Monthly Archives

November 2020

୬ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଦେଲେ ନରସିଂହ : ପ୍ରତ୍ୟେକ ଗାଁକୁ ପାଇପ ଦ୍ୱାରା ପିଇବା ପାଣି ଯୋଗାଇ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାନ୍ଧନଘୋର, ସିଆଲବାହାଲି, କେରମେଲି, ଫଟକରା, ଚାଣ୍ଟିମୁଣ୍ଡା ଓ ସାଉନ୍ତମୁଣ୍ଡା ଗାଁରେ ୬ଟି ପାଇପ ଦ୍ୱାରା ପାନୀୟ ଜଳ ବଣ୍ଟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି
Read More...

ସ୍କୁଲ ସମ୍ମୁଖରେ ମୁକୁଳା ଟ୍ରାନ୍ସଫର୍ମର ସହ ଗାଁ ଭିତରେ ଅଧା ଢଳିଥିବା ବିଦ୍ୟୁତ ଖୁମ୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବିଦ୍ୟୁତ ସବଡିଭିଜ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସ୍କୁଲ ଗେଟ ସମ୍ମୁଖରେ ଦୀର୍ଘ ବର୍ଷ ହେଲା ମୁକୁଳା ଭାବେ ଏକ ୧୦୦ କେଭି ଟ୍ରାନ୍ସଫର୍ମର ରହିଥିବା ବେଳେ ଗାଁ ଭିତରେ ଜୀବନ୍ତ ତାର ଯାଇଥିବା ଏକ ଲୁହା ବିଦ୍ୟୁତ ଖୁମ୍ବ ଅଧା ଢଳିଯାଇଛି । ଏହାର
Read More...

ବିଶ୍ୱର ପ୍ରଥମ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠାତା ସାର୍‌ ଭାଲେଣ୍ଟାଇନ ହାୱେଙ୍କ ୨୭୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନମାନଙ୍କ କଲ୍ୟାଣ ପାଇଁ ସାର୍‌ ଭାଲେଣ୍ଟାଇନ ହାୱେ ସର୍ବପ୍ରଥମେ ପ୍ୟାରିସ ଠାରେ ୧୭୮୨ ମସିହାରେ ପ୍ରଥମ ଦୃଷ୍ଟିହୀନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପ୍ରତିବର୍ଷ ନଭେମ୍ବର ୧୩ ତାରିଖରେ ତାଙ୍କ ଜନ୍ମଦିନ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଅନୁଗୁଳ : ଛେଣ୍ଡିପଦା ଥାନା କୋଶଳା ବଜାର ଭିତରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି । କୋଶଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଜଳଧର ପ୍ରଧାନ(୬୫) ଛେଣ୍ଡିପଦା ଷ୍ଟେଟ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଉଠେଇ ଡିକିରେ ଟଙ୍କା
Read More...

ଥାନା ଭିତରେ ଅଭିଯୁକ୍ତକୁ ମାଡ ଘଟଣା : ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ : ନିଲମ୍ବିତ ପାଟଣା ଆଇଆଇସି…

ଭୁବନେଶ୍ୱର : ଥାନା ଭିତରେ ଅଭିଯୁକ୍ତକୁ ମାଡ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ରାଜ୍ୟ ମାନବାଧିକାର କମିସନ । କେନ୍ଦୁଝର ଜିଲ୍ଲା ପାଟଣା ଥାନାରୁ ନିଲମ୍ବିତ ଆଇଆଇସି ସଧ୍ୟାରାଣୀ ଜେନାଙ୍କୁ ଆଗାମୀ ୨ ବର୍ଷ ପାଇଁ ଥାନାରେ ନିଯୁକ୍ତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ,
Read More...

କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଆହ୍ଵାନରେ ୨୬ ନଭେମ୍ଵର ସାଧାରଣ ଧର୍ମଘଟ ସଫଳତା ପାଇଁ ଜିଲ୍ଲାର ସମସ୍ତ ଵ୍ଲକ ଘେରିବ ନିଖିଳ…

ବାଲେଶ୍ଵର, (ଅର୍ଜୁନ କୁମାର ହଂସ) : ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଵାଲେଶ୍ବର ଜିଲ୍ଲା କମିଟି ଵୈଠକ ଜିଲ୍ଲା ସଭାପତି ପ୍ରତିଭା ପାଲଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇ ସମଗ୍ର ଆଇସିଡିଏସ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେଉଁ ମହିଳା ସ୍ଵୟଂ ସହାୟକ
Read More...

ବୃକ୍ଷ ରୋପଣ କରି ଅନ୍ୟ ରାଜନେତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ପାଣ୍ଡବ ସାହୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବୟସ ବଢି ବଢି ଚାଲିଛି । ଯୁଗ ବି ବଦଳିବାରେ ଲାଗିଛି କିନ୍ତୁ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ରାଜନୀତି । ତେବେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ କଥା । ସେଜଣେ ସମାଜସେବୀ ଓ କିଛି ବର୍ଷ ପୂର୍ବରୁ ବିଜେପିରେ ସାମିଲ ହେବା ପରେ ଏବେ
Read More...

ଅବସରପ୍ରାପ୍ତ ପୋଲିସ କର୍ମଚାରୀ ରାହାସ ବିହାରୀ ରାଉତଙ୍କ ପରଲୋକ

ବଲାଙ୍ଗିର,(କେପିଏନ୍‌ଏସ୍‌) : ଗତକାଲି ରାତ୍ର ୧୧.୩୦ା ସମୟରେ ଇନ୍ଦିରାନଗର ସ୍ଥିତ ତାଙ୍କ ବାସଭବନରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ରାହାସ ବିହାରୀ ରାଉତଙ୍କ ପରଲୋକ ହୋଇଯାଇଛି । ୮୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱର୍ଗତ ରାଉତ ଥିଲେ ଜଣେ ସୁପରିଚିତ, ମେଳାପୀ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୬୭ : ବଙ୍ଗୋମୁଣ୍ଡା ବ୍ଲକ୍‌ରୁ ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୩, ବଲାଙ୍ଗିର ବ୍ଲକ୍‌ ଖୁଜେନପାଲି ଗ୍ରା.ପ.ରୁ ୧, କୁଡ଼ାସିଂଗା ଗ୍ରା.ପ.ରୁ ୧ ଓ ମାଧିଆପାଲି ଗ୍ରା.ପ.ରୁ ୧ ଜଣ
Read More...

କେନ୍ଦୁପତ୍ର କର୍ମଚାରୀ ସଂଘ ଭୁବନେଶ୍ବରରେ ଜଙ୍ଗଲ ବିଭାଗ ମନ୍ତ୍ରୀ, ଜଙ୍ଗଲ ବିଭାଗ ଶାସନ ସଚିବ ଓ ପିସିସିଏଫଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ମାନଙ୍କ ଭିତରେ ବାଂଟି ହେଉଥିବା ବେଳେ ଓଡିଶା ସରକାର ଲାଭାଂଶ ର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ବାରା କେନ୍ଦୁପତ୍ର ତୋଳାଳୀ
Read More...