Monthly Archives

November 2020

ଶ୍ୱଶୁର ଜ୍ୱାଇଁଙ୍କ ଭିତରେ ଛୁରା ମରାମରି : ଆହତ ଅବସ୍ଥାରେ ଦୁହେଁ ମେଡିକାଲରେ ଏଡ଼୍‌ମିଟ୍‌

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଏକ ଅଜବ୍‌ ଘଟଣା ଦେଖିବାକୁ ମିଳିଛି । ଶ୍ୱଶୁର ଜ୍ୱାଇଁ‌ଙ୍କ ଭିତରେ ଛୁରା ମରାମରି ହୋଇ ଏବେ ଆହତ ଅବସ୍ଥାରେ ଦୁହେଁ ମେଡିକାଲରେ ଏଡ଼୍‌ମିଟ୍‌ ଥିବା ଜଣାପଡ଼ିଛି । ଭୁବନେଶ୍ୱର ଷ୍ଟେସନ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା। ପାରିବାରିକ କଳହରୁ ଛୁରା ମରାମରି ଯାଏଁ
Read More...

ଜାଳିଦେଲେ ତହସିଲ ଅଫିସ : ଜଳିଗଲା କାଗଜପତ୍ର ସହ ଆସବାବପତ୍ର

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ସମସ୍ତ କାଗଜପତ୍ର ସହ ଆସବାବପତ୍ର ପୋଡ଼ି ଯାଇଥିବା ଖବର ମିଳିଛି । ତେବେ ନିଆଁ ଲଗାଇଥିବା ଅଭିଯୋଗରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଥିବା କୁହାଯାଇଛି ।
Read More...

ପୁଣି ଖୋଲିବ ବ୍ରହ୍ମପୁର କୋଭିଡ୍‌ ହସ୍ପିଟାଲ୍‌ : କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା

ବ୍ରହ୍ମପୁର : ସହରର ଉପକଣ୍ଠରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ୍‌ ପୁଣି ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେବେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା ରହିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ନୂତନ
Read More...

ଚିକି‌ତ୍ସା ପାଇଁ ଯାଇଥିଲେ, ପ୍ରେମରେ ପଡ଼ି ବିବାହ ବନ୍ଧନରେ ବା‌ନ୍ଧି ହେଇଗଲେ ପ୍ରଭୁ ଦେବା

ମୁମ୍ବାଇ : ଭାରତର ପ୍ରସି‌ଦ୍ଧ କୋରିଓଗ୍ରାଫର ପ୍ରଭୁ ଦେବା ଗୁପ୍ତ ଭାବେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ସେ ତାଙ୍କ ଭାଣେଜୀଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ଅସଲ୍‌ରେ ବିହାରର ଜଣେ ଫିଜିଓଥେରାପିଷ୍ଟକୁ ଗତ ସେପ୍ଟେମ୍ବର
Read More...

ଓଡ଼ିଶାରେ ଆଜି ୭୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଆଜି ୭୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

କଥାଟିଏ : ସମୟର ସ୍ଲୋଗାନ୍‌

ଶଙ୍କର ସାହୁ …. ମଦନା ତୁ ତାକୁ ସେଠାରେ ରଖି ଦେ' ।ଟେବୁଲକୁ ଦେଖାଇ କହିଲେ ଗାଁର ଗୋପାଳ ଗଉଁତିଆ ।…. ହଁ ହଜୁର !ଜୁହାର କଲା ମଦନା ଓ ଗାଁରୁ ଆଣିଥିବା ଦେଶୀ କୁକୁଡ଼ା ମାଂସ ବେଗକୁ ଟେବୁଲ୍ ଉପରେ ରଖିଦେଲା ‌। ଗଉଁତିଆ ତାଙ୍କ ଚାକରକୁ ଆଦେଶ ଦେଲେ ଓ କହିଲେ ସେହି ମାଂସକୁ ରୋଷେଇ ଘରକୁ ନେଇ
Read More...

ନିରୀହ ଚାଷୀଙ୍କ ହାତରେ ନୋଟିସ୍ : ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଗରିବଙ୍କ ନାଁରେ ଏବେ ଜିଏସଟି ଆକାଉଣ୍ଟ ଖୋଲି ରାଜ୍ୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁର ନବୀନ ବାଘଙ୍କ ନାମରେ ୧୦ କୋଟି ଟଙ୍କାର ଜିଏସଟି ଠକେଇ
Read More...

ସୁପ୍ରିମକୋର୍ଟ କହିଛନ୍ତି, ଯେକୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ : ରାଜ୍ୟ ସରକାରଙ୍କ ଅନୁମତି ବିନା ସିବିଆଇ କୌଣସି ରାଜ୍ୟରେ ତଦନ୍ତ ଆରମ୍ଭ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ବିନା କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ମଞ୍ଜୁର କରି ପାରିବେନାହିଁ । ଉତ୍ତରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ
Read More...

ପାକିସ୍ତାନୀଙ୍କ ‌ଦ୍ୱାରା ଗୁଜବ ପ୍ରଚାର : ସୀମା ସଂଘର୍ଷରେ ୨୮ ଭାରତୀୟ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପାକିସ୍ତାନୀଙ୍କ ‌ଦ୍ୱାରା ଦାବୀ କରାଯାଉଛି ଯେ, ଭାରତ-ପାକ୍ ସୀମାରେ ହୋଇଥିବା ସଂଘର୍ଷରେ ୨୮ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି । ଦାବୀ ସହିତ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଦାବୀ କରୁଥିବା ଅଧିକାଂଶ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପାକିସ୍ତାନରୁ
Read More...

ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ଭାରତର ଭୁଲ ନକ୍‌ସା ଥିବା ବ୍ୟାଙ୍କ ନୋଟ୍ ପ୍ରତ୍ୟାହାର କରିନେଇଛି

ନୂଆଦିଲ୍ଲୀ : ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ରିୟାଦଙ୍କ ନୋଟରେ ମୁଦ୍ରିତ ଭାରତର ଭୁଲ ମାନଚିତ୍ର ପ୍ରତ୍ୟାହାର କରିନେଇଛି । ବାସ୍ତବରେ, ୨୦ ଟି ରିୟାଲ୍ ବ୍ୟାଙ୍କ ନୋଟରେ ଭାରତର ଏକ ଭୁଲ ମାନଚିତ୍ର ମୁଦ୍ରିତ ହୋଇଥିଲା, ଯେଉଁଥିରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ପୃଥକ ଭାବରେ
Read More...