Monthly Archives

November 2020

ମାନଚିତ୍ରରେ ଲଦାଖକୁ ଚୀନ୍‌ରେ ଦେଖାଇବାର ଭୁଲ ପାଇଁ ଟ୍ୱିଟର ଲିଖିତ ଆକାରରେ କ୍ଷମା ପ୍ରାର୍ଥନା କରିଛି : ମୀନାକ୍ଷୀ…

ନୂଆଦିଲ୍ଲୀ : ଚୀନ୍ ମାନଚିତ୍ରରେ ଲଦାଖଙ୍କୁ ଦେଖାଇବାର ଭୁଲ ପାଇଁ ସୋସିଆଲ ମିଡିଆ ଟ୍ୱିଟର ସଂସଦୀୟ କମିଟିକୁ ଲିଖିତ ଭାବେ କ୍ଷମା ମାଗିଛି । ଏହି ମାସ ଶେଷ ସୁଦ୍ଧା ସେ ଭୁଲକୁ ସଂଶୋଧନ କରିବ ବୋଲି ସେ ପ୍ରତିଶୃତି ଦେଇଛି । କମିଟିର ଅଧ୍ୟକ୍ଷ ମୀନାକ୍ଷୀ ଲେଖୀ ବୁଧବାର ଦିନ ଏହି ସୂଚନା
Read More...

ଓସାମାର ଅ‌ନ୍ତ ପରେ ଓବାମା ଖୋଲିଲେ ରହସ୍ୟ : ପାକିସ୍ତାନୀ ସେନା ସହିତ ସଂଯୁକ୍ତ ଥିଲା ତାଲିବାନ, ଅଲ୍‌ କାଏଦାର ସଂପର୍କ…

ୱାଶିଂଟନ୍ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ 'ଏକ ପ୍ରତିଜ୍ଞା ଭୂମି' ଆଜିକାଲି କେବଳ ଆମେରିକା ନୁହେଁ ଅନେକ ଦେଶର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି । ଏହି ପୁସ୍ତକର ଗୋଟିଏ ଅଂଶରେ ଓବାମା ଆବୋଟାବାଦରେ ଅଲ କାଏଦା ନେତା ଓସାମା ବିନ୍ ଲାଡେନଙ୍କ ଉପରେ
Read More...

ନିଆଁ ଲାଗିଗଲା ଡାକ୍ତରଖାନାରେ

ସୁରଟ : ଗୁଜୁରାଟର ସୁରଟରେ ଥିବା ଏକ ଡାକ୍ତରଖାନାରେ ପୁଣି ନିଆଁ ଲାଗିଲା ବୋଲି ଖବର ପହଚିଂଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାସ୍ତରିତ କରିଛି ଡାକ୍ତରଖାନା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏହି
Read More...

ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ଆସନ୍ତା ଡିସେମ୍ବର ୧୬ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର : ଲକ୍‌ଡାଉନ ସମୟରେ ରାଜଧାନୀର ବହୁ ଚର୍ଚ୍ଚିତ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମାଲାରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ ପୁଲିସ ଡିଜିପି ଅଭୟ । ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଭର୍ତ୍ସନା କରିଛନ୍ତି କୋର୍ଟ । ତୁରନ୍ତ
Read More...

ଦୁଇ ଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଆଜି ପିପଲମୁଣ୍ଡାରେ ଥିବା କୋଭିଡ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ୨ଟି ଅଚିହ୍ନା ଶବ ସତ୍କାର କରାଯାଇଛି । ଗତ ଦୀପାବଳି ଦିନ ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଠାରେ ଟ୍ରକ ଓ ଟେମ୍ପୁ ମଧ୍ୟରେ ହୋଇଥିବା ମର୍ମଦୁନ୍ତ ସଡକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ : ବଲାଙ୍ଗିର ପୌରାଂଚଳରୁ ୬, ପାଟଣାଗଡ଼ ଏନ୍‌ଏସି.ରୁ ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୬ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୫ ଓ ୨୧ରୁ ଜଣେ ଲେଖାଏଁ ଏବଂ ୱାର୍ଡ ନଂ.୧୮ରୁ ୪ ଜଣ ସଂକ୍ରମଣର
Read More...

ସାମ୍ବାଦିକ କହି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୨ ଗିରଫ୍‌

ସମ୍ବଲପୁର, (ଦାମୋଦର ପଣ୍ଡା) : ସାମ୍ବାଦିକ କହି ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ୨ ଜଣ ଗିରଫ୍‌ ହୋଇଥିବା ବେଳେ ଏହି ଘଟଣା ଏବେ ସାରା ସହରରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବୁର୍ଲା ପୋଲିସ ଷ୍ଟେସନରେ ସିଆର୍‌ପିସି ୟୁ/ଏସ ୪୧(ଏ) ଧାରାରେ ମାମଲା ରୁଜୁ କରି ବୀରେନ୍ଦ୍ର
Read More...

ଶପଥ ନେଲେ ୨ ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ବିଧାୟକ ଭାବେ ଶପଥ ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ
Read More...

ପୋଲିସ ହାତରେ ଧରାପଡ଼ିଲେ ୪ ଡକାୟତ : ୨ ମୋଟର ସାଇକେଲ ଓ ୪ ମୋବାଇଲ୍‌ ଫୋନ୍‌ ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଇଁନ୍ତଲା ପୋଲିସ ଦ୍ୱାରା ୪ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ୨ଟି ମୋଟର ସାଇକେଲ ଓ ୪ଟି ମୋବାଇଲ୍‌ ଫୋନ୍‌ ଜବତ୍‌ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ୍‌ ଡକାୟତମାନେ ହେଲେ ସ୍ଥାନୀୟ
Read More...

କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ହ୍ରାସ ପାଉଛି : ତା’ ସହିତ ୯ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ କରୋନା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ନିମ୍ନଗାମୀ ହେବାରେ ଲାଗିଛି । ତା’ ସହିତ ୯ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟରେ ସମୁଦାୟ ୮୮୧୮ ଜଣ ମାତ୍ର ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସାଧୀନ ରହିଥିବା
Read More...