Monthly Archives

November 2020

ବାମରାରେ ନକଲି ନୋଟ କାରଖାନା ଠାବ : ୩ ଗିରଫ, ୯୬ ହଜାର ୩ ଶହ ନକଲି ଟଙ୍କା ଜବତ

ଝାରସୁଗୁଡା : ବାମରାରେ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ୯୬ ହଜାର ୩ ଶହ ନକଲି ଟଙ୍କା ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଲି ପୋଲିସ ବୋଲି ସୂଚନା ମିଳିଛି । ସମ୍ବଲପୁର ବାମରାରେ ଏକ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ଏହି ମାମଲାରେ ୩ ଜଣ ଗିରଫ ହୋଇଛ‌ନ୍ତି । ଗିରଫ
Read More...

ତିନୋଟି ଦେଶ ସହିତ ବିବାଦ ଭିତରେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ? ସି ଜିନପିଙ୍ଗ ସୈନିକମାନଙ୍କୁ ବିଶେଷ…

ନୂଆଦିଲ୍ଲୀ : ଭାରତ, ଆମେରିକା ଏବଂ ତାଇୱାନ ସହିତ ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ଉତ୍ସାହିତ କରିବା ଆରମ୍ଭ କରିଛନ୍ତି । ସେ ତାଙ୍କ ସୈନିକମାନଙ୍କୁ କହିଛନ୍ତି ଯେ, ସେମାନେ ମୃତ୍ୟୁକୁ ଭୟ କରିବା ଉଚିତ୍ ନୁହେଁ ଏବଂ ଯୁଦ୍ଧରେ ଜିତିବାକୁ ପ୍ରସ୍ତୁତ
Read More...

ଦିଲ୍ଲୀ ସୀମାରେ ଅସମ୍ଭାଳ କୃଷକ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧ ଜାରି ରହିଛି । ଚାଷୀମାନେ ସି‌ନ୍ଧୁ ସୀମାରେ ରାତି କଟାଇଥିଲେ । ବର୍ତ୍ତମାନ ସମୟରେ କୃଷକଙ୍କ ବୈଠକରେ ନିଷ୍ପତ୍ତି ନିଆଯିବ ଯେ, କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କି ସେଠାରେ ରହି
Read More...

ନୀଳାଂଚଳ ସମାଜ ପାଇଁ କରିବେ ଅଙ୍ଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୀଳାଂଚଳ ଦରୁଆନଙ୍କ ପଦ୍ମପୁର ଉପଖଣ୍ଡ ମେଲ୍‌ଛାମୁଣ୍ଡା ଥାନା ଅଧୀନସ୍ଥ ଏକ ଛୋଟିଆ ଗାଁରେ ୧୯୯୫ରେ ସାରଙ୍ଗପୁରରେ ଜନ୍ମ ଗ୍ରହଣ କରିଛନ୍‌ନ୍ତି । ପିଲାଟି ଦିନରୁ ସମାଜସେବାରେ ମନୋନିବେଶ କରି ଆସୁଛନ୍ତି । ଶିକ୍ଷାଗତ ଯୋଗ୍ୟତା କହିଲେ ଗ୍ରାଜୁଏଟ । ତାଙ୍କ
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ : ଉତ୍କଳ…

 ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ ଓଡ଼ିଶାର ଶିକ୍ଷାବିତ୍‌ ମାନେ ଦୀର୍ଘ ଦିନରୁ ଦାବୀ କରି ଆସୁଛନ୍ତି ଉପକୂଳ ଏବଂ ପୂର୍ବ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉପକୃତ ହେବେ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଶିଳ୍ପଯୋଗୀ ମାନବ ସମ୍ବଳ ସୃଷ୍ଟି କରିବ
Read More...

ଚୀନ୍‌ ବୈଜ୍ଞାନିକ‌ଙ୍କ ଦାବୀ, କରୋନା ଭୂତାଣୁ ମହାମାରୀ ଭାରତରୁ ସାରା ବିଶ୍ୱରେ ବ୍ୟାପିଛି

ବେଜିଂ : କରୋନା ଭୂତାଣୁ ଭାରତରୁ ବ୍ୟାପିଥିବା କହି ଚୀନ୍ ଦ୍ୱନ୍ଦ୍ୱ ବିସ୍ତାର କରିବା ଆରମ୍ଭ କରିଛି । ଉହାନରେ କୋଭିଡ -୧୯ ଆରମ୍ଭ ହେବା ପୂର୍ବରୁ ଇଟାଲୀ ସମେତ ଏହି ମହାମାରୀ ପୃଥିବୀର ଅନ୍ୟ ପ୍ରାନ୍ତରେ ବ୍ୟାପିଛି ବୋଲି ଚୀନ୍ ସରକାର ନିକଟରେ ଦାବୀ କରିଛି । ବର୍ତ୍ତମାନ ଜଣେ ଚାଇନାର
Read More...

ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ଆଜି ୫୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସମୁଦାୟ ୩୧୭୭୮୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୯୭୪୭ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୬୨୫୯ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି ୫୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ
Read More...

ଆଜି ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୧୨ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ, ଭୁବନେଶ୍ୱରରୁ ୩ ଜଣ, ଅନଗୁଳରୁ ୨ ଜଣ ଓ ଢେଙ୍କାନାଳ ଜିଲ୍ଲା, ଯାଜପୁର ଜିଲ୍ଲା ଓ ବାଲେଶ୍ୱର
Read More...

ପଶୁ ଠୁ ବି ହୀନ ହେଲା ମଣିଷ : ନିଜ କୁନି ଝିଅକୁ ହତ୍ୟା କଲା ବାପା : ଗାଁ ଠାକୁରାଣୀ ପାଖେ ଦେଇଛି ବଳି

କୋରାପୁଟ : ପଶୁ ଠୁ ବି ହୀନ ହେଲା ମଣିଷ । ନିଜ କୁନି ଝିଅକୁ ଗାଁ ଠାକୁରାଣୀ ପାଖେ ଦେଇଛି ବଳି । ଅସୁର ସାଜିଲା ବାପା । ବାପ ଝିଅର ଅମୃତ ସଂପର୍କକୁ ଧୂଳିସାତ୍‌ କରିଦେଲା ଜଣେ ବାପା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହନୁମାନ ଟଙ୍କା ଲୋଭରେ କୁନି ଝିଅକୁ ହତ୍ୟା କଲା । ଜଣେ ଝିଅ ପାଇଁ ନିଜ
Read More...

କର୍ଣ୍ଣାଟକ ବାଗଲକୋଟରେ ସିବିଜି ପ୍ଲାଂଟର ଶିଳାନ୍ୟାସ : ଯୁବ ଉଦ୍ୟମୀ ମାନଙ୍କୁ ଜୈବଗ୍ୟାସ କ୍ଷେତ୍ରରେ ନୂଆ ଜ୍ଞାନକୌଶଳ…

 ପ୍ରାଜ୍‌ ଇଣ୍ଡଷ୍ଟ୍ରି ଏବଂ ଡ଼ିଭିଓ ଆଇଏନସି ଏହି ପ୍ଲାଂଟ ପାଇଁ ଆବଶ୍ୟକୀୟ ଟେକ୍ନୋଲଜି ଯୋଗାଇବ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଂଟ ପାଇଁ ଖର୍ଚ୍ଚ ହେବ ୪୨ କୋଟି ଦୈନିକ ୨୦୦ ଟନ୍‌ ଆଖୁ ଛେଦାରୁ ୧୦.୨ ଟନ ସିବିଜି ଉତ୍ପାଦନ ହେବ ସିବିଜି ପ୍ଲାଂଟ ସ୍ଥାପନା ପାଇଁ ୬୦୦ ଏଲଓଆଇ ଜାରୀ
Read More...