Daily Archives

ପୁଣି କରୋନା ନେଲା ଜୀବନ : ଯୁବ ସାମ୍ବାଦିକ ପ୍ରବୀର ଆଉ ନାହାନ୍ତି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନିଷ୍ଠୁର କରୋନା ଜୀବନ ନେବାରେ ଥକୁନି । ପୁଣି ଏକ ମୂଲ୍ୟବାନ ଜୀବନ ନେଇଛି । ଯୁବ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ(୩୫) ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ହାନୀ ଘଟିଛି । ସୂଚନାଯୋଗ୍ୟ ଯେ, ଏଇ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୮୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୩୮୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୫୮୭
Read More...

ଗ୍ରହ ନକ୍ଷତ୍ର ବିଜ୍ଞାନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ସହଯୋଗ ପାଇଁ ଭାରତ-ସ୍ପେନ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ଗ୍ରହ ନକ୍ଷତ୍ର ଭୌତିକ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏ) ବେଙ୍ଗାଲୁରୁ ଓ ସ୍ପେନର ଭୌତିକ ବିଜ୍ଞାନ ଇନଷ୍ଟିଚ୍ୟୁଟ ଡା ଆଷ୍ଟ୍ରୋଫିଜିସିଆ ଡା କାନାରିଆନ
Read More...

୧୮୧୦ କୋଟି ଟଙ୍କା ବ୍ୟୟରେ ୨୧୦ ମେଗାୱାଟ ଯୁକ୍ତ ଲୁହରି ପ୍ରଥମ ପର୍ୟ୍ୟାୟ ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ସତଲେଜ ନଦୀର ୨୧୦ ମେଗାୱାଟ କ୍ଷମତା ସମ୍ପନ୍ନ ଲୁହରି ଜଳବିଦ୍ୟୁତ ପ୍ରକଳ୍ପ ପ୍ରଥମ ପର୍ୟ୍ୟାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସଂକ୍ରାନ୍ତ ଆର୍ଥିକ ବ୍ୟାପାର କମିଟି
Read More...

ଲାଇଭ୍‌ ସାର୍ଟିଫିକେଟ୍‌ ଦେବାକୁ ବ୍ୟସ୍ତ ହୁଅନ୍ତୁ ନାହିଁ : ମଇ ପର୍ୟ୍ୟନ୍ତ ବଢ଼ିଲା ଦାଖଲ ଅବଧି

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ପେନସନ ପାଉଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ନଭେମ୍ବର ମାସରେ ଦାଖଲ କରିବାକୁ ପଡ଼ୁଥିବା 'ଲାଇଫ୍ ସାର୍ଟିଫିକେଟ' ଦାଖଲ ଅବଧିକୁ ରାଜ୍ୟ ସରକାର ଆସନ୍ତା ବର୍ଷ ମଇ ମାସ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । କରୋନା
Read More...

ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଦୋକାନ ପୋଡି ପାଉଁଶ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗାଁରେ ଗତ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଭୟ‌ଙ୍କର ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଗୋଟିଏ ଦୋକାନ କ୍ୟାବିନ ପୋଡି ପାଉଁଶ ହୋଇଯାଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ ଟା
Read More...

ଆମେରିକାର ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ କି ବାଇଡ଼ନ୍‌, ଆଗରେ ଚାଲିଛନ୍ତି ବାଇଡନ୍‌

ୱାଶିଂଟନ୍‌ : ଆମେରିକା ପାଇଁ ଯାହା ଭୟ ଥିଲା ସେଭଳି ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ଆଗରେ ରହିଛନ୍ତି ଜୋ ବାଇଡନ୍‌ । ଅନ୍ୟପଟେ ଟ୍ରମ୍ପଙ୍କୁ ଝଟ୍‌କା ଲାଗୁଥିବା ବେଳେ ସେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପାଦ ବଢେ଼ଇ ସାରିଛନ୍ତି । ସୂଚନା ଅନୁସାରେ ବିଜୟ ଅଂକ ୨୭୦କୁ
Read More...

କାର୍‌ଗିଲ୍‌ ଯୋଦ୍ଧା ପ୍ରତାପ ରଥ ସେବାକୁ ହିଁ ଜୀବନର ବ୍ରତ ମଣନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ କାର୍‌ଗିଲ୍‌ ଯୋଦ୍ଧା ପ୍ରତାପ ରଥ ସେବାକୁ ହିଁ ଜୀବନର ବ୍ରତ ମଣନ୍ତି । ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ଶ୍ରୀ ରଥ ସୈନିକ ଭାବେ ଦେଶ ପାଇଁ ଯେମିତି ସମର୍ପିତ ଥିଲେ, ଅବସର ନେବା ପରେ ସମାଜ ପାଇଁ ସେମିତି ସମର୍ପିତ
Read More...

ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ ତୃତୀୟ ସଂସ୍କରଣ ଆରମ୍ଭ : ହରମନପ୍ରୀତଙ୍କ ସୁପରାନୋଭାସକୁ ୫ ୱିକେଟରେ ହରାଇଲା…

ସାରଜା : ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ ତୃତୀୟ ସଂସ୍କରଣର ପ୍ରଥମ ମୁକାବିଲାରେ ଭେଲୋସିଟି ଦଳ ସୁପରନୋଭାସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି। ବୁଧବାର ସୁପରନୋଭାସ୍ ଦୁଇଟି ମିନି ବିପର୍ୟ୍ୟୟର ସମ୍ମୁଖୀନ ହୋଇ ଭେଲୋସିଟି ସମ୍ମୁଖରେ ମାତ୍ର
Read More...