Daily Archives

ଆସନ୍ତା ୧୯ ତାରିଖ ଦିନ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୯ରେ ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ମଧ୍ୟାହ୍ନ ୧୨ ବେଳେ ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକ ଉଦଘାଟିତ ହେବ ।ବେଙ୍ଗାଲୁର ବୈଷୟିକ ଶିଖର ସମ୍ମିଳନୀ ଆସନ୍ତା ୧୯ ରୁ ୨୧ ତାରିଖ ମଧ୍ୟରେ
Read More...

ଭାରତ-ଲକ୍ସେମବର୍ଗ ଭର୍ଚୁଆଲ ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଲକ୍ସେମବର୍ଗ ପ୍ରଧାନମନ୍ତ୍ରୀ ମହାମହିମ ଜାଭିୟର ବେଟେଲଙ୍କ ମଧ୍ୟରେ ଆସନ୍ତା ୧୯ ନଭେମ୍ବର ୨୦୨୦ରେ ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହେବ ।ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ ଏବଂ ଲକ୍ସେମବର୍ଗ ମଧ୍ୟରେ ଏହା ପ୍ରଥମ
Read More...

କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୩୦ ହଜାର ନୂଆ କରୋନା ପଜିଟିଭ୍ ମାମଲା

● ଗତ ଦେଢ଼ ମାସ ଧରି ଦୈନିକ ନୂଆ କରୋନା ପଜିଟିଭ୍ ମାମଲା ତୁଳନାରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି ନୂଆଦିଲ୍ଲୀ, (ପିଆଇବି) : ଗତ ଦୁଇ ଦିନ ଧରି ଭାରତରେ ଦୈନିକ ନୂଆ କରୋନା ମାମଲା ୩୦ ହଜାରରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୩ ନୂଆ ମାମଲା ଦେଖାଦେଇଛି । ଗତ ଦଶ ଦିନ
Read More...

କବିତା : ଅପେକ୍ଷା

ଗୌରାଂଗ ଚଂଦ୍ର ଦାଶ ମୋର ଏକାଗ୍ରତାଅଭିଷ୍ଟ ମନକୁ ନେଇମୁଁ ଭାବନାରେ ଫୁଟେଇ ଦେଇ ପାରିବିପଦ୍ମଫୁଲ । ଆଂକି ଦେବି ଦୂର ପାହାଡ଼ସୁନ୍ଦର ବଗିଚାରାତିକ ପାଇଁ ହେଲେ ବି ରଚି ଦେବିତମ ମନ ମୁତାବକ ରଙ୍ଗଶାଳା । ଶୀତଳ ଆଶ୍ୱାସନାଙ୍କୁଜହ୍ନର ଶୀତଳ ଆଲୁଅରେ ଭରିଦେବିପିଆଇ ଦେବି ସୁବାସିତ ଜଳ
Read More...

ବନ୍ଦ ରହିଥିବା ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ପାଇଁ ବିକ୍ଷୋଭ ଓ ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାରି ହଜାର କୋଟି ଟଙ୍କା ବଜେଟ୍‌ର ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ କାମ ୨ ବର୍ଷ ଧରି ବନ୍ଦ ରହିଥିବା ବେଳେ ଏହାକୁ ଆରମ୍ଭ କରିବା ପାଇଁ ଭିଲେଜର୍ସ ଇଣ୍ଡିଆ ପାର୍ଟି ପ୍ରଦେଶ ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ନେତୃତ୍ୱରେ ଶତାଧିକ ମହିଳାଙ୍କ ସହ
Read More...

“ଗାନ୍ଧିଜୀ ସିପାହୀ -ଅଲେଖ ପାତ୍ର” ପୁସ୍ତକ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ନୃସିଂହନାଥ ସ୍ଥିତ ନିସର୍ଗ ନିବାସରେ ସ୍ବାଧୀନତା ସଂଗ୍ରାମୀ ସର୍ବୋଦୟ କର୍ମୀ ଅଲେଖ ପାତ୍ରଙ୍କର ୨୧ତମ ଶ୍ରାଦ୍ଧବାର୍ଷିକୀ ସଭା ଅନୁଷ୍ଠିତ ହୋଇଯାଇଛି । ନୃସିଂହନାଥ ସର୍ବୋଦୟ ମଣ୍ଡଳର ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ
Read More...

ସ୍ୱଚ୍ଛତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱଚ୍ଛତା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର ପୌର ପରିଷଦ, ଟିଟିଲାଗଡ଼ ପୌର ପରିଷଦ, ପାଟଣାଗଡ଼ ଏନ୍‌ଏସି, କଂଟାବାଂଜି ଏନ୍‌ଏସି ଓ ତୁଷୁରା
Read More...

ନୂତନ ଭାରତ ନିର୍ମାଣରେ ନେହେରୁଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ମଙ୍ଗଳବାର କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ନୂତନ ଭାରତ ନିର୍ମାଣରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭୂମିକା ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର
Read More...

ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଲା, କିନ୍ତୁ ଘର ମିଳିଲା ନାହିଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତର ବିଭିନ୍ନ ଗାଁରେ ଦିଆଯାଇଥିବା ହିତାଧିକାରୀମାନଙ୍କୁ ଆବାସ ଘରର କାର୍ଯ୍ୟାଦେଶ ଦେଇ ବର୍ଷ ବର୍ଷ ହେଇ ଯାଇଥିଲେ ମଧ୍ୟ ଘର ମିଲୁନଥିବା ଦେଖିବାକୁ ମିଲିଛି । ଟଙ୍କପାଣି ଗାଁର ଘୁସାମଣୀ ବାଗଙ୍କୁ
Read More...

ପଂଚାୟତିରାଜ ବିଭାଗ ତାଲିମ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ଆଶା ଅନୁଷ୍ଠାନ ଟିଟିଲାଗଡ ଆନୁକୂଲ୍ୟରେ ଓ ସିବିଏମ୍‌ (ସମାହିତ ଓଡିଶା)ର ସହଯୋଗରେ ବ୍ଲକର ଗନ୍ଧର୍ଲା, ଜାମଖୁଣ୍ଟା, ଚାନ୍ଦୋତରା,
Read More...