ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ସମ୍ମାନ ଟପ୍ପର ଶ୍ରୀୟାସ୍ୱୀକୃତି ରଥ
ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଇଂରାଜୀ ସମ୍ମାନରେ ଟପ୍ପର ହୋଇଛନ୍ତି ଶ୍ରୀୟାସ୍ୱୀକୃତି ରଥ । ୭.୬୧ ସିଜିପିଏ ପ୍ରାପ୍ତ ହୋଇ ସେ ଏହି ସଫଳତା ହାସଲ୍ କରିଥିବା ବେଳେ ତାଙ୍କ ସଫଳତାରେ ତାଙ୍କ ପରିବାର ତଥା ବନ୍ଧୁବର୍ଗରେ ଖୁସିର ଲହରି ଖେଳିଯାଇଛି । ବିଶିଷ୍ଟ!-->…
Read More...
Read More...