ରୁଗୁଡିଖାଲ ମାନସ ବିହାର ଠାରେ ପୁସ୍ତକ ଉନ୍ମୋଚନ ଓ କବିତା ଆସର କାର୍ଯ୍ୟକ୍ରମ
ଲୋଇସିଂହା, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ରୁଗୁଡିଖାଲ ସ୍ଥିତ ମାନସ ବିହାର ଠାରେ କୋଶଲୀ ସାହିତ୍ୟ ଅନୁଷ୍ଠାନ "ଆଦ୍ୟାଶା" ତରଫରୁ ପୁସ୍ତକ ଉନ୍ମୋଚନ ଓ କବିତା ଆସର କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ନଅଗାଁ(ଖ) ଗ୍ରାମର ଗୌନ୍ତିଆ ସ୍ବର୍ଗତ ବାଲମକୁନ୍ଦ ସାହୁଙ୍କ ସ୍ମୃତିରେ ତାଙ୍କ ପୁଅ!-->…
Read More...
Read More...