Daily Archives

‘ଟିକି କାଇଁଚ’ ତରଫରୁ ସପ୍ତମ ଅଧ୍ୟାୟ ଅନ୍ ଲାଇନ୍ କୁନି ପିଲାଙ୍କ ଶିଶୁ ସାହିତ୍ୟ ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା 'ଟିକି କାଇଁଚ' ତରଫରୁ ସପ୍ତମ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ କୁନି କୁନି ପିଲାଙ୍କୁ ନେଇ ଶିଶୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଶୋକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ୍‌ ନିୟମ-୧୯କୁ ପାଳନ କରି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ଗାନ୍ଧୀ ପାଠାଗାର ପରିସରରେ ପଶ୍ଚିମାଞ୍ଚଳର ସୁନାମଧନ୍ୟ ମାର୍ଗଦର୍ଶୀ, ସମାଜସେବୀ, ବରିଷ୍ଠ ସାମ୍ବାଦିକ ଓ ସଂଗଠକ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗ ପାଇଁ ଏକ ଶୋକସଭା
Read More...

ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁ ଆଉ ନାହାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ମାଝିପାଲି ଗ୍ରାମର ମୂଲ ନିବାସୀ ତଥା ସଚେତନ ହେମା ଅନୁଷ୍ଠାନର ତୋଳବନ୍ଦର ଜଣେ ବରିଷ୍ଠ କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ କରୋନାରେ ଗତ ୨୬ ତାରିଖ ଦିନ ମୃତ୍ୟୁ ଘଟି ଯାଇଛି । ସେ ଜଣେ ସମାଜସେବୀ, ପରୋପକାରୀ,
Read More...

ପଦ୍ମପୁର ସହକାରୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିପଦପୂର୍ଣ୍ଣ ଟ୍ରାନ୍ସଫରମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଏବଂ ଗୃହ ନିର୍ମାଣ)ଙ୍କ କାର୍ୟ୍ୟାଳୟ ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର କେତେ ଦୂର ସୁରକ୍ଷିତ ତାହା କାହାକୁ ଜଣାନାହିଁ । ଏହି କାର୍ୟ୍ୟାଳୟର ସମ୍‌ନାରେ ଅଛି ହୋମିଓ ପ୍ୟଥିକ କିନିକ୍ । ଏହି ରାସ୍ତାରେ
Read More...

ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କଲା

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଗିଫ୍ଟ ଅଫ ଲାଇଫକୁ ସମ୍ବର୍ଦ୍ଧିତ କରାଯାଇଛି । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉଟ, ସଟଡାଉନ ଘୋଷଣା ହୋଇଥିବା ସମୟରେ ଅନେକ ସ୍ୱେଚ୍ଛାସେବୀ ସଂଗଠନମାନେ ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ
Read More...

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ…

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା । ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା ଅଛି । ଅପରେସନ କରିବାକୁ ପଡ଼ିବ । ଝିଅକୁ କେମିତି
Read More...

କୋଭିଡ-୧୯କୁ ବେଖାତିର କରି ପାଠପଢ଼ା ଅଭିଯୋଗ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବିଶ୍ୱକୁ କରୋନା ମହାମରୀ ଦୋହଳାଇ ଦେଇଥିବା ସମୟରେ ତାର କାୟା ବିସ୍ତାର କରି ବଟବୃକ୍ଷ ଭଳି ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ତଥା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣଙ୍କ ଧନ ଜୀବନ ସୁରକ୍ଷାକୁ ଦୃଷ୍ଟି ଦେଇ କେତେବେଳେ ଲକ୍‌
Read More...

ନଗର କଂଗ୍ରେସ ଉପସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ଉପସଭାପତି ତଥା ସ୍ଥାନୀୟ ବିଧାୟକଙ୍କ ଆରଡବ୍ଲୁଏସଏସ ପ୍ରତିନିଧି ସଂଜୀବ ଗୁରୁଙ୍କ ରବିବାର ଦିନ ଭୀମଭୋଇ ମେଡିକାଲ କଲେଜରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଶୋକରେ ଆଜି ନଗର କଂଗ୍ରେସ କମିଟି ତରଫରୁ ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୯ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୫, ୫ରୁ ୫, ୬ରୁ ୨, ୭ରୁ ୨, ୧୦ରୁ ୧, ୧୧ରୁ ୨, ୧୫ରୁ ୧,
Read More...

ବସ୍ତି ଉନ୍ନୟନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସ୍ତି ଉନ୍ନୟନ ଯୋଜନାର ଶୁଭାରମ୍ଭ କରିବା ସହିତ ଆଗାମୀ ତିନି ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ଘୋଷଣା କରିଛନ୍ତି । ବସ୍ତିରେ ବିଜୁଳି, ପାନୀୟ ଜଳ, ରାସ୍ତା, ସୁବିଧାର ବିକାଶ କରି
Read More...