ବାଲି ଚୋରା ଚାଳାଣ ଗାଡ଼ିକୁ ଧରି ଜରିମାନା ଆଦାୟ କଲେ ତହସିଲଦାର
ଦେଓଗାଁ,(ମନୀଷ କୁମାର ସାହୁ): ଦେଓଗାଁ ତହସିଲ ଜରାସିଂହା ଆର୍ଆଇ ସର୍କିଲରେ ସାଲେପାଲି ବ୍ରିଜ ତଳୁ ବେଆଇନ ଭାବେ ବାଲି ଚୋରା ଚାଳାଣ କରୁଥିବା ଏକ ଟ୍ରାକ୍ଟର ଠାରୁ ଦେଓଗାଁ ତହସିଲଦାର ଫାଇନ ଆଦାୟ କରିଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ତହସିଲଦାର ନାରାୟଣ ସାହୁ!-->…
Read More...
Read More...