Daily Archives

ଗାଧୋଇବା ବେଳେ ଅଘଟଣ : ପୋଖରୀରେ ବୁଡ଼ିଗଲେ ବୃଦ୍ଧା

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : ଗାଧୋଇବା ବେଳେ ଅଘଟଣ ଘଟିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପଙ୍ଗନିଆ ଗ୍ରାମର ଜଣେ ବୃଦ୍ଧା ଗାଧୋଇବା ବେଳେ ପାଣିରେ ବୁଡି ପ୍ରାହଣ ହରାଇଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ପଙ୍ଗନିଆ ଗ୍ରାମର ଚନ୍ଦ୍ରମଣି ବେନିଆଁଙ୍କ ପତ୍ନୀ ଦୂର ବେନିଆଁ
Read More...

ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ…

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହସମୀକ୍ଷା ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ମୂଲ୍ୟର ୧୪ଟି
Read More...

ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ : ଧର୍ମେନ୍ଦ୍ର ପ୍ରଧାନ

 ‘ସାମାଜିକ ପରିବନ ପାଇଁ ସମ୍ବାଦ’ ଶୀର୍ଷକ ଉପରେ ଆଲୋଚନା ଡା. ମହତାବ ହେଉଛନ୍ତି ଓଡ଼ିଆ ଲୋକଙ୍କ ପରିଚୟ ତାଙ୍କର କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ
Read More...

ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏକ୍ୟୁ ସିରିଜ୍‌ ଉଠାଣ ଆସନ୍ତା ୨୪ରେ

ଭୁବନେଶ୍ୱର : ଓଡ଼ିଶା ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଏକ୍ୟୁ ସିରିଜ୍‌ ଉଠାଣ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ଅପରାହ୍ନ ୨ଟା୩୦ମି.ରେ ଅନୁଷ୍ଠିତ ହେବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବସାଧାରଣଙ୍କ ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ଉଠାଣ
Read More...

ଗୁଜରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ…

● ବିଶ୍ଵବିଦ୍ୟାଳୟ ପାଇଁ ଅନେକ ସୁବିଧା ସୁଯୋଗର ଉନ୍ମୋଚନ● ଦେଶର କାର୍ବନ ଫୁଟପ୍ରିଣ୍ଟ ଶତକଡା ୩୦ ରୁ ୩୫ ହ୍ରାସ କରି ପ୍ରାକୃତିକ ବାଷ୍ପ ବ୍ୟବହାର ୪ଗୁଣ ବୃଦ୍ଧି କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ● ଏକବିଂଶ ଶତାବ୍ଦୀର ଯୁବପିଢି ଉନ୍ମୁକ୍ତ ଚିନ୍ତାଧାରା ସହ ଆଗେଇବାକୁ ଆହ୍ଵାନ ଦେଲେ
Read More...

ସଂସଦ ସଦସ୍ୟମାନଙ୍କ ପାଇଁ ଆସନ୍ତା ୨୩ ତାରିଖ ଦିନ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ଜରିଆରେ ପୂର୍ବାହ୍ନ ୧୧ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା
Read More...

ବିଧବା ଭତ୍ତା ମିଳୁନି ଅସହାୟ ବିଧବା ମହିଳାଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ବିଧବା ଭତ୍ତା ଜଣେ ବିଧବା ମହିଳାଙ୍କୁ ମିଳୁ ନଥିବା ଖବର ଆସିଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରା.ପ.ର ବିର୍ଣ୍ଣା ଗାଁର ଡୁଙ୍ଗୁରିପଡା ଅଧୀନସ୍ଥ ଲୟା ମାଝିଙ୍କ ସ୍ୱାମୀ ହେମନ୍ତ ମାଝି ଗତ ତା୦୯-୧୧-୨୦୧୪ରିଖ ଦିନ ନିଜ ପତ୍ନୀ
Read More...

ସହାୟତା ଅପେକ୍ଷାରେ ଜଲପାଙ୍କେଲ୍ ଗ୍ରାମର ହିରନ ଦାସ

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଜଲପାଙ୍କେଲ ଗାଁରେ ରୁହନ୍ତି ଅସହାୟ ହିରନ ଦାସ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ସମୟରେ କୈାଣସି ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ ଅକାମୀ ହୋଇଯାଇଛି । ତେଣୁ ସେ କୈାଣସି କାମଧନ୍ଦା କରି ପାରନ୍ତି ନାହିଁ । ଅନ୍ୟର ଆଶ୍ରାରେ ଚଳୁଛନ୍ତି । ତାଙ୍କର
Read More...