୭ ହଜାର ତଳେ ଏକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଓଡ଼ିଶାରେ ଆଜି ୬୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, (କେପିଏନ୍ଏସ୍) : ୭ ହଜାର ତଳକୁ ଖସିଛି ଏକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ । ଆଶ୍ୱସ୍ତିର ବିଷୟ ଯେ, ରାଜ୍ୟରେ ସମୁଦାୟ ୩୧୫୨୭୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୬୭୨୬ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ମାତ୍ର ୬୮୨୧ ଜଣ ଏକ୍ଟିଭ୍!-->…
Read More...
Read More...