‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ଦଶରଥଙ୍କ ମୁହଁରେ ହସ ଫୁଟିଲା
ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଛଅ ପ୍ରାଣୀ କୁଟୁମ୍ବକୁ ନେଇ ଅସହାୟ ଅବସ୍ଥାରେ ରହିଥିବା ଦଶରଥ ଦେବଗୁରୁଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସରକାର । ଦଶରଥଙ୍କ ସଂପର୍କରେ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନା ଏହି କି ଯେ ବଲାଙ୍ଗିର!-->…
Read More...
Read More...