Monthly Archives

November 2020

ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ପଦନ୍ନୋତି ପାଇଥିବା ଲୋକନାଥ ସୁନାଙ୍କୁ ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା ସଭାରେ ବାସୁଦେବ ମୁଗ୍ରୀ
Read More...

ବରଗଡ଼-ଭେଡେନ ବିଜୁ ଏକ୍ସପ୍ରେସ ୱେ କାମ ଶେଷ ହେବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରୁ ଭେଡେନ ବିଜୁ ଏକ୍ସପ୍ରେସ ୱେର ରାସ୍ତା କାମ ଦୀର୍ଘ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି ! ବିଶେଷ କରି ବରଗଡ଼ ଘରୋଇ ବସଷ୍ଟାଣ୍ଡରୁ ଖଣ୍ଡ ହତା କେନାଲ ବ୍ରିଜ ପର୍ୟ୍ୟନ୍ତ ପ୍ରାୟ ୧୦ କିମି ରାସ୍ତାର ନିର୍ମାଣ କାର୍ୟ୍ୟ
Read More...

ବଲାଙ୍ଗିର ଜିଲ୍ଲାପାଳ ଟିଟିଲାଗଡ ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଆଜି ଟିଟିଲାଗଡ ଗସ୍ତରେ ଆସିଥିଲେ । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସହ ସହରର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟଗୁଡ଼ିକର ତଦାରଖ କରିଥିଲେ । ସେ ସିଟି ସ୍କୁଲ ଖେଳ ପଡିଆର ପ୍ରଶସ୍ତିକରଣ ସହ ତା'ର ଉନ୍ନତିମୂଳକ
Read More...

କଣ୍ଟାମାଳ ହାଟପଦା ଛକରୁ ଡିକି ଖୋଲି ୫୦ ହଜାର ଟଙ୍କା ଲୁଟ୍

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଅଞ୍ଚଳରେ ଚୋରୀ, ଲୁଟପାଟ ଏବଂ ଅସାମାଜିକ କାର୍ୟ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ପୋଲିସ ବିଭାଗର ଦାୟିତ୍ବ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ କମିବାରେ ଲାଗିଛି । ଆଜି ଦିନ ୧୨ଟା ସମୟରେ କଣ୍ଟାମାଳ ହାଟପଦା ଛକ ରାସ୍ତାରେ ଗାଡିର ଡିକି ଖୋଲି
Read More...

ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଘଟଣା : ଗୋଟିଏ ଜୁଇରେ ଜଳିଲା ପିଉସୀ-ଝିଆରୀଙ୍କ ପାର୍ଥିବ ଶରୀର

କଳାହାଣ୍ଡି, (ପି.କେ.ସାହୁ) : ପୋଖରୀକୁ ଗାଧୋଇବାକୁ ଆସି ପାଣିରେ ବୁଡି ଯାଇ ଅକାଳରେ ସ୍ୱର୍ଗପଥର ଯାତ୍ରୀ ହୋଇଥିବା ଦୁଇ ପିଉସୀ-ଝିଆରୀଙ୍କ ପାର୍ଥିବ ଶରୀର ଶବ ବ୍ୟବଚ୍ଛେଦ ପରେ ଗାଁକୁ ଆଣିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି ଠାରୁ ଦୁଇ ଝିଅକୁ ହରାଇ ବାହୁନି
Read More...

କଳାହାଣ୍ଡିର ଯୁବ ଓ ଛାତ୍ର ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

କଳାହାଣ୍ଡି, (ପି.କେ.ସାହୁ) : ବିଜୁ ଯୁବ ଓ ଛାତ୍ର ଜନତା ଦଳକୁ ତୃଣମୂଳ ସ୍ତରରେ ଆହୁରି ସଂଗଠିତ ଓ ମଜବୁତ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଜିଲ୍ଲା ପର୍ୟ୍ୟବେକ୍ଷକଙ୍କ ନାମ ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ ଓ ରାଜ୍ୟ
Read More...

ଧାନବିକ୍ରି ପ୍ରକ୍ରିୟା ଆରମ୍ଭରୁ ଚାଷୀ ମେଳି

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ଆଜି ବେଲପଡ଼ା ବ୍ଲକ ମଧ୍ୟପୁର ପଞ୍ଚାୟତ ଅନ୍ତର୍ଗତ କେନକେବା ନିକଟସ୍ଥ ଶିବ ମନ୍ଦିର ଠାରେ ଜୟ କିଶାନ ଆନ୍ଦୋଲନ ବଲାଙ୍ଗିରର ଆହ୍ୱାନ କ୍ରମେ ଏକ ବିରାଟ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଅଧ୍ୟକ୍ଷ
Read More...

ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଭାଙ୍ଗିଲା ଦୁର୍ବୃତ୍ତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗ ଏବଂ ଘଣ୍ଟାପଡ଼ା ସେବା ସମବାୟ ସମିତି ତରଫରୁ ନିର୍ମାଣଧୀନ ଗୋଷ୍ଠୀ ଶୌଚାଳୟକୁ ଗତ ରାତିରେ କେଉଁ ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାଯାଇଛି । ଏହା ଜଳ ଓ ପରିମଳ ବିଭାଗ ତରଫରୁ ୨ ଲକ୍ଷ ୧୦ ହଜାର ଓ ସମବାୟ ସମିତି ତରଫରୁ ୯୦ ହଜାର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୨୯ ଜଣ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୯ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ରିନବଚନ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଝାଙ୍କରପାଲି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଗନ୍ଧର୍ଲା ଗ୍ରା.ପ.ରୁ ୧, ସିନ୍ଧେକେଲା
Read More...

କବି ଆନଂଦ ଚଂଦ୍ର ସାହୁଙ୍କ ସପ୍ତମ କବିତା ପୁସ୍ତକ ‘ଗଦା ଗଦା ଜୀବନ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କବି ଆନଂଦ ଚଂଦ୍ର ସାହୁଙ୍କ ସପ୍ତମ କବିତା ପୁସ୍ତକ ‘ଗଦା ଗଦା ଜୀବନ’ ଉନ୍ମୋଚିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉନ୍ମୋଚନ ସଭାକୁ ନିରାଡ଼ମ୍ବର ଭାବେ ଆୟୋଜନ କରାଯାଇଥିବା ବେଳେ କୋଶଳ ପ୍ରବାହ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...