କରୋନା ଚିକିତ୍ସାରେ ସଫଳତା : ନୂଆ ପଦ୍ଧତି ପାଇଲା ଆଇସିଏମ୍ଆର୍
ହାଇଦ୍ରାବାଦ : ମହାମାରୀ କରୋନା ସଂକ୍ରମଣରେ ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଭଳି ସମୟରେ ଏବେ ଏକ ଖୁସି ଖବର ମିଳିଛି । ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ହାଇଦ୍ରାବାଦର ଏକ ଫାର୍ମା କମ୍ପାନୀ ବାୟୋଲୋଜିକାଲ!-->…
Read More...
Read More...