Monthly Archives

November 2020

ଚାଲିଛି ତଦ‌ନ୍ତ : ବ୍ୟାଙ୍କ ଜମାଖାତାରୁ ଟଙ୍କା ଆତ୍ମସାତ ଅଭିଯୋଗ

ଲୋଇସିଂହା, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସ୍ଥିତ ଏସ୍‌ବିଆଇ ଶାଖାରୁ ବୁର୍ଡା ଗ୍ରାମର ଶାରଳା ସ୍ୱୟଂ ସହାୟିକା ଗୋଷ୍ଠୀର ଜମା ଖାତାରୁ ୮୬ ହଜାର ୨୯୦ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଟଙ୍କା ଆତ୍ମସାତ ନେଇ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଲୋଇସିଂହା ଥାନାରେ
Read More...

କରୋନା ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା : ଏସ୍‌ଏମ୍‌ଏସ୍‌ ‌ଦ୍ୱାରା ସୂଚନା ଉପଲବ୍ଧ ହେବ – କେବେ,…

ନୂଆଦି‌ଲ୍ଲୀ : ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ସମଗ୍ର ବିଶ୍ୱରେ ଲୋକମାନେ ଏକ ନିରାପଦ ଏବଂ ପ୍ରଭାବଶାଳୀ ଟୀକାକୁ ଅପେକ୍ଷା କରିଛନ୍ତି। ରୁଷ୍‌ ଏବଂ ଚୀନ୍ ପରେ ଭାରତ, ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଏହି ଟୀକା ଉପରେ ସଫଳତାର ନିକଟତର ହୋଇଛ‌ନ୍ତି । ଭାରତରେ ତିନୋଟି ଟୀକା
Read More...

ପାଟଣାଗଡ଼ ଯାଉଛି କହି ଦୁଇ ଦିନ ହେଲା ହାତୀସରା ଗାଁର ଜନୈକ ସୁନା ବ୍ୟବସାୟୀ ନିଖୋଜ : ଥାନାର ଦ୍ୱାରସ୍ଥ ହେଲେ ପରିବାର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ଦୁଇ ଦିନ ହେଲା ନିଖୋଜ ଥିବା ନେଇ ଶନିବାର ଦେଓଗାଁ ଥାନାରେ ଅଭିଯୋଗ ହୋଇଛି । ସେ ଦେଓଗାଁ ଡାକବଙ୍ଗଳା ଠାରେ ଏକ ସୁନା ଦୋକାନ କରି ବ୍ୟବସାୟ କରୁଥିଲେ ।ଏନେଇ ନିଖୋଜ ଗଜାନନର ବାପା ସାରଙ୍ଗ
Read More...

ଜାତିଗତ ସମସ୍ୟା ପାଇଁ ପଡ଼ି ରହିଥିଲା ବୃ‌ଦ୍ଧା‌ଙ୍କ ଶବ : ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଲୁହୁରାମୁଣ୍ଡା ଗ୍ରାମର ବୈଦେହୀ ରାଠୋର(୯୨) ଅନେକ ଦିନରୁ ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହେଲା ପରେ ଜାତିଗତ ସମସ୍ୟା ପାଇଁ କେହି ତାଙ୍କ ପାଖକୁ ଆସିନଥିଲେ । ଅନେକ ସମୟ ପର୍ୟ୍ୟନ୍ତ
Read More...

ଅସହାୟ ଅବସ୍ଥାରେ ଦଶରଥଙ୍କ‌ ପରିବାର : ଝାଟିମାଟି ଓ ପଲିଥିନ କୁଡିଆରେ ବିତୁଛି ଜୀବନ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ ତାହା ଫେଲ୍‌ ମାରିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀପଡ଼ା ଗ୍ରାମରେ । ସୂଚନା ଏହି ଯେ, ଦୀର୍ଘଦିନ ଧରି ସମରା ଗ୍ରାମର ଆଦିବାସୀପଡା ଠାରେ
Read More...

ଦେଶୀ ଧାନ କ୍ଷେତ୍ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ସାରସମାଲ ଠାରେ ଥିବା ଦଶ ଏକର ପରିମିତ ଚାଷ ଜମିରେ ୧୬ ପ୍ରକାର ଦେଶୀ ଧାନ ଚାଷ କରାଯାଇଥିବା ଜମିକୁ ବିଭିନ୍ନ ଗ୍ରାମର ଚାଷୀମାନେ ପରିଦର୍ଶନ କରିଛନ୍ତି । ଏ ପରିପେକ୍ଷୀରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଦେଶୀ ବିହନ ସୁରକ୍ଷା
Read More...

ମଣିଷତ୍ୱ ହଜିଯାଇଥିବା ଗ୍ରାମ : ପିମ୍ପୁଡ଼ି ଓ ପୋକ ଖାଉଥିଲେ ଜୀଅନ୍ତା ମଣିଷକୁ, କାହା ମନରେ ଦୟା ଆସିଲାନି

ବରଗଡ଼, (ନିରୋଜ କୁମାର ପାଣୀ) : ଆଧୁନିକତାର ଚାକଚକ୍ୟ ମଧ୍ୟରେ ଏବେ ମଧ୍ୟ ମଣିଷର ମାନସିକତା ଭିତରେ ବସା ବାନ୍ଧିଛି ମଧ୍ୟଯୁଗର ଘୃଣାଭାବ ଓ ଜାତି ପ୍ରଥା । ମାନବ ଜାତିକୁ ସମଗ୍ର ପ୍ରାଣୀ ଜଗତରେ ଶ୍ରେଷ୍ଠ ଜାତି ଭାବରେ ଗଣନା କରାଯାଉଥିଲେ ମଧ୍ୟ ଏଠାରେ ଲଜ୍ଜିତ କରିଛି ସମଗ୍ର ମାନବ ଜାତିକୁ ।
Read More...

ମକା ଅଭାବୀ ବିକ୍ରି : ଚାଷୀର ମୁଣ୍ଡା ବିନ୍ଧା ସାଜିଛି

ଟିଟିଲାଗଡ , (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ କୁଶକେଲା ପଞ୍ଚାୟତରେ ଦେଖା ଦେଇଛି ମକାର ଅଭାବୀ ବିକ୍ରି । ଚାଷୀମାନେ ଖର୍ଚ୍ଚ କରିଛନ୍ତି ହଜାର ହଜାର ଟଙ୍କା । ଚାଷ ପାଇଁ ବିନିଯୋଗ କରିଥିବା ଟଙ୍କ ର ଭରଣା ପାଉଥିବା ଦୂର କଥା, ମକା ବିକ୍ରି ହେଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଦଲାଲଙ୍କ
Read More...

ପେଟ୍ରାଲ ପମ୍ପରେ ଡିଜେଲ ଅପମିଶ୍ରଣ ଅଭିଯୋଗ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଡିଜେଲ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ପେଟ୍ରୋଲ ପମ୍ପର ତେଲର ମାନ ପରୀକ୍ଷଣ ଓ ମାପ ଯାଂଚ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଲୋଇସିଂହା, (ଶ୍ୟାମସୁ‌ନ୍ଦର ମେହେର) : ଲୋଇସିଂହା ବ୍ଲକ କୁଶମେଲ କ୍ଲଷ୍ଟର ଅନ୍ତର୍ଗତ ତଲିଉଡାର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ନାଏକ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଙ୍ଗାଧର
Read More...