Daily Archives

ଜଗଦମ୍ବା ଯୁବକ ସଂଘ ବଢେ଼ଇଲା ସହଯୋଗର ହାତ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ଗଲା ଲଘୁଚାପ ବର୍ଷାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଘଟିଥିଲା ଏକ ଦୁଖଃଦ ଘଟଣା। ଲଗାଣ ବର୍ଷାରେ ଏକ ଗରିବ ପରିବାରର ଘର ଭାଙ୍ଗି ଯାଇଥିଲା ଏବଂ କାନ୍ଥ ପଡି ଦୀପା ବାରଲେଣ୍ଡିଆ ମୃତ୍ୟୁବରଣ କରିଥିଲେ ।ବହୁତ ଦୁଃଖ
Read More...

ନୂଆଁ ତହସିଲଦାର ଯୋଗ ଦେବାର ୨ଦିନରେ ୨ଟି ବାଲି ବୋଝେଇ ଗାଡ଼ିରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନିଷ କୁମାର ସାହୁ) : ପ୍ରତିଦିନ ଦେଓଗାଁ ତହସିଲ ଅଧୀନରେ ଥିବା ସୋନଗଡ଼ ନଦୀରୁ ଟ୍ରାକ୍ଟର ଓ ଡମ୍ପର ଯୋଗେ ବାଲି ଚୋରା ଚାଲାଣ ହୋଇଥାଏ । କିଛି ଦିନ ହେଲା ଦେଓଗାଁ ତହସିଲଦାରଙ୍କ ଅନୁପସ୍ଥିତ ଓ ଆରଆଇ.ମାନଙ୍କ ତଦାରଖ ଅଭାବରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଇଥିଲା । ଗତ ୨ ତାରିଖ ଦିନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୩୭ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଆଦର୍ଶପଡ଼ାରୁ ୩, ସିଆର୍‌ପିଏଫ୍‌ କ୍ୟାମ୍ପରୁ ୩, ତୁଲସିନଗରରୁ ୧, ରେଡ଼ିଓଷ୍ଟେସନ
Read More...

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ଉଦ୍ୟାନ ବିଭାଗ କାର୍ୟ୍ୟାଳୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉଦ୍ୟାନ ବିଭାଗର କାର୍ୟ୍ୟାଳୟ ପରିସର ଏବେ ନିଶାଖୋର ବ୍ୟକ୍ତିମାନଙ୍କ ଆଡ୍ଡା ପାଲଟିଛି । ନିର୍ମାଣ କାମ ସାରିବାର ପ୍ରାୟ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି, କିନ୍ତୁ ଯେତେବେଳେ ଗଲେ କାର୍ୟ୍ୟାଳୟରେ ତାଲା ପଡିଛି । ଏହି
Read More...

ପପ୍‌-ଜି ବ୍ୟାନ ପରେ ଅକ୍ଷୟ କୁମାରଙ୍କ ଘୋଷଣା : ଖୁବଶୀଘ୍ର ଦେଶକୁ ମିଳିବ ଏହାର ବିକଳ୍ପ

ନୂଆଦିଲ୍ଲୀ : ଭାରତ ସରକାର ଚାଇନିଜ୍ ଆପ୍ସକୁ ବ୍ୟାନ କରି ପଡ଼ୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକକୁ ଦୋହରାଇଛନ୍ତି । ୧୧୮ଟି ଚାଇନିଜ ଆପ୍ସକୁ ବ୍ୟାନ କରିଛନ୍ତି ଭାରତ ସରକାର । ସବୁଠାରୁ ଖାସ କଥା ହେଉଛି ଲୋକପ୍ରିୟ ଆପ୍ ପପ୍‌-ଜିକୁ ବ୍ୟାନ କରି ଝଟକା ଦେଇଛନ୍ତି ସରକାର। କିନ୍ତୁ ପପ୍‌-ଜି
Read More...

ସଇଁନ୍ତଳାରେ ବସ୍ତା ପିଛା ୬୦୦ଟଙ୍କା ଘଟଣା : ତଦନ୍ତ ବଦଳେ ବିଭାଗୀୟ ଅଧିକାରୀ ଚୁପ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଟିକ୍ରାପଡା, କରମତଲା, ସଇଁନ୍ତଳା, ଶିଷକେଲା, ବେଲଗାଁ, କୁମ୍ଭାରୀ, ଛନଛଡା ଭଳି ଅନେକ ସ୍ଥାନରେ ସାର କଲାବଜାର ହେଉଥିବା ଅଭିଯୋଗ ଏନେଇ ଗତ ୨/୯ଦିନ ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀ
Read More...

ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ
Read More...

ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ସଂଶୋଧନକୁ ନେଇ ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ସେପ୍ଟେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫କୁ ସଂଶୋଧନ କରାଯାଇଛି । ଏହାକୁ ଛାତ୍ର ସଂଗଠନ ଏଆଇଡିଏସଓ
Read More...

ଫୁଲଝରନ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ଫୁଲଝରନ ପ୍ରାଥମିକ ବିଦ୍ୟାଳୟରେ କୋଭିଡ-୧୯ ନିୟମକୁ ଦୃଷ୍ଟିରେ ରଖି ବିନା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁ ଦିବସ ଅବସରରେ ବିଦ୍ୟାଳୟରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ
Read More...

ଲଦାଖ ସୀମାରେ ବଢ଼ୁଛି ଉତ୍ତେଜନା

ଲଦାଖ : ଲଦାଖ ସୀମାରେ ଚୀନ ସହ ବିବାଦ ବଢ଼ିବାରେ ଲାଗିଥିବା ବେଳେ ଉତ୍ତେଜନା ଲାଗି ରହିଛି । ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି ଯେ, ଆଜି ଯେଉଁ ସ୍ଥିତି ଲଦାଖ ସୀମାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ଦୀର୍ଘ ୪୦ ବର୍ଷ ହେଲା ଦେଖିବାକୁ ମିଳି ନଥିଲା । ୧୯୬୨ ପରେ ଏଭଳି ସ୍ଥିତି
Read More...