ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା କରୋନା ପଜିଟିଭ୍ ଚିହ୍ନଟ
ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଆଜି କରୋନା ପୋଜିଟିଭ ଚିହ୍ନଟ ହୋଇ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ଦେବତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ!-->…
Read More...
Read More...