Monthly Archives

November 2020

ନିଆଁଖୁଣ୍ଟାର ସମ୍ପାଦକ କବି ଗୋଦାବରୀଶ ମହାପାତ୍ରଙ୍କ ୫୫ତମ ଶ୍ରାଦ୍ଧଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିଆଁଖୁଣ୍ଟାର ସମ୍ପାଦକ ତଥା କବି ଗୋଦାବରୀଶ ମହାପାତ୍ର ଜଣେ ମାନବବାଦୀ କବି ଭାବେ ଓଡ଼ିଆ ସାହିତ୍ୟ ଜଗତରେ ସ୍ମରଣୀୟ ହୋଇ ରହିଛନ୍ତି । ତାଙ୍କରି କଲମ ସବୁବେଳେ ସାଧାରଣ ମଣିଷର ବ୍ୟଥା ଓ କଥା କହିବା ପାଇଁ ଚଳଚଂଚଳ ଥିଲା ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ
Read More...

୨୨ଦଫା ଦାବୀ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ଡାକରା : କଂଟାବାଂଜିରେ ଦୁଇ ଚକିଆ ଯାନ ଚଳାଚଳ, ଡେଲି ମାର୍କେଟ…

କଂଟାବାଂଜି, (ମନିଶ କୁମାର ହଂସ) : ମୋଦୀ ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନ କ୍ରମେ କଂଟାବାଂଜି ସହରରେ ମଧ୍ୟ ଗୁରୁବାର ଦିନ ବନ୍ଦ ପାଳିତ ହୋଇଛି । ସକାଳ ସାଢେ ୬ଟାରୁ ସ୍ଥାନୀୟ ଇଂଦିରା ଛକ ନିକଟରେ ଟାୟର ଜାଳି
Read More...

ପଦ୍ମପୁର-ଗାଇସିଲେଟ ପୂର୍ତ୍ତବିଭାଗ ସେତୁରେ ବାଡ ନିର୍ମାଣ ନିମନ୍ତେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁରରୁ ଗାଇସିଲେଟ ଯିବା ରାସ୍ତାରେ ଥିବା ସେତୁରେ ବାଡ ନିର୍ମାଣ ନିମନ୍ତେ ଦାବୀ କରାଯାଇଛି । ସୂଚନା ଅନୁସାରେ ଏହି ରାସ୍ତାରେ ଥିବା ସେତୁ ଉପରେ ବାଡା ଅଛି, ହେଲେ ଛୋଟ ବାଡା ରହିଛି; ଯାହାକି ସୁରକ୍ଷିତ ନୁହେଁ ବୋଲି କୁହାଯାଇଛି ।
Read More...

ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ଟଳି ପଡିଲା ମାଓ କମାଣ୍ଡର ସନ୍ତୋଷ

ମାଲକାନଗିରି : ସବୁବେଳେ ଚର୍ଚ୍ଚାରେ ରହେ ମାଲକାନଗିରି ଜିଲ୍ଲା । ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଲାଗି ରହିଥିବା ବେଳେ ଛତିଶଗଡ ସୀମାନ୍ତରେ ପୁଣି ପୁଲିସ ଓ ମାଓବାଦୀ ମଧ୍ୟରେ ଜୋରଦାର ଚାଲିଥିଲା ଗୁଳି ବିନିମୟ । ଶେଷରେ ପୁଲିସ୍‌ ଗୁଳିରେ ମାଓ କମାଣ୍ଡର ସନ୍ତୋଷ ପୋଡିଆମୀ ଟଳି
Read More...

ସାଉଦି ଆରବ ନେତୃତ୍ୱାଧୀନ ଓଆଇସିରେ ପାକିସ୍ତାନକୁ ଝଟ୍‌କା : କାଶ୍ମୀର ଉପରେ କୌଣସି ଚ‌ର୍ଚ୍ଚା ନାହିଁ

ଇସଲାମାବାଦ : ଅନ୍ତର୍ଜାତୀୟ ସ୍ତରରେ ପୁଣିଥରେ ଭାରତ ବିରୋଧରେ ବାତାବରଣ ସୃଷ୍ଟି କରିବାକୁ ପାକିସ୍ତାନ ଚେଷ୍ଟା କରୁଛି । ଇସଲାମିକ ସହଯୋଗ ସଂଗଠନ (ଓଆଇସି)ର ବୈଦେଶିକ ମନ୍ତ୍ରୀ ବୈଠକର ଏଜେଣ୍ଡାରେ କାଶ୍ମୀର ପ୍ରସଙ୍ଗ ନାହିଁ । ଏହା ସହିତ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ
Read More...

ଆଜି ୧୭ ଜଣଙ୍କ ଜୀବନ ନେଲା କରୋନା

ଭୁବାନେଶ୍ୱର, (କେପିଏନ୍‌ଏସ୍‌) : ଆଜି କରୋନା ସଂକ୍ରମଣରେ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଏବଂ ପୁରୀ ଜିଲ୍ଲାରୁ ୪ ଜଣ, ଭୁବନେଶ୍ୱରରୁ ୩ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ ଓ
Read More...

ଓଡ଼ିଶାରେ ଆଜି ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସମୁଦାୟ ୩୧୬୬୪୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୮୧୦୨ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୬୭୮୬ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ
Read More...

ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମରେ ଆଜି ସକାଳୁ ଭରତବାହାଲ ଗ୍ରାମରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ତମିଆଁ ଗ୍ରାମର ଔଷଧ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଘଟଣା ଅନୁଯାୟୀ ଆଜି ସକାଳୁ ଶ୍ରୀ ପ୍ରଧାନ ନିକଟସ୍ଥ ନଦୀରୁ
Read More...

ମାରାଡୋନା‌ଙ୍କ ନିଧନରେ ଆର୍ଜେଣ୍ଟିନାରେ ତିନି ଦିନିଆ ଶୋକ

ଆର୍ଜେଣ୍ଟିନା : ଡିଏଗୋ ମାରାଡୋନାଙ୍କ ମୃତ୍ୟୁ ପରେ ଆର୍ଜେଣ୍ଟିନାରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଛି । ୬୦ ବର୍ଷ ବୟସରେ ଅସୁସ୍ଥତା ପରେ ବୁଧବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାରାଡୋନଙ୍କ ମୃତଦେହ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କାସା ରୋଜାରାକୁ ଅଣାଯାଇଛି । ଏଠାରେ
Read More...

ଲଦାଖରୁ ଦକ୍ଷିଣ ଚୀନ୍ ସାଗର ଯାଏଁ ଉତ୍ତେଜନା : ସି ଜିନ୍‌ପିଙ୍ଗଙ୍କ ଚୀନ୍‌ ସେନାକୁ ନିର୍ଦ୍ଦେଶ, ‘ଯୁଦ୍ଧରେ…

ବେଜିଂ : ଭାରତ ସହିତ ପୂର୍ବ ଲଦାଖ ସୀମାରେ ଥିବା ବିଭିନ୍ନଅଂଚଳରୁ ଦକ୍ଷିଣ ଚୀନ୍ ସାଗର ପର୍ୟ୍ୟନ୍ତ ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଅଧିକରୁ ଅଧିକ ତାଙ୍କ ସୈନ୍ୟଙ୍‌ଙ୍କୁ ଲଢ଼ୁଆ କରିବାକୁ ଯାଉଛନ୍ତି । ଜିନ୍‌ପିଙ୍ଗ ବୁଧବାର ସଶସ୍ତ୍ର ବାହିନୀକୁ ପ୍ରକୃତ
Read More...