Monthly Archives

November 2020

ସ୍କୁଲ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଛାତ୍ର କଂଗ୍ରେସର ବିକ୍ଷୋଭ : ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ କୁଶ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ୩୭୫ଟି ସ୍କୁଲରେ କମ୍‌ ଛାତ୍ରଥିବା ଦର୍ଶାଇ ରାଜ୍ୟ ସରକାର ଉକ୍ତ ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାର ବିରୁଦ୍ଧରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ
Read More...

ମୁକୁଳା ପଡ଼ିରହିଛି ଟ୍ରାନ୍‌ସ୍‌ଫର୍‌ମର୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : ମୁକୁଳା ପଡ଼ିରହିଛି ଟ୍ରାନ୍‌ସ୍‌ଫର୍‌ମର୍‌ । ପାଟଣାଗଡ଼ ବ୍ଲକ୍ ଫଟମୁଣ୍ଡା ପଞ୍ଚାୟତ ଫଟାମୁଣ୍ଡା ଗାଁର ପ୍ରାଥମିକ ବିଦ୍ୟାଳୟ ବାଡ଼କୁ ଲାଗି ରହିଛି ଦୁଇଟି୧୦୦ କେଭି ଟ୍ରାନ୍‌ସ୍‌ଫର୍‌ମର୍‌ । ଅଥଚ ଏଥିପ୍ରତି କାହାର ନଜର ନଥିବା ଜଣାପଡ଼ିଛି । ଗାଁ ଲୋକ‌ଙ୍କ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପିପୁଲ୍‌ସ୍‌ ପ୍ଲାନ୍‌ ଅଭିଯାନ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯକ୍ଷ୍ମା ରୋଗୀ ଚିହ୍ନଟିକରଣକୁ ବୃଦ୍ଧି ଉଦ୍ଦେଶ୍ୟରେ ଯକ୍ଷ୍ମା ଏବଂ କୋଭିଡ୍‌-୧୯ କ୍ୟାମ୍ପେନ୍‌ ‘ପିପୁଲ୍‌ସ୍‌ ପ୍ଲାନ୍‌ ଅଭିଯାନ’ ଆରମ୍ଭ କରାଯାଇଛି । ପ୍ରଦତ୍ତ ଚିତ୍ରରେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି
Read More...

ଏଣିକି ଅଯୋଧ୍ୟା ଏୟାର୍‌ ପୋର୍ଟର ନାମ ହେବ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଅଯୋଧ୍ୟାରେ ଥିବା ଏୟାର୍‌ ପୋର୍ଟର ନାଁକୁ ବଦଳାଇବାକୁ ଯୋଗୀ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏଠାରେ ଥିବା ଏୟାର୍‌ ପୋର୍ଟର ନାଁ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ ବୋଲି
Read More...

କରୋନାରେ ଆଜି ପୁଣି ୧୬ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯଦିବି ରାଜ୍ୟରେ କରୋନା ସଂକ୍ରମଣ କମିଛି, ତଥାପି ପ୍ରତ୍ୟହ ମୃତ୍ୟୁ ସଂଖ୍ୟା କମୁ ନଥିବାର ଲକ୍ଷ୍ୟ କରାଯାଇଛି । ଆଜି ପୁଣି ୧୬ ଜଣଙ୍କ ପ୍ରାଣ ନେଇଛି କରୋନା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ
Read More...

ଓଡ଼ିଶାରେ ଆଜି ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସମୁଦାୟ ୩୧୬୦୦୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୭୩୭୪ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୬୮୮୭ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିବା ଗିରୀଶ ଚନ୍ଦ୍ର ପାତ୍ରଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା କୁହାଯାଉଛି। ଏନେଇ ଯନ୍ତ୍ରୀ ରହୁଥିବା
Read More...

ଲାଲୁ ପ୍ରସାଦ ଏନଡିଏ ବିଧାୟକଙ୍କୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି : ସୁଶୀଲ ମୋଦୀ

ପାଟନା : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଙ୍ଗଳବାର ଦିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କୁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ବିଧାୟକଙ୍କୁ ଜେଲରୁ ଫୋନ୍‌ ମାଧ୍ୟମରେ ମନ୍ତ୍ରୀ ପଦର ଲୋଭ
Read More...

ଆଜିଠୁ ପଞ୍ଚୁକ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଏକାଦଶୀରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ଅନ୍ୟ ବର୍ଷ ଭଳି ଯଦି ବି ପଞ୍ଚୁକ ପାଳନରେ ଭିଡ଼ ଦେଖାଯାଉନାହିିଁ, ତଥାପି ନୀତିକା‌ନ୍ତି ଅନୁସାରେ ପାଳନକୁ କରୁଛନ୍ତି ଶ୍ର‌ଦ୍ଧାଳୁମାନେ । କରୋନା ସଙ୍କଟ ଯୋଗୁ ଚଳିତ ବର୍ଷ ମ‌ନ୍ଦିରରେ ଶ୍ରଦ୍ଧାଳୁଙ୍କ
Read More...

ଆଚମ୍ବିତ କଲା ଭଳି ଘଟଣା : ୫ ବର୍ଷ ଧରି ମାଟି ଖାଇ ବଞ୍ଚିଛି ନାବାଳିକା

ମାଲକାନଗିରି : ଆଚମ୍ବିତ କଲା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ମାଟି ଖାଇ ଜଣେ ନାବାଳିକା ବଂଚି ରହିଥିବା ଜଣାପଡ଼ିଛି । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ଘଟଣାଟି ସତ । ଗତ ୫ ବର୍ଷ ଧରି ନାବାଳିକା ଜଣକ ମାଟି ଖାଇ ହିିଁ ବଂଚି ରହିଛି । ସୂଚନା ଅନୁସାରେ ମାଲକାନଗିରି ସଦର ମହକୁମା
Read More...