Daily Archives

ମୁଖ୍ୟରାସ୍ତା ଉପରେ ବିପଦଶଙ୍କୁଳ ଅବସ୍ଥାରେ ୧୧କେଭି. ବିଦ୍ୟୁତ ତାର : ପ୍ରଶାସନର ନିଘା ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରୁ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଯାଇଥିବା ମୁଖ୍ୟରାସ୍ତାର ବ୍ରିଜ୍‌ ପାଖରେ ବିପଦଶଙ୍କୁଳ ଅବସ୍ଥାରେ ରହିଛି ୧୧କେଭି. ବିଦ୍ୟୁତ ତାର । ଏଥିପ୍ରତି ପ୍ରଶାସନର ନିଘା ନଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ନିକଟରେ ସଂପୃକ୍ତ ରାସ୍ତା ନୂତନ
Read More...

ଗନ୍ଧରାବନ୍ଧରେ ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ସମ୍ମିଳନୀ : ସାମ୍ବିଧାନିକ ବିଧିବ୍ୟବସ୍ଥାରେ ଥିବା ହକ୍‌ ଅଧିକାର ପାଇଁ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗ୍ରାମରେ ଥିବା ଚାରା ଉତ୍ପାଦନ କେନ୍ଦ୍ର ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମା’ ଚଣ୍ଡୀ ସମଲାଇ ଓ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ
Read More...

ଆମ୍‌ ଆଦ୍‌ମୀ ପାର୍ଟି ପଦ୍ମପୁର ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ

ପଦ୍ମପୁର, ନିରଂଜନ ତ୍ରିପାଠୀ : ଆଜି ଆମ୍‌ ଆଦ୍‌ମୀ ପାର୍ଟି ପଦମ୍‌ପୁର୍ ତରଫରୁ ଅମ୍ଲଜାନ୍‌ ପରୀକ୍ଷା ଆରମ୍ଭ ହୋଇ ଯାଇଛି। କରୋନା ଦ୍ୱାରା ଆକ୍ରାନ୍ତ ହେଲେ ସାଧାଣତଃ ଶରୀରରୁ ଅମ୍ଲଜାନ୍‌ ପରିମାଣ କମି ଯାଇଥାଏ । ଯେତେବେଳେ ସମଗ୍ର ଭାରତ ବର୍ଷରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ।
Read More...

ରାଜନୈତିକ ଦଳ ଭାବେ ପଞ୍ଜିକୃତ ହେଲା ଭିଲେଜର୍ସ ଇଣ୍ଡିଆ ପାର୍ଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭିଲେଜର୍ସ ଇଣ୍ଡିଆ ପାର୍ଟି ଏବେ ରାଜନୈତିକ ଦଳ ଭାବେ ପଞ୍ଜିକୃତ ହୋଇଛି । ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନୁସାରେ ଭିଆଇପି ଦଳକୁ ମାନନୀୟ ନିର୍ବାଚନ କମିଶନ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିଛନ୍ତି । ଦଳର ପଞ୍ଜିକରଣ ସଂଖ୍ୟା
Read More...

ରାସ୍ତାକଡକୁ ମାଡି ବସିଛନ୍ତି ଅଟୋ ରିକ୍ସା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହରର ମୁଖ୍ୟତଃ ଜନ ଗହଳି ଛକ ଭାବେ ବର୍ତ୍ତମାନ ଭେଉଁରିଆ ଛକକୁ ବୁଝାଯାଏ । ପାଖକୁ ଲାଗି ରହିଛି ସର୍ବ ପୁରାତନ ଆର.ବି. ହାଇସ୍କୁଲର ପ୍ରକାଣ୍ଡ ଖେଳ ପଡିଆ । ଯେତେବେଳେ କ୍ରିକେଟ ସିଜନ୍ ଆରମ୍ଭ ହୁଏ ଏଇ ଛକଟି ଜନସମୁଦ୍ରରେ ପରିଣତ ହୋଇଯାଏ, ଯାହା
Read More...

ଘର ଆଗରେ ବିଷ୍ଟା ପକାଉଥିବା ମହିଳାଙ୍କ ନାମରେ ଥାନାରେ ଅଭିଯୋଗ କଲେ କଲୋନୀବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ଘର ଆଗରେ ମଇଳା ଆର୍ବଜନା ସହ ବିଷ୍ଟା ପକାଉଥିବା ଅଭିଯୋଗରେ ଜନୈକ ମହିଳାଙ୍କ ନାମରେ ଥାନାରେ ଲିଖିତ ଭାବେ ଅଭିଯୋଗ କଲେ ସ୍ଥାନୀୟ କଲୋନୀବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଇଲେକ୍ଟ୍ରି କଲୋନୀରେ । ଥାନାରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୭୯ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୩୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୨ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ. ୧ରୁ ୫, ୨ରୁ ୧, ୫ରୁ ୨, ୬ରୁ ୨, ୭ରୁ ୪, ୯ରୁ ୮, ୧୦ରୁ ୧, ୧୪ରୁ
Read More...

କୃଷି କ୍ଷେତ୍ରରେ ବଢୁଛି ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ : ନଷ୍ଟ ହେଉଛି ଏକର ଏକର କପା, ମକା ଓ ଧାନ ଫସଲ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଆଜିକୁ କିଛି ଦିନ ହେଲା ହାତୀପଲ ଜଙ୍ଗଲରୁ ଜନବସତିମୁହାଁ ହୋଇଥିବା ଜଣାପଡିଛି । ଶୁକ୍ରବାର ରାତିରେ ପୋଖରିବନ୍ଧ ପଞ୍ଚାୟତ ପୋଡାଉମେର ଗାଁ ନିକଟସ୍ଥ ଟୁକଗୁଡାଙ୍ଗ ଜଙ୍ଗଲରୁ
Read More...

ଘର କାନ୍ଥ ଭୁଷୁଡିବାରୁ ବାସହରା ହେଲେ ପରିବାର : ସହାୟତା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଭୁର୍ତ୍ତିଗଡ଼ ପଞ୍ଚାୟତର ମେରଡ଼ିକୁପା ଗାଁର ମିଚଲ ପାତ୍ର ଗତ ରବିବାର ଦିନ ନିଜ ଘରେ ଶୋଇଥିବା ସମୟରେ ରାତ୍ର ୧୧ ଘଣ୍ଟା ସମୟରେ ହଠାତ ବର୍ଷା ସହ ଭୀଷଣ ଝଡ ତୋଫାନ ହୋଇଥିଲା । ଯାହାଫଳରେ ମିଚଲ ଓ ତାଙ୍କ ପରିବାର ଶୋଇଥିବା
Read More...

ସେବା ସପ୍ତାହ ପାଳନ ଅବସରରେ କଂଟାବାଂଜି ଭାଜପା ଦ୍ୱାରା ସର୍ବସାଧାରଣ ସ୍ଥାନ ସାନିଟାଇଜ୍‌

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଭାଜପା ଦ୍ୱାରା ସହରରେ ଥିବା ସର୍ବ ସାଧାରଣ ସ୍ଥାନ ଆଜି ସାନିଟାଇଜ୍‌ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ପାଳିତ ହେଉଥିବା ସେବା ସପ୍ତାହ ପାଳନ ଅବସରରେ ସେବା ଦିବସ ପାଳନ ହୋଇଛି ।
Read More...