Daily Archives

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ସଚେତନ ନାଗରିକ ସମ୍ମାନ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ୟ୍ୟ ହାତକୁ ନେଇଛି । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ତୁଷୁରା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…

ତୁଷୁରା, (ଅଜିତ କୁମାର ସାହୁ) : ବଲା‌ଙ୍ଗିର ଜିଲ୍ଲା ତୁଷୁରା ସାମ୍ବାଦିକ ସଂଘ ପକ୍ଷରୁ ବୈଦ୍ୟୁତିକ ସାମ୍ବାଦିକ ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଆଇନ ଓ ଗୃହ ବିଭାଗ ମନ୍ତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା
Read More...

ଖଇନି ଭାବି ଉକୁଣି ମରା ଔଷଧ ଖାଇଦେବାରୁ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ ଜେନା) : ଖଇନି ଭାବି ଉକୁଣି ମରା ଔଷଧ ଖାଇଦେବା ଫଳରେ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ । ପ୍ରାଣ ହରାଇଛନ୍ତି ଗ୍ରାମର ପାଣ୍ଡବ ଦଳବେହେରା(୭୦) ।
Read More...

ଠିକାକାମକୁ ବିରୋଧ କରି ଟିଟିଲାଗଡ ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡର ମ୍ୟୁନିସିପାଲିଟିରେ କାମ କରୁଥିବା ସଫେଇ କର୍ମଚାରୀମାନେ ଠିକା ମାଧ୍ୟମରେ କାମ କରିବାକୁ ମନା କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ମ୍ୟୁନିସିପାଲିଟି ବିଭାଗ ସହ ସଫେଇ କର୍ମଚାରୀମାନଙ୍କ ଠିକା କା କୁ ନେଇ
Read More...

ଝରଣୀ ପଂଚାୟତ ସରପଂଚଙ୍କ ଦ୍ୱାରା ବୌଦ୍ୟୁତିକ ଗଣମାଧ୍ୟମକୁ ଆକ୍ରମଣ ପ୍ରସଙ୍ଗ : ସାଂବାଂଦିକ ସଂଘ, କଂଟାବାଂଜି ଦ୍ୱାରା…

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣକାରୀ ସରପଂଚ, ସରପଂଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାର ଦୁର୍ନୀତିର ତଦନ୍ତ ଦାବୀକଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ କଂଟାବାଂଜି ପ୍ରତିନିଧି ଅନ୍ତିମ
Read More...

ଦୁର୍ନୀତି ପାଇଁ ପୌର ଆଇନକୁ ଦଳି ଦେଲେ

ଡିସ୍‌ପ୍ଲେ ପାଇଁ ୧୦ ଲକ୍ଷ ଟେଣ୍ଡର, ୨୮ ଲକ୍ଷ କାମରେ ହେଲାନିଆଇ ଲଭ୍‌ ବଲାଙ୍ଗିର ନାଁରେ ଟଙ୍କା ହଡପ୍‌ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌର ପରିଷଦ ଆଇନ-୧୯୫୩ର ପାରା ନମ୍ବର ୩୩୭ ଏବଂ ୩୩୮ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସମସ୍ତ
Read More...

କୋଭିଡ୍‌ -୧୯ ପରିଚାଳନାଗତ ନିଷ୍ପତ୍ତିରେ ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରା ନଯାଉ : କୋଶଳ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍‌ -୧୯ ପରିଚାଳନାଗତ ନିଷ୍ପତ୍ତିରେ ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରା ନଯାଉ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଛି । କୁହାଯାଇଛି ଯେ, କୋଭଡ୍‌ -୧୯ ପରିଚାଳନାରେ ସମଗ୍ର ଦେଶ ଓ ଓଡ଼ିଶା ରାଜ୍ୟ ବିଫଳ ହୋଇଛି କହିଲେ
Read More...

ବିଶ୍ୱ ବିଦ୍ୟାଳୟ ଆଇନ ୧୯୮୯ ପରିବର୍ତ୍ତନ ନିଷ୍ପତ୍ତି ବିରୋଧରେ ଏଆଇଡିଏସ୍‌ଓ.ର ସାରା ଓଡିଶା ପ୍ରତିବାଦ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ବିଦ୍ୟାଳୟ ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ୱ ବିଦ୍ୟାଳୟ ହାତରୁ କାଢି ନେଇ ଓପିଏସ୍‌ସି ହାତରେ ନ୍ୟସ୍ତ କରିବା, ସିନେଟ ବ୍ୟବସ୍ଥା ସମ୍ପୁର୍ଣ୍ଣ ହଟାଇ ଦେବା, କୂଳପତି ଚୟନ କମିଟିରେ ସିନେଟରୁ ଜଣେ ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ଦେଇ ରାଜ୍ୟ
Read More...

ପଲସାନୀ ଗ୍ରାମର ଯୁଧିଷ୍ଠିର ମଲ୍ଲିକଙ୍କୁ ସରକାର ଅଭିଶାପ ଦେଇଛନ୍ତି କି ?

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚୟତ ଅଧୀନରେ ଯାଏ ଏକ ଲ୍ଲୀଗ୍ରାମ ପଲସାନୀ । ପଦ୍ମପୁର ତହସିଲ ଅଫିସକୁ ନିର୍ଭର କରିଥାନ୍ତି ଏଠାକାର ଲୋକେ । ଗତ କିଛି ମାସ ତଳେ ଅଦିନିଆ ତୁହାକୁ ତୁହା ବର୍ଷା ହେବା ଫଳରେ ୭୩ ବର୍ଷରେ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୬୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୧୪
Read More...