Monthly Archives

November 2020

ଦାସକାଠିଆ ଗାୟକ ପୁଣି ଫେରିବେ କଳା ଦୁନିଆଁକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ବାନ୍ଦୁପାଲି ଗ୍ରାମର ବିଶିଷ୍ଟ କଳାକାର ବଳରାମ ପଣ୍ଡା ପୁଣି ଫେରିବି କଳା ଦୁନିଆଁକୁ । ସାରା ପଶ୍ଚିମ ଓଡିଶାରେ ଦାସକାଠିଆ ମାଧ୍ୟମରେ ପରିଚିତ ବଳରାମ ପଣ୍ଡା ୫ ବର୍ଷ ହେବ କଳା ଦୁନିଆଁରୁ ବିଦାୟ ନେଇଥିଲେ । ସେ ୨୫
Read More...

୧୮ରୁ ଆରମ୍ଭ ହେବ ଧାନକିଣା, ଧାନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ନରସିଂହଙ୍କ ପ୍ରସ୍ତାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଚଳିତ ଖରିଫ ଋତୁ ପାଇଁ ଜିଲ୍ଲା ‌ସ୍ତରୀୟ ଧାନ କିଣା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିରରୁ ଭିଡିଓ କନ୍‌ଫରେନ୍ସିଙ୍ଗ ମାଧ୍ୟମରେ ସ୍ଥାନୀୟ
Read More...

ସଂକଳ୍ପ ପରିବାର ଦ୍ୱାରା ମୁମୁର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକୁଳି ଫାର୍ମ ଅଞ୍ଚଳରୁ ଅତି ମୁମୁର୍ଷୁ ଅବସ୍ଥାରେ ଜଣେ ବୃଦ୍ଧ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ସେ ଉକ୍ତ ଅଞ୍ଚଳରେ ଦୀର୍ଘ ଦୁଇଦିନ ହେଲା ପଡି ରହିଥିଲେ । ଜଣେ ସୁହୃଦୟ ବ୍ୟକ୍ତିଙ୍କଠୁ ଖବର ପାଇ ସଂକଳ୍ପ ପରିବାର ତାଙ୍କ ପାଖକୁ ପହଞ୍ଚିଥିଲା ।
Read More...

ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା : ଆଜି ୮୯ ଜଣ ନୂଆ ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଥିବା ବେଳେ ୭୦୧୩ରେ ପହଂଚିଛି ସଂଖ୍ୟା । କିନ୍ତୁ ଆଶ୍ୱସ୍ତିର ବିଷୟ ଯେ, ସେମାନଙ୍କ ମଧ୍ୟରୁ ୬୪୧୩ ଜଣ ସୁସ୍ଥ ହୋଇଥିବା ବେଳେ ମାତ୍ର ୫୭୦ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ଆଜି ୮୯ ଜଣ ନୂଆ
Read More...

ଚର୍ଚ୍ଚାରେ ବୁଡାମାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ଉନ୍ନତି ମୂଳକ କାମ ଜୋରସୋରରେ ଚାଲିଛି । ଏମ୍‌ଜିଏନଆରଜିଏସ କାମ ଠୁ ଆରମ୍ଭ କରି କଂକ୍ରିଟ୍, ଭତ୍ତା, ବିଲଡିଂ ଗୃହ ନିର୍ମାଣ ଏମିତି ଅନେକ କାମ ଗୁଡିକ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ କମ ସମୟ
Read More...

ରାଜ୍ୟ ସରକାରଙ୍କ ଆଇନକୁ ବେଖାତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ପ୍ରଣୟନ କରୁଛନ୍ତି ଅନେକ ଯୋଜନା । ଲୋକେ ଯେମିତି ହଇରାଣ ନ ହେବେ ସେଥିପାଇଁ ରାଜ୍ୟରେ କାର୍ୟ୍ୟକାରୀ ହେଉଛି ସରକାରଙ୍କ ନିର୍ଦ୍ଦେଶ । ଏଥିପାଇଁ କାମ କରୁଛି ୫ଟି ଏବଂ "ମୋ ସରକାର" ବିଭାଗ । ପୂର୍ଣ୍ଣ ପାରଦର୍ଶିତା ସହ
Read More...

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ‌ଙ୍କ ଜରୁରୀ ବୈଠକ ଆହ୍ୱାନ : ଦିଲ୍ଲୀରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି କରୋନାର କାୟାବିସ୍‌ସ୍ତାର ଦେଖିବାକୁ ମିଳିଛି । କରୋନାର ଭୟାନକ ତୃତୀୟ ଲହର ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି । ଏଭଳି ସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜରୁରୀ ବୈଠକ
Read More...

ସାପ ଖେଳାଇ ପଇସା ମାଗୁଥିବା କେଳା ଗିରଫ : ଛଅ ଫୁଟର ଅଜଗର ସାପ ଜବତ କଲା ବନ ବିଭାଗ

ଢ଼େଙ୍କାନାଳ : ଛଅ ଫୁଟ ଅଜଗର ସାପ ଜବତ କରିବା ସହ ସାପ ଖେଳାଇ ପଇସା ମାଗୁଥିବା କେଳାଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ପରେ ସାପ ଖେଳ ଦେଖାଉଥିବା ରଞ୍ଜନ ପ୍ରଧାନ(୪୦)ଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗତକାଲି ଢ଼େଙ୍କାନାଳ ସହରର ଅଳସୁଆ ହାଟ ଠାରେ କେଳା ଜଣକ ଛଅ ଫୁଟ ଲମ୍ବା ଏକ
Read More...

ଅଭିନବ ଉପାୟରେ ଦେଶୀ ମଦ ବିକ୍ରି କରୁଥିବା ଯୁବକ ଗିରଫ୍‌ : ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିନବ ଉପାୟରେ ରନ୍ଧା ଦେଶୀ ମଦ ବିକ୍ରି କରୁଥିବା ଜଣେ ଯୁବକ ଗିରଫ୍‌ ହୋଇଥିବା ବେଳେ ତା’ପାଖରୁ ୫୦ ମଦଭର୍ତ୍ତି ସୋଡ଼ା ଓ କୋଲ୍‌ ଡ୍ରିଙ୍ଗ୍‌ସ୍‌ ବୋତଲ ଜବତ କରିଛି ପୋଲିସ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ସହରର
Read More...

କରୋନାରୁ କରୁଣ ପରିସ୍ଥିତି : ସପ୍ତାହେ ମଧ୍ୟରେ ଉଭୟ ବାପ ପୁଅଙ୍କ ଜୀବନ ନେଲା କରୋନା, ସାହାଯ୍ୟର ହାତ ବଢାଇଲା ସଂକଳ୍ପ…

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ତରଫରୁ ଆଜି କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ସହେଲା ବ୍ଲକ ଚିଛିଣ୍ଡା ଗ୍ରାମର ପ୍ରଦୀପ ନାଏକ(୪୨) । ସୂଚନା ଅନୁସାରେ ସେ ସହେଲା ପଶୁ ଡାକ୍ତରଖାନାରେ ଗୋମିତ୍ର ଭାବରେ କାର୍ୟ୍ୟରତ ଥିଲେ । ମୃତ ପ୍ରଦୀପ ଗତ ମାସ ୩୦
Read More...