Monthly Archives

November 2020

ଶେଷରେ ଚାଲିଗଲେ ଅଭିନେତା ଆଶିଷ ରୟ

ମୁମ୍ବାଇ : ଟିଭି ଅଭିନେତା ଆଶିଷ ରୟଙ୍କ ଦେହାନ୍‌ନ୍ତ ହୋଇଛି । ବହୁ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ । ୫୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ତାଙ୍‌ଙ୍କ ଆର୍ଥିକ ଅବସ୍ଥା ବି ଭଲ ନଥିଲା । ତାଙ୍କ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । କିଡ଼ନୀ ରୋଗରେ ପୀଡ଼ିତ
Read More...

ପ୍ରେମିକ ସହ ୭ ବର୍ଷର ଝିଅକୁ ଧରି ମହିଳା ଚମ୍ପଟ

ବ୍ରହ୍ମଗିରି : ପ୍ରେମିକ ସହ ୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଜରେ ମହିଳା ଚମ୍ପଟ ମାରିଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚଚ୍‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଜଣେ ବ୍ୟକ୍ତି ପୁରୀରେ ରହି ପାଇପ୍‌ ମିସ୍ତ୍ରୀ କାମ କରନ୍ତି । ଗାଁରେ ତାଙ୍କ ପତ୍ନୀ ଓ ୭ ବର୍ଷର ଝିଅ ରହୁଥିଲେ ।
Read More...

ସଂଗୀନ ଅଭିଯୋଗ : ୧୦ ହଜାର ଟଙ୍କା ଲେଖାଏଁ ନ ଦେବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଗରିବ ଦଳିତ ପରିବାରର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୦ ମସିହା ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ବର୍ଷ ତଳେ ଘୋଷଣା କରିବା ସହ ଦେଶର ପ୍ରତ୍ୟେକ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର
Read More...

ନବ ନିର୍ବାଚିତ ଜୋ ବାଇଡେନ୍‌ ନୂଆ କ୍ୟାବିନେଟ୍‌ ଘୋଷଣା କଲେ

ୱାଶିଂଟନ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ୟ୍ୟଭାର ଗ୍ରହଣ କରିବେ । ଏବେଠାରୁ ସେ କ୍ୟାବିନେଟର ରୂପରେଖ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।
Read More...

ଭାଟିପଡାରେ ଦେଖିବାକୁ ମିଳିଛି ବିଦ୍ୟୁତ୍ ବିଭାଗର ଅବହେଳା

ଟିଟିଲାଗଡ, (ଗୌରବ ଦର୍ଜୀ) : ସ୍ୱାଧୀନତା ର ୭୪ ବର୍ଷ ପରେ ବି ସହର ପାଖରେ ଥାଇ ମଧ୍ୟ କିଛିଟା ଗାଁକୁ ସରକାରଙ୍କ ଦୃଷ୍ଟି ପଡୁନାହିଁ । ନା ରାସ୍ତା ମରାମତି ନା ଗାଁକୁ ପାନୀୟ ଜଳ ସୁବିଧା ନା ବିଦ୍ୟୁତ୍ ବିତରଣରେ ନିୟମିତତା । ଖାଲି ଅବହେଳାରେ ଚାଲିଛି ସରକାର ଯେମିତି। ଏହିପରି ଏକ ଗାଁ
Read More...

ହାଇକୋର୍ଟଙ୍କ ବଡ଼ ବୟାନ ଭିନ୍ନ ଧର୍ମରେ ବାହାଘରକୁ ନେଇ

ଲକ୍ଷ୍ନୌ : ଭିନ୍ନ ଧର୍ମରେ ହେଉଥିବା ବାହାଘରକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ଏ ସଂକ୍ରାନ୍‌ନ୍ତରେ ଏକ ବଡ଼ ବୟାନ ଦେଇଛନ୍ତି । ଏଥିସହ ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ପରିବାର ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି
Read More...

ନିଜ ଜାଲରେ ନିଜେ ଫଶିଲା ଗ୍ଲୋବାଲ ଟାଇମ୍ସ : ଚୀନ୍ ମାନିଲା, ଭୁଟାନ ମାଟିରେ ଏକ ନୂତନ ଗ୍ରାମ ସ୍ଥାପନ କରିଛି

ବେଜିଂ : ଚୀନ୍‌ର ଅଫିସିଆଲ୍ ସାଇରନ୍ ଗ୍ଲୋବାଲ୍ ଟାଇମ୍ସ ନିଜ ଜାଲରେ ନିଜେ ଫଶିଛି । ହଠାତ୍ ଅନୁମାନ କରିଛି ଯେ, ଚୀନ୍ ଭୁଟାନର ଜମି ଦଖଲ କରି ପାଙ୍ଗଡା ଗ୍ରାମ ସ୍ଥାପନ କରିଛି । ସୋମବାର ଦିନ ଗ୍ଲୋବାଲ ଟାଇମ୍ସ ଦାବୀ କରିଛି ଯେ, ଭୁଟାନ ସୀମା ନିକଟରେ ଅବସ୍ଥିତ ପାଙ୍ଗଡା ଗ୍ରାମ ଚୀନ୍ ସୀମା
Read More...

ଆମେରିକାର ଘାତକ ଯୁଦ୍ଧ ବିମାନ F-35 ପକାଇଲା ପରମାଣୁ ବୋମା

ୱାଶିଂଟନ୍ : ଚୀନ୍ ଏବଂ ରୁଷ୍‌ ସହ ମୁହାଁମୁହିଁ ସମୟରେ ଆମେରିକା ପ୍ରଥମ ଥର ପାଇଁ ନେଭାଡା ମରୁଭୂମିରେ ମାରାତ୍ମକ ଯୁଦ୍ଧବିମାନ F-35 ‌ଦ୍ୱାରା ପରମାଣୁ ବୋମା ପକାଇବା ପରୀକ୍ଷା କରିଛି । ଏହି ପରୀକ୍ଷଣ ସମୟରେ, F-35 ପରମାଣୁ ବୋମା B61-12 ପକାଇଛି । ଏହି ପରମାଣୁ ବୋମା ସୁପ୍ତ ଅବସ୍ଥାରେ
Read More...

ବିଧାନସଭା ସାମ୍‌ନାରେ ନିରାଶ ଦମ୍ପତିଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର : ବିଧାନସଭା ସାମ୍‌ନାରେ ନୟାଗଡ଼ର ଏକ ନିରାଶ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ନିଜ ଦେହରେ ଡିଜେଲ୍ ଢ଼ାଳି ଏହି ଦମ୍ପତି ଆତ୍ମାହୂତି ଉଦ୍ୟମ କରିଛନ୍ତି । କିନ୍ତୁ ଠିକ୍‌ ସମୟରେ ପୁଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ,
Read More...

ବାତ୍ୟା ‘ନିଭାର’ ମାଡ଼ି ଆସୁଛି : ଆସନ୍ତା ୨୫ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା ‘ନିଭାର’ ମାଡ଼ି ଆସୁଛି । ଆସନ୍ତା ୨୫ରୁ ପ୍ରବଳ ବର୍ଷିବ । ବିଭନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସର୍ତକ ରହିପା ପାଇଁ ସୂଚନା ଦେଲା ଏସ୍‌ଆରସି । ଭାରତ ମହାସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା
Read More...