Daily Archives

‘କୋଶଳ ପ୍ରବାହ’ ପ୍ରଭାବ : ଖବର ପ୍ରସାରଣ ପରେ ଦୀପା କଲେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍, ହୁଇଲ୍ ଚେୟାର୍…

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ରେ ଖବର ପ୍ରକାଶିତ ହେବା ପରେ ଭିନ୍ନକ୍ଷମଙ୍କୁ ମିଳିଲା ହୁଇଲ୍ ଚେୟାର୍ । ଖବରକୁ ଭିତ୍ତିକରି ସମାଜିକ କର୍ମୀଙ୍କ ଟ୍ୱିଟ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ନିର୍ଦେଶ । ବରଗଡ଼ ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ
Read More...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,
Read More...

ଲୋକଙ୍କ ଅମ୍ଳଜାନ ବହନ କ୍ଷମତା ଯାଞ୍ଚ କଲେ ଆପ୍‌ର ଅକ୍ସିମିତ୍ରମାନେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରନା ସଂକ୍ରମଣ ସାର ଜିଲ୍ଲାରେ ତାଣ୍ଡବ ରଚିଛି । ଲୋକେ ସଂକ୍ରମଣର ଶିକାର ହେବା ପରେ, ହଠାତ ଅମ୍ଳଜାନ ନେବା କ୍ଷମତା ହରାଇ ବସୁଛନ୍ତି । ଅମ୍ଳଜାନ ଅଭାବରେ ହଠାତ ତାଙ୍କର ମୃତ୍ୟୁ ଘଟୁଛି । ଏଭଳି ସମୟରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଜନସାଧାରଣଙ୍କ ଅମ୍ଳଜାନ
Read More...

ସମାଲୋଚକଙ୍କଠୁ ଦୂରେଇ ରହି ନିଜ ଜୀବନକୁ ରକ୍ଷା କରନ୍ତୁ : ପଦ୍ମପୁର ବଣିକ ସଂଘ ପକ୍ଷରୁ ଅପିଲ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ବନ୍ଦ ପାଳନଟି କେତେକ ସଂଗଠନ ବୋଡାସମ୍ବର ପଦ୍ମପୁରର ମଙ୍ଗଳ ପାଇଁ ଡାକିଛନ୍ତି । କାହାରି ସ୍ୱାର୍ଥ ପାଇଁ ନୁହଁ । ଏହି ବନ୍ଦ ପାଳନ ଆମ ଅଂଚଳର ଅଗଣିତ ଜନତାଙ୍କ ଜୀବନକୁ ବଂଚାଇବାର ରାହା କହିଲେ ଅତ୍ୟୁକ୍ତି ହେବନାହିଁ । କେତେକ ସ୍ୱାର୍ଥକୁ ହାସଲ
Read More...

କରୋନା ଆରୋଗ୍ୟ ସରକାରୀ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ କାମଦେବ ଭୋଇ ତଥା ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗିରର ଆଇପିଓ ଧନ ଟୁଡ଼ୁ ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୮୧ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୮୧ ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୪ରୁ ୪, ୫ରୁ ୨, ୬ରୁ ୧, ୯ରୁ ୧, ୧୧ରୁ ୨, ୧୫ରୁ ୨, ୧୬ରୁ
Read More...

ସାହାଯ୍ୟର ହାତ ବଢ଼ାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ : ଦୁଇଜଣ ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭାଲୁକୁନ୍ଦ ଗାଁର ସୁମନ୍ତ ସାହୁ (୩୪)ଙ୍କ ଗୋଟିଏ ହାତରେ କର୍କଟ ରୋଗ ହେତୁ ମାଂସ ଝଡିବାକୁ ଲାଗିଛି । ସେ ଅସହାୟ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା କରି ନପାରି ଘରେ ରହିଥିଲେ । ବିଙ୍ଗ ହ୍ୟୁମାନର
Read More...

ହାଥରସ୍‌ ଯିବା ବେଳେ ରାସ୍ତାରେ ରାହୁଲ ଓ ପ୍ରିୟଙ୍କାଙ୍କୁ ରୋକିଲା ପୋଲିସ : ଧସ୍ତାଧସ୍ତି, ଲାଠିଚାର୍ଜ

ନୂଆଦିଲ୍ଲୀ : ହାଥରସ୍‌ ଗେଙ୍ଗ୍‌ ରେପ୍‌ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସାରା ଦେଶରେ ସ୍ୱର ଉଠିଛି । ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀରୁ ହାଥରସ୍‌କୁ ବାହାରିଛନ୍ତି । ଦୁଇ ନେତାଙ୍କ କହିବା ଅନୁସାରେ ସେମାନେ
Read More...

ବି.ଇଡି.ରେ ନାମ ଲେଖା ବନ୍ଦ ଘଟଣା : ଛାତ୍ର କଂଗ୍ରେସ ପକ୍ଷରୁ ଦୁଇ ଦଫା ଦାବୀ ସହ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌ସିଟିଇ ଚଳିତ ବର୍ଷ ଠାରୁ ବଲାଙ୍ଗିର ବି.ଇଡି. କଲେଜରେ ନାମଲେଖା ପ୍ରତ୍ୟାହାର କରିଛି । ଏହି ନାମ ଲେଖା ପ୍ରତ୍ୟାହାର ବିରୁଦ୍ଧରେ ଆଜି ଛାତ୍ର କଂଗ୍ରେସ ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ
Read More...

ଅଜଣା ରୋଗ ଗ୍ରାସରେ ଚାଷ : ଚାଷୀକୁଳର ମେରୁଦଣ୍ଡ ହେଲା ଦୁର୍ବଳ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧୀନସ୍ଥ ଟେମେରୀ ଅଂଚଳରେ ବ୍ୟାପକ ଭାବେ ଅଜଣା ରୋଗ ବ୍ୟାପି ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ବିଭିନ୍ନ ପ୍ରକାରର କୀଟନାଶକ ଓୌଷଧ କ୍ରୟ କରି ଚାଷୀ ଚାଷକୁ ରକ୍ଷା କରିବାକୁ ଚେଷ୍ଟା କଲେ ମଧ୍ୟ କରୋନା ଭଳି
Read More...