Daily Archives

ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଅନ୍ତର୍ଗତ ସଲଡିହ ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ପାରୁନାହିଁ । ସରକାର ପ୍ରତ୍ୟେକ ଗ୍ରାମରେ ସହରରେ ଜଳ ପରିମଳ ବିଭାଗ ଦ୍ବାରା ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ତେଣୁ କେତେକ ଗ୍ରାମରେ
Read More...

ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ଜୋନାଲ୍‌ ସ୍ତରୀୟ ଅନ୍‌ଲାଇନ କନ୍‌ଭେନ୍‌ସନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ତରଫରୁ ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ବଲାଙ୍ଗିର-ସୋନପୁର-ବୌଦ୍ଧ-କଳାହାଣ୍ଡି-ନୁଆଁପଡା-ବରଗଡ-ସମ୍ବଲପୁର ଜୋନାଲ୍‌ ସ୍ତରୀୟ ଅନ୍‌ଲାଇନ କନ୍‌ଭେନ୍‌ସନ୍‌ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂପାଦକ ମଣ୍ଡଳି ସଭ୍ୟ ସୁନୀଲ ଭୋଇଙ୍କ ସଭାପତିତ୍ୱରେ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ମାକ୍ସ, ସେନିଟାଇଜର ଓ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ଯୁବ କୁଲୁତା ସମାଜ ନାମରେ ସାମାଜିକ ଧାରା ୧୮୬୦ ଅଧୀନରେ ପଞ୍ଜିକୃତ ଏକ ସମାଜିକ ସଂଗଠନ ଗତ ୨୦୧୪ ମସିହାରୁ ଅନେକ ସେବା ତଥା ଉନ୍ନୟନମୂଳକ କାର୍ଯ୍ୟ କରିଆସୁଛି । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର
Read More...

କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହେଲା ମୋ’ ସ୍କୁଲ ଯୋଜନା

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ରେ ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଆଗୁଆ’ ଖବର ପ୍ରସାରିତ ହେବା ପରେ ସବୁଜିମାଭରା ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲର ୨୦୦୪ ମ୍ୟାଟ୍ରିକ୍‌ ବ୍ୟାଚ୍‌ର ପୁରାତନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୮୦ : ବଲାଙ୍ଗିର ପୌରାଂଚଳରୁ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ମାତ୍ର ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧, ୨, ୭, ୧୦ ଓ ୧୯ରୁ ଜଣେ ଲେଖାଏଁ ସଂକ୍ରମିତ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବ୍ୟାପକ କରୋନା ଟେଷ୍ଟିଂ ୨୭ ଅକ୍ଟୋବରରୁ ୩ ନଭେମ୍ବର ଯାଏଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବ୍ୟାପକ ଭାବେ କରୋନା ଟେଷ୍ଟିଂ ଆସନ୍ତା ୨୭ ଅକ୍ଟୋବରରୁ ୩ ନଭେମ୍ବର ଯାଏଁ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ରାସ୍ତାକଡ଼ରେ ବେପାର କରୁଥିବା ଦୋକାନୀ, ସଂପୃକ୍ତ ଅଂଚଳର ବସ୍ତି ବାସିନ୍ଦା ତଥା
Read More...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ଦିବସରେ ସରସଂଘଚାଳକ ମୋହନ ଭାଗବତଙ୍କ ସ୍ୱୟଂସେବକଙ୍କୁ ସମ୍ବୋଧନ

ନାଗପୁର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ଦିବସ ଏବଂ ବଜୟାଦଶମୀ ଅବସରରେ ଆଜି ସରସଂଘଚାଳକ ମୋହନ ଭାଗବତ ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ଏହି ସମ୍ବୋଧନରେ ଅନୁଚ୍ଛେଦ ୩୭୦, ରାମ ମନ୍ଦିର, ନାଗରିକତା ନିୟମ ଏବଂ ଚୀନ୍‌ ସହ ପ୍ରତିରୋଧ ତଥା କରୋନା ଆଦି ବିଷୟରେ କହିଛନ୍ତି ।
Read More...

ପାଇକମାଲରେ ନବରାତ୍ର ଦୁର୍ଗାପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଦୁର୍ଗାପୂଜା କମିଟି ତରଫରୁ ନବରାତ୍ର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଗାଇଡ ଲାଇନ୍ ଅନୁପାଳନ କରି ନିରାଡମ୍ବର ଭାବେ ପୂଜା ସମା‌ପ୍ତ ହୋଇଛି । ନବରାତ୍ର ଦୁର୍ଗାପୂଜାରେ କର୍ତ୍ତା ଭାବେ ମୁକେଶ ରଥ ଓ ତାଙ୍କ ଧର୍ମପତ୍ନୀ ମୁକ୍ତେଶ୍ବରୀ
Read More...

ପଦ୍ମପୁରରେ ଶାରଦୀୟ ଦୁର୍ଗାପୂଜା : ଏକ ଝଲକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ସାରା ରାଜ୍ୟରେ ସରକାରଙ୍କ କଟକଣା ଆଧାରରେ ଦୁର୍ଗାପୂଜାର ଆୟୋଜନ ଚାଲିଛି । କେବଳ ପରଂପରା ରକ୍ଷା ପାଇଁ ଉଭୟ ପୀଠ ଓ ମଣ୍ଡପ ଗୁଡିକରେ ବିନା ଭକ୍ତଙ୍କ ସମାବେଶରେ ପୂଜକମାନେ ପ୍ରଚଳିତ ରୀତିନୀତି ଅନୁସାରେ
Read More...

ବଲାଙ୍ଗିରରେ ‘ବଡ଼ ଖବର’ର ଲଗୋ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀ ଅବସରରେ ୨୪ ଘଣ୍ଟିଆ ସାଟେଲାଇଟ୍ ନ୍ୟୁଜ୍ ଚେନେଲ ବଡ଼ ଖବର ଲୋକାର୍ପିତ ହୋଇଛି । ଏ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ପୂଜାଚ୍‌ଚ୍ଚର୍ନା କରାଯାଉଥିବା ବେଳେ ବଲାଙ୍ଗିରରେ ମଧ୍ୟ ଲଗୋ ପୂଜା କରାଯାଇଛି । ସହର ନିକଟସ୍ଥ ସଦାଇପାଲି ସ୍ଥିତ
Read More...