Daily Archives

ସ୍ପଷ୍ଟ ଦିବାଲୋକରେ ଡକାୟତି : ତିନି ଲକ୍ଷ ପଚାଶ ହାଜର ଟଙ୍କା ଲୁଟ୍‌

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଖପ୍ରାଖୋଲ ବ୍ଲକର ବୁଡ଼ିବାହାଲ ଗ୍ରାମର ମାନସ ସାହୁ ଓ ସାଇରମ ସାହୁ ଧଣ୍ଡାମୁଣ୍ଡା ଗ୍ରାମର କିଓସ୍କ ବ୍ୟାଙ୍କକୁ ଯାଉଥିବା ବେଳେ ପାଟଣାଗଡ ବଥର୍ଲା ଗ୍ରାମ ନିକଟରେ ଦୁଇଟି ପଲସର ଗାଡିରେ ଛଅ ଜଣ ଦୁର୍ବୃତ୍ତ ଆସି
Read More...

ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା : କୋଭିଡ୍ କିମ୍ବା ହିଂସାରେ…

ନୂଆଦି‌ଲ୍ଲୀ : ସରକାରଙ୍କ ଦ୍ୱାରା ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଥିବା ସୂଚନା ମିଳିଛି । କରୋନା ମହାମାରୀ ସମୟରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ନିୟୋଜିତ ପୋଲିସ କର୍ମୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ
Read More...

ନିଷ୍ଠା ପରିବାର ତରଫରୁ ଅସହାୟ ବୃଦ୍ଧଙ୍କ ଥଇଥାନ

ବରଗଡ, (କେପିଏନ୍‌ଏସ୍‌) : ଆଜି ନିଷ୍ଠା ପରିବାର ତରଫରୁ ଜଣେ ୮୫ ବର୍ଷ ବୟସ୍କ ଅସହାୟ ବୃଦ୍ଧଙ୍କ ଥଇଥାନ କରାଯାଇଥିବା ଜଣାପଡ଼ିଛି । ବରଗଡର ଲଚିଦା ନିବାସୀ ମହାଦେବ ଭୋଇଙ୍କ କେହି ଆତ୍ମୀୟ ସ୍ବଜନ ନଥିବା ବେଳେ କିଏ ଦେଲେ ଖାଉଥିଲେ, ନହେଲେ ଉପବାସରେ ରହୁଥିଲେ । ସେଥିପାଇଁ ତାଙ୍କର
Read More...

ପଦ୍ମପୁରର ସାର୍ବଜନୀନ ଦୁର୍ଗାପୂଜା

ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ୪୭୬ଟି ଗ୍ରାମକୁ ନେଇ ଏକଦା "ବୋଡ଼ାସମ୍ବର ଜମିଦାରୀ" ଗଢ଼ି ଉଠିଥିଲା । ପାଟଣା ରାଜ୍ୟର ପାଟ ଜମିଦାରୀ ଓ ସମ୍ବଲପୁର ରାଜ୍ୟର ଅଠରଗଡ଼ ମଧ୍ୟରେ ଏହା ଏକ ବିଖ୍ୟାତ ଗଡ଼ ଥିଲା । ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ ବେଳକୁ ବୋଡ଼ାସମ୍ବର ଏକ ବିସ୍ତୃତ ଓ ସମୃଦ୍ଧ
Read More...

କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କୁ ଦେଲେ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଚାଷୀମାନେ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଭଲ ବର୍ଷା ଏବଂ ଅନୁକୁଳ ପାଗ ଯୋଗୁଁ ଧାନ ଅମଳ କରିବାରେ ଚାଷୀ ମାନେ ଭଲ ଆଶା ରଖିଥିଲେ । ହେଲେ ଅଦିନିଆ ବର୍ଷା ଯୋଗୁଁ
Read More...

ଇଂରାଜୀ ସମ୍ମାନରେ ଅଦ୍ୱୈତା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଛାତ୍ରୀ ଅଦ୍ୱୈତାରାଣୀ ବେଦବାକ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ଇଂରାଜୀ ସମ୍ମାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇବାରେ ସେ ମହିଳା ମହାବିଦ୍ୟାଳୟର ପ୍ରଥମ ଛାତ୍ରୀ । ଅଦ୍ୱୈତା
Read More...

ପୁଇଁନ୍ତଲା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟ ପେପର୍‌ ବଂଟନ କାର୍ଯ୍ୟକ୍ରମରେ ବିଧାୟକ ଡ. ମହାଲିଙ୍ଗ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍‌ ସ୍ତରୀୟ ଓଷ୍ଟା ଟେଷ୍ଟ ପେପର୍‌ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଲେଇସର୍ଡାର ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ସଭାରେ ଭାଲେର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ରସମୁଣ୍ଡା ସରକାରୀ ପ୍ରାଥମିକ ସ୍କୁଲ ବନ୍ଦ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ଘଡିକେ ଘୋଡା ଛୁଟୁଥିବା ଆଇନରେ ବରଗଡ ଜିଲ୍ଲାରେ ଶତାଧିକ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଘୋଷଣାରେ ୨୦ରୁ କମ ପିଲା ଥିବା ପ୍ରାଥମିକ ବିଦ୍ୟାଳୟ ଓ ୨୫ରୁ କମ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୭୬ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରେ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରଂଚଳରେ ୧୦ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୨, ୪ରୁ ୧, ୬ରୁ ୧, ୭ରୁ ୧, ୯ରୁ ୧, ୧୩ରୁ ୧, ୧୫ରୁ ୧,
Read More...

ଭତ୍ତାକୁ ଅପେକ୍ଷା କରିଛନ୍ତି ୭୦ ବର୍ଷ ବୟସ୍କା ଅସହାୟ ବୃଦ୍ଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହା ସରକାରୀ ଅଫିସରଙ୍କ ଆନ୍ତରିକତାର ଅଭାବ ହେତୁ ଠିକ୍ ଭାବରେ ଅନେକ ସ୍ଥାନରେ କାର୍ୟ୍ୟକାରୀ ହୋଇ ପାରୁନାହିଁ । ଏପରି ଏକ ଅଭାବନୀୟ
Read More...