମ୍ବିତ ରାତିରେ ୨ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣ ହେଲପର୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଦ୍ୱୟଙ୍କ ଘର ଆନନ୍ଦପୁରର ଜୋକନାଳି ଅଞ୍ଚଳରେ ବୋଲି ଚୁହାଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ୨୦ ନମ୍ବର
Read More...

ବିହାର ନିର୍ବାଚନର ‘କୁରୁକ୍ଷେତ୍ର’ରେ ଚାଲିଛି ରାଜନୀତି ପ୍ରସଙ୍ଗର ‘ମହାଭାରତ’

ରାଂଚି : ବିହାର ନିର୍ବାଚନର 'କୁରୁକ୍ଷେତ୍ର'ରେ ରାଜନୀତି ପ୍ରସଙ୍ଗର 'ମହାଭାରତ' ଦେଖିବାକୁ ମିଳିଛି । ଚାକିରୀ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିର୍ବାଚନ ମଞ୍ଚ ସର୍‌ଗରମ୍‌ ହୋଇଉଠିଛି । ନିର୍ବାଚନୀ ହା‌ୱା ମଧ୍ୟ ଏହାକୁ 'ଜଙ୍ଗଲ ରାଜ୍‌ର ଯୁବରାଜ' ଜୁମଲା ଠାରୁ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୮୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି କରୋନା ସଂକ୍ରମଣ ଧୀରେ ଧୀରେ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୯୮ ଜଣ
Read More...

ବରତୁଣ୍ଡାରେ ଜୋର୍‌ଦାର୍‌ ଚାଲିଛି ରାମ ମନ୍ଦିର ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ଠାରେ ଗ୍ରାମବାସୀ ତଥା ରାମ ମନ୍ଦିର ପରିଚାଳନା କମିଟି ଉଦ୍ୟମରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଜୋର୍‌ଦାର୍‌ ଭାବେ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁରୋହିତ୍ୟରେ
Read More...

ପ୍ରବାସୀ ଶ୍ରମିକଙ୍କ ଲେଉଟାଣି : ପେଟ ପାଟଣା ପାଇଁ କିଏ ଗଲେ ମୁମ୍ବାଇ ତ’ କିଏ ହାଇଦ୍ରାବାଦ, ଆନ୍ଧ୍ରା

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍‌ ଡାଉନ୍‌ ବେଳେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରି ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିଥିଲେ ସରକାର । ପୁଣି କହିଥିଲେ ଶ୍ରମିକମାନଙ୍କୁ ନିଜ ନିଜ ଭିଟାମାଟିରେ କାମ ଯୋଗାଇ ଦେବାକୁ । କିନ୍ତୁ ତାହାର ବ୍ୟତିକ୍ରମ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବ୍ୟାପକ କରୋନା ଟେଷ୍ଟିଂ ୪ ରୁ ୧୩ ନଭେମ୍ବର ଯାଏଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବ୍ୟାପକ କରୋନା ଟେଷ୍ଟିଂ ଆସନ୍ତା ୪ ରୁ ୧୩ ନଭେମ୍ବର ଯାଏଁ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ରାସ୍ତାକଡ଼ରେ ବେପାର କରୁଥିବା ଦୋକାନୀ, ସଂପୃକ୍ତ ଅଂଚଳର ବସ୍ତି ବାସିନ୍ଦା ତଥା ହାଉସିଂ କଲୋନୀ
Read More...

ଆଇପିଏଲ୍‌ : ରାଜସ୍ଥାନକୁ ହରାଇ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଲା ହାଇଦ୍ରାବାଦ

ଦୁବାଇ : ରବିବାରର ଏକତରଫା ରାତି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ରାଜସ୍ଥାନ ରୟାଲ୍ସକୁ ବିଦା କରିଦେଲା। କେକେଆର୍‌ ୧୯୨ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେବା ପରେ ବ୍ୟାଟିଂକ୍ରମକୁ ଶେଷ ପର୍ୟ୍ୟନ୍ତ ସଜାଡ଼ି ପାରିନଥିବା ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ
Read More...

୨୦୨୦ ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ ୧,୦୫,୧୫୫ କୋଟି ଟଙ୍କା

• ଓଡ଼ିଶାରୁ ଏହି ମାସରେ ସଂଗୃହୀତ ଜିଏସ୍‌ଟି ପରିମାଣ ୨,୪୧୯ କୋଟି ଟଙ୍କା• ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଏହି ମାସରେ ଓଡ଼ିଶାରୁ ୨୧ ଶତାଂଶ ଅଧିକ ଜିଏସ୍‌ଟି ଆଦାୟ ହୋଇଛି ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ
Read More...