ଆଜି ବିହାରରେ ଗଠନ ହେବ ନୂଆ ସରକାର : ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର
ପାଟନା : ଆଜି ବିହାରରେ ଗଠନ ହେବକୁ ଯାଉଛି ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ତେବେ ସୂଚନା ଅନୁସାରେ ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ବୋଲି ସୂଚନାରେ କୁହାଯାଇଛି । ଏହି ଅବସରରେ ରାଜ୍ୟପାଳ!-->…
Read More...
Read More...