ଏଲ୍ଏସି.ରେ ଆଖିବୁଜା ଗୁଳିବର୍ଷଣ : ଚୀନ୍ର ଚକ୍ରାନ୍ତକୁ ଭାରତୀୟ ସେନାର ମୁହୁଁତୋଡ଼୍ ଜବାବ୍
ଲଦ୍ଦାଖ୍ର ପୈଗୋଙ୍ଗ୍ ଅଂଚଳ ନିକଟରେ ହେଲା ଫାଇରିଂନୂଆଦିଲ୍ଲୀ : ଭାରତ ଏବଂ ଚୀନ୍ ମଧ୍ୟରେ ଟଣା ଓଟରା ସ୍ଥିତି ଆହୁରି ଆହୁରି ବଢ଼ୁଥିବା ବେଳେ ଗତ ରାତିରେ ଲଦ୍ଦାଖ୍ର ପୈଗୋଙ୍ଗ୍ ଅଂଚଳ ନିକଟରେ ଫାଇରିଂ ହୋଇଥିବା ଜଣାପଡ଼ିଛି । ଏହାପରେ ଉତ୍ତେଜନା ଆହୁରି ବଢ଼ିଛି । ୧୯୫୭ ପରେ ଏଭଳି ଫାଇରିଂ!-->…
Read More...
Read More...