Daily Archives

ପୁଣି ଖୋଲିବ ବ୍ରହ୍ମପୁର କୋଭିଡ୍‌ ହସ୍ପିଟାଲ୍‌ : କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା

ବ୍ରହ୍ମପୁର : ସହରର ଉପକଣ୍ଠରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ୍‌ ପୁଣି ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେବେ କରୋନା ଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା ରହିଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ନୂତନ
Read More...

ଚିକି‌ତ୍ସା ପାଇଁ ଯାଇଥିଲେ, ପ୍ରେମରେ ପଡ଼ି ବିବାହ ବନ୍ଧନରେ ବା‌ନ୍ଧି ହେଇଗଲେ ପ୍ରଭୁ ଦେବା

ମୁମ୍ବାଇ : ଭାରତର ପ୍ରସି‌ଦ୍ଧ କୋରିଓଗ୍ରାଫର ପ୍ରଭୁ ଦେବା ଗୁପ୍ତ ଭାବେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ ସେ ତାଙ୍କ ଭାଣେଜୀଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା । କିନ୍ତୁ ଅସଲ୍‌ରେ ବିହାରର ଜଣେ ଫିଜିଓଥେରାପିଷ୍ଟକୁ ଗତ ସେପ୍ଟେମ୍ବର
Read More...

ଓଡ଼ିଶାରେ ଆଜି ୭୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଆଜି ୭୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

କଥାଟିଏ : ସମୟର ସ୍ଲୋଗାନ୍‌

ଶଙ୍କର ସାହୁ …. ମଦନା ତୁ ତାକୁ ସେଠାରେ ରଖି ଦେ' ।ଟେବୁଲକୁ ଦେଖାଇ କହିଲେ ଗାଁର ଗୋପାଳ ଗଉଁତିଆ ।…. ହଁ ହଜୁର !ଜୁହାର କଲା ମଦନା ଓ ଗାଁରୁ ଆଣିଥିବା ଦେଶୀ କୁକୁଡ଼ା ମାଂସ ବେଗକୁ ଟେବୁଲ୍ ଉପରେ ରଖିଦେଲା ‌। ଗଉଁତିଆ ତାଙ୍କ ଚାକରକୁ ଆଦେଶ ଦେଲେ ଓ କହିଲେ ସେହି ମାଂସକୁ ରୋଷେଇ ଘରକୁ ନେଇ
Read More...

ନିରୀହ ଚାଷୀଙ୍କ ହାତରେ ନୋଟିସ୍ : ୧୦ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଗରିବଙ୍କ ନାଁରେ ଏବେ ଜିଏସଟି ଆକାଉଣ୍ଟ ଖୋଲି ରାଜ୍ୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାଲେପାଲି ଗାଁର ନବୀନ ବାଘଙ୍କ ନାମରେ ୧୦ କୋଟି ଟଙ୍କାର ଜିଏସଟି ଠକେଇ
Read More...

ସୁପ୍ରିମକୋର୍ଟ କହିଛନ୍ତି, ଯେକୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ : ରାଜ୍ୟ ସରକାରଙ୍କ ଅନୁମତି ବିନା ସିବିଆଇ କୌଣସି ରାଜ୍ୟରେ ତଦନ୍ତ ଆରମ୍ଭ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସଂପୃକ୍ତ ରାଜ୍ୟ ସରକାରଙ୍କ ଅନୁମତି ବିନା କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ମଞ୍ଜୁର କରି ପାରିବେନାହିଁ । ଉତ୍ତରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ
Read More...

ପାକିସ୍ତାନୀଙ୍କ ‌ଦ୍ୱାରା ଗୁଜବ ପ୍ରଚାର : ସୀମା ସଂଘର୍ଷରେ ୨୮ ଭାରତୀୟ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପାକିସ୍ତାନୀଙ୍କ ‌ଦ୍ୱାରା ଦାବୀ କରାଯାଉଛି ଯେ, ଭାରତ-ପାକ୍ ସୀମାରେ ହୋଇଥିବା ସଂଘର୍ଷରେ ୨୮ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି । ଦାବୀ ସହିତ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଦାବୀ କରୁଥିବା ଅଧିକାଂଶ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପାକିସ୍ତାନରୁ
Read More...

ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ଭାରତର ଭୁଲ ନକ୍‌ସା ଥିବା ବ୍ୟାଙ୍କ ନୋଟ୍ ପ୍ରତ୍ୟାହାର କରିନେଇଛି

ନୂଆଦିଲ୍ଲୀ : ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ରିୟାଦଙ୍କ ନୋଟରେ ମୁଦ୍ରିତ ଭାରତର ଭୁଲ ମାନଚିତ୍ର ପ୍ରତ୍ୟାହାର କରିନେଇଛି । ବାସ୍ତବରେ, ୨୦ ଟି ରିୟାଲ୍ ବ୍ୟାଙ୍କ ନୋଟରେ ଭାରତର ଏକ ଭୁଲ ମାନଚିତ୍ର ମୁଦ୍ରିତ ହୋଇଥିଲା, ଯେଉଁଥିରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ପୃଥକ ଭାବରେ
Read More...

ଅଭାବନୀୟ ଘଟଣା : ବିଧବାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର, (କେପିଏନ୍‌ଏସ୍‌) : ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଜଣେ ବିଧବାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଖବର ମିଳିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତ ବସାସାହିରେ ସ୍ୱର୍ଗତ ରାମ ମୁଣ୍ଡାଙ୍କ ସ୍ତ୍ରୀ ପ୍ରମିଳା
Read More...

ବିଧାନସଭା ଶୀତ ଅଧିବେଶନ ଆରମ୍ଭ ଆଜିଠୁ

ଭୁବନେଶ୍ୱର : ଆଜିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । କୋଭିଡ୍‌ କଟକଣା ମଧ୍ୟରେ ଗୃହ ପ୍ରତ୍ୟହ ଦୁଇଟି ପର୍ୟ୍ୟାୟରେ ୪ ଘଣ୍ଟା ଚାଲିବ। ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଜାତୀୟ ସଙ୍ଗୀତ ଗାନ ପରେ ପରଲୋକ ସଦସ୍ୟଙ୍କ ଉଦ୍ଦେଶ୍ୟରେ
Read More...