Daily Archives

ଡ୍ରଗ୍ସ ର‍୍ୟାକେଟ୍‌ ମାମଲା : ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ତାଙ୍କ ୟୁରିନ୍‌ ସାମ୍‌ପଲ୍‌ରେ ମିଶେଇଥିଲେ ପାଣି, ଯାଂଚ…

ବେଙ୍ଗାଲୁରୁ : ଡ୍ରଗ୍ସ ପରୀକ୍ଷା ପାଇଁ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଙ୍କୁ ବେଙ୍ଗାଲୁରୁର କେସି ହସ୍‌ପିଟାଲ୍‌କୁ ଅଣା ଯାଇଥିବା ବେଳେ ସେଠାରେ ତାଙ୍କୁ ୟୁରିନ୍‌ ସାମ୍‌ପଲ୍‌ ଦେବାର ଥିଲା । କିନ୍ତୁ ତାଙ୍କ ୟୁରିନ୍‌ ସାମ୍‌ପଲ୍‌ରେ ପାଣି ମିଶେଇ ରାଗିନୀ ଟେମ୍ପରିଙ୍ଗ୍‌ କରିବାକୁ ଚେଷ୍ଟା
Read More...

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଏମ୍‌ସ୍‌ରେ ପରଲୋକ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ଦିଲ୍ଲୀ ଏମ୍‌ସରେ ଆଜି ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ତାଙ୍କୁ ଦିଲ୍ଲୀ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଆଇସିୟୁରେ ରହିଥିଲେ । ଦୁଇ ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା ।
Read More...

ଗଛରେ ପିଟି ହୋଇ ସ୍କୁଟି ଆରୋହୀ ମୃତ, ଶବ ରଖି ମାଲିକଙ୍କ ଘର ଆଗରେ ଧାରଣା : ଘର ମାଲିକ ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବୁଢ଼ାରଜା ହାଇସ୍କୁଲ ପାଖରେ ଗତକାଲି ରାସ୍ତାକଡର ଏକ ଗଛରେ ସ୍କୁଟି ପିଟି ହେବାରୁ ଏହାର ଆରୋହୀ କୁମ୍ଭାରଗାଁ ର ସାନ ରଣା(୨୮)ଙ୍କ ମୃତ୍ୟୁ ହୋଇଛି । ଫଳରେ ଗତକାଲି ରାତିରୁ ମାଲିକଙ୍କ ଘର ସମ୍ମୁଖରେ ପରିବାର ଲୋକେ ଧାରଣା
Read More...

ଚାଷ କାମ କରୁଛନ୍ତି ବିଧାୟକ ଡ.ମୁକେଶ ମହାଲିଙ୍ଗ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥର କିନ୍ତୁ କୌଣସି ରାଜନିତିର ସଭାସମିତି ପାଇଁ ନୁହେଁ, ଚାଷ କାମ ପାଇଁ ବିଧାୟକଙ୍କ ନିଜ ଗ୍ରାମ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ(ଖ)ରେ ଚଳିତ ବର୍ଷ
Read More...

ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୧୩ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ଯେମିତି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ସେପରି ରାଜ୍ୟରେ ମଧ୍ୟ ବଢ଼ି ବଢ଼ି ଚାଲିଛନ୍ତି ସଂକ୍ରମିତ । ଗତ ୨୪ ଘଂଟାରେ ଓଡ଼ିଶାରେ ୩୯୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଆକାଶରୁ ଖସିଲା ବେଲୁନ୍‌ : ଲୋକେ ଭୟଭୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ସାନଡଙ୍ଗର ଗାଁରେ ଏକ ବଡ ଆକାରର ବେଲୁନ୍‌ ଆକାଶ ମାର୍ଗରୁ ଖସିଛି । ଫଳରେ ଲୋକେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ତେବେ ସ୍ଥାନୀୟ ଲୋକମାନେ ବିଲ କାମ କରିବା ପାଇଁ ଯାଇଥିବା ବେଳେ ଆକାଶ ମାର୍ଗରୁ ବଡ଼ ଆକାରର ବେଲୁନ୍‌
Read More...

ପୋଲ ତଳୁ ମିଳିଲା ଶହ ଶହ ଆଧାର, ପାନ୍ ଓ ଏଟିଏମ୍‌ କାର୍ଡ

ବଣାଇଁ, (ମଣ୍ଟୁ ନନ୍ଦ) : ଦେବଗଡ଼ ଜିଲ୍ଲା ଏବଂ ବଣାଇଁ ସୀମାର ଆମ୍ବ ଗାଁ ନିକଟରେ ଥିବା ଏକ ପୋଲ ତଳୁ ଶହଶହ ଆଧାର, ପାନ୍ ଓ ଏଟିଏମ୍‌ କାର୍ଡ ମିଳିଥିବା କୁହାଯାଇଛି । ଏହା ଗୋଗୁଆ ଗାଁର ପୋଷ୍ଟ ଅଫିସ୍ କର୍ମଚାରୀଙ୍କ ବେପରୁଆ ମନୋଭାବ ବୋଲି ମଧ୍ୟ ଅଭିଯୋଗ ହେଉଛି ।
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ଡେଇଁଲା : ଗତ ୨୪ ଘଂଟାରେ ୯୪,୩୭୨ ନୂଆ ଆକ୍ରନ୍ତ

ନୂଆଦିଲ୍ଲୀ : ଦେଶରେ ଏଇ କିଛି ଦିନ ହେଲା ପ୍ରତ୍ୟହ ୯୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୪୭ ଲକ୍ଷ ଡେଇଁଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ୯୪,୩୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ
Read More...

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତିଙ୍କ ଦେହାନ୍ତ

ଭୁବନେଶ୍ୱର : ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମୋହନ ପତି(ବୁଟୁ)ଙ୍କ ମାତ୍ର ୬୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବିଗତ ଦିନରେ ସେ ଶ୍ୱାସରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ
Read More...

ମାସ୍କ ନ ପିନ୍ଧିଥିବା ଲୋକଙ୍କ ଉପରେ ଜୋରିମାନା : ଗୋଟିଏ ସପ୍ତାହରେ ୧ କୋଟି ଆଦାୟ

ପୁନା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନାରେ କଡ଼ାକଡ଼ି କରାଯାଇଛି ମାସ୍କ ଚେକିଂ । ଯେଉଁମାନେ ମୁହଁରେ ମାସ୍କ ଲଗାଇ ନାହାନ୍ତି ସେମାନଙ୍କ ଚାଲାନ୍‌ କଟାଯାଇ ଗୋଟିଏ ସପ୍ତାହରେ ୧ କୋଟି ଟଙ୍କା ଆଦାୟ ହୋଇଛି । ବିନା ମାସ୍କରେ ବାହାରେ ବୁଲୁଥିବା ୨୭,୯୮୯ ଲୋକଙ୍କ ଚାଲାନ୍‌ କଟାଯାଇଥିବା
Read More...