Monthly Archives

September 2020

ଲଦ୍ଦାଖ ସୀମାରେ ଉତ୍ତେଜନା ଜାରି : ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ : ଲଦ୍ଦାଖ ସୀମାରେ ଚୀନ୍‌ ସେନା ପକ୍ଷରୁ ବାରମ୍ବାର ଅତିକ୍ରମଣ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଉତ୍ତେଜନା ଜାରି ରହିଥିବା ଖବର ମିଳିଛି । ନର୍ଥ ବ୍ଲକ ଠାରୁ ସାଉଥ୍‌ ବ୍ଲକ୍‌ ପର୍ଯ୍ୟନ୍ତ ଚୀନ୍‌ର ନଜର ରହିଛି, କିନ୍ତୁ ଭାରତୀୟ ସେନା ମଧ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ
Read More...

ଆଜି ପୁଣି ଓଡ଼ିଶାରୁ ୪୨୭୦ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ଓଡ଼ିଶାରୁ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୭୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୭୯୨ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା
Read More...

ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥି ଚିକିତ୍ସା ଶିକ୍ଷାରେ ଅଣାଯିବ ବୈପ୍ଳବିକ ପରିବର୍ତ୍ତନ

ନୂଆଦିଲ୍ଲୀ, (ପିଆଇବି) : ଗତକାଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ବିଧେୟକ ସଂସଦରେ ଗୃହୀତ ହୋଇଛି । ଏହି ବିଧେୟକ ଦୁଇଟି ପାରିତ ହେବା ସହ ଦେଶରେ ଭାରତୀୟ ଚିକିତ୍ସା ପଦ୍ଧତି ତଥା ହୋମିଓପାଥି ଚିକିତ୍ସା ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ସଂଶୋଧନ ଆଣିବା ସକାଶେ ସକଳ ପ୍ରକାର
Read More...

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା:…

• ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବନୂଆଦିଲ୍ଲୀ, (ପିଆଇବି) : ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ । ଦେଶରେ ପ୍ରଥମ ପର୍ୟ୍ୟାୟରେ ଯେଉଁ ୮ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ
Read More...

ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଳମ୍ବିତ ରାତିରେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଯାଇଥିବା ସୂଚନା ଦେଇଛନ୍ତି ତାଙ୍କ ଭାଇ ଶିକ୍ଷକ ଦିଗାମ୍ବର ନାଏକ । ସୂଚନାଯୋଗ୍ୟ ଯେ, ପୁଇଁନ୍ତଲା ବ୍ଲକ୍‌ ତାଲପାଲି ଉଚ୍ଚ
Read More...

ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ କାର୍ୟ୍ୟରତ ଜଗୁଆଳି କରଣକେଶୀ ବହାଦୁରଙ୍କ ଝୁଲନ୍ତା ମୃତ
Read More...

ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର…

• ପ୍ରତି ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ୟ୍ୟକାରୀ ହେଲେ ପ୍ରାୟ ୫୦୦୦ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ• ଓଡ଼ିଶାର ରାୟଗଡ଼ାର ମେଗା ଫୁଡ଼ ପାର୍କ ଏଥିରେ ସାମିଲ; ପ୍ରାୟ ୨୧୨୪ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ
Read More...

ଅସହାୟଙ୍କୁ ସାହା ହୁଅ : ଦୁଃଖିନୀ ସତ୍ୟବତୀର ଦୁଃଖ କହିଲେ ନସରେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନସ୍ଥ କଟାବାହାଲ ଗ୍ରାମପଂଚୟତର ଯୁବାଖୋଲ ଏକ ପଲ୍ଲୀ ଗ୍ରାମ । ଜଣେ ଅସହାୟ ମହିଳା ସତ୍ୟବତୀ ସାହୁ , ସ୍ୱାମୀ ମୁରଲୀଧର ସାହୁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବହୁଦିନରୁ ଆର ପାରିକୁ ଚାଲିଗଲେଣି । ବିଧବା ମା' ସତ୍ୟବତୀ
Read More...

ସର୍ଗିପାଲି ଗ୍ରାମରେ ମା’ ପାଟଖଣ୍ଡାଙ୍କ ଷୋଡ଼ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୀର୍ଘ ଷୋହଳ ଦିନ ଧରି ହେବାକୁ ଥିବା ମା' ପାଟଖଣ୍ଡାଙ୍କ ଷୋଡ଼ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା'ଙ୍କ ପୂଜା ହୋଇଥାଏ । ସୂଚନା ଏହି କି, ବଲାଙ୍ଗିର ଜିଲ୍ଲା
Read More...

ମଦ ପିଇବାକୁ ଡାକି ନେଇ ଜୀବନରେ ମାରିଦେଲା : ଅଭିଯୁକ୍ତ ଥାନାରେ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ମଦ ପିଇବାକୁ ଡାକି ନେଇ ଜୀବନରେ ମାରି ଦେଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଂଟାବାଂଜି ଥାନା ହିଆଁଲ ଗ୍ରାମର କ୍ଷେତ୍ରୀ ସଗରିଆ(୫୫), ପିତା- ଦୁକାଲୁ ସଗରିଆଙ୍କୁ ସେହି ଗାଁର ବନଗୁଲା ଗଏଁତା(ବନ) ସୋମବାର ଦିନ
Read More...