ପଞ୍ଜାବରେ ରେଳ ସେବା ଆଜି ଠୁ ପୁଣି ଆରମ୍ଭ : ପୀୟୁଷ ଗୋୟଲ
ନୂଆଦିଲ୍ଲୀ : ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର କହିଛନ୍ତି ଯେ କୃଷକ ସଂଗଠନ ପାଇଁ ଆନ୍ଦୋଳନ ଶେଷ ହେବା ପରେ ଭାରତୀୟ ରେଳ ପଞ୍ଜାବରେ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯାଉଛି । ଶ୍ରୀ ଗୋୟଲ ଟ୍ୱିଟ କରି କହିଛନ୍ତି ଯେ, ପଞ୍ଜାବର ରେଳ ଟ୍ରାକ୍ ଏବଂ ଷ୍ଟେସନରେ କୃଷକ ଆନ୍ଦୋଳନକୁ ନଭେମ୍ବର ୨୩ ରୁ!-->…
Read More...
Read More...