Monthly Archives

August 2020

ପୁଣି ଦେଶରେ ୬୧,୫୩୭ ଚିହ୍ନଟ : ୯୩୩ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୬୧,୫୩୭ ଜର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତୁ୍ୟ ଘଟିଛି । ଏବେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୮୮,୬୧୧କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୧୪,୨୭,୦୦୫ ଜଣ
Read More...

କଣ୍ଟାବାଞ୍ଜି ତଥା ସମ୍ପୁର୍ଣ୍ଣ ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପୂର୍ଣ୍ଣ ବିଫଳ : ବିଜେପି ଜିଲ୍ଲା ସଭାପତି

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ ଆଇନର ଆଶ୍ରା ନେଇ ଖାଲି ସଟ ଡାଉନ ଘୋଷଣା କରି ନିଜ କର୍ତ୍ୟବ୍ୟ ସାରି ଦେଉଛି ଜିଲ୍ଲା ପ୍ରଶାସନ । କୋଭିଡ ସଂକ୍ରମିତ ରୋଗୀଙ୍କୁ ହୋମ୍ ଆଇସୋଲେସନ୍ କରି ଖୋଲା ବୁଲିବାକୁ ଛାଡି ଦେଇଥିବା ବେଳେ ସଂକ୍ରମିତ ଥିବା ବସ୍ତିକୁ କନଟେନମେଂଟ ଜୋନ ଘୋଷଣା କରି
Read More...

ଅବକାରୀ ବିଭାଗର ଚଢ଼ଉ : ୯୦୦ କେଜି ମହୁଲ ପୋଚ ଓ ୫୮ ଲିଟର ଚୋରା ରନ୍ଧା ମଦ ଜବତ, ଜଣେ ଗିରଫ

ବଙ୍ଗୋମୁଣ୍ଡା,(ଅଶୋକ ନାରାୟଣ ଭୋଇ) -ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ କୁଣ୍ଡାବୁଟୁଲା ପଂଚାୟତର ଡୁମେରପଡା ଗ୍ରାମରେ ଚଢ଼ଉ କରାଯାଇ ୯୦୦ କେଜି ମହୁଲ ପୋଚ,ଏବଂ ୮୫ ଲିଟର ଚୋରା ରନ୍ଧା ମଦ ଜବତ କରାଯାଇଥିବା ଜଣାପଡିଛି । କଣ୍ଟାବାଞ୍ଜି ଅବକାରୀ ନିରୀକ୍ଷକ ଜୋସେଫ ୱାଳିଟିୟାର
Read More...

ଶନିବାର ଓ ରବିବାର ସମ୍ବଲପୁର ସଟ୍ ଡାଉନ

ସମ୍ବଲପୁର(ଦାମୋଦର ପଣ୍ଡା ) : ସମ୍ବଲପୁର କୋଭିଡ ହସ୍ପିଟାଲରେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି, ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ପାଞ୍ଚରେ ପହଁଚିଛି । ଅପରପକ୍ଷରେ ଭିମସାରର ଆଉ ଜଣେ ଡାକ୍ତର ପୋଜିଟିଭ ବାହାରିଥିବା ବେଳେ ସଙ୍ଗରୋଧରୁ ୪୦ ଜଣ
Read More...

କୋଭିଡ-୧୯ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ ଗଣମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାରେ ଯେଭଳି ବ୍ୟାପକ ଭାବରେ କରୋନା ବ୍ୟାପିଲାଣି ତାହା ଚିନ୍ତାର ବିଷୟ ହୋଇଥିବା ବେଳେ ସାରା ଓଡ଼ିଶାକୁ ଏହା ଗ୍ରାସ କରି
Read More...

ଟିଟିଲାଗଡ : ୪ ଦିନ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ କୋରୋନାର କାୟା ବିସ୍ତାରକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାପାଲ୍ ଅରିନ୍ଦମ ଡାକୁଆ ସମ୍ପୁର୍ଣ୍ଣ ବଲାଙ୍ଗିର ଜିଲ୍ଲା କୁ ୮ ରୁ ୧୧ ତାରିଖ ପର୍ୟ୍ୟନ୍ତ ୪ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ନେଇ ଟିଟିଲାଗଡରେ ଜନ ଅସନ୍ତୋଷ
Read More...

ସୃଷ୍ଟି ହେବ ବଙ୍ଗୋପସାଗରରେ ଲଘୁଚାପ : ଓଡିଶାର ଜିଲ୍ଲାମାନଙ୍କୁ ବି ସତର୍କ ସୂଚନା

ଭୁବନେଶ୍ୱର, (କେପିଏନ୍ଏସ୍): ବଙ୍ଗୋପ ସାଗରରେ ଆସନ୍ତା ୯ ତାରିଖରେ ସୃଷ୍ଟି ହେବ । ଲଘୁଚାପରେ ପ୍ରବଳ ବର୍ଷା ସହ ଝଡ ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଓଡିଶାର ଜିଳ୍ଲାମାନଙ୍କୁ ବି ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ । ଜଗତସିଂପୁର, ପୁରୀ, ଗଞାମ ଓ ସୁନ୍ଦରଗଡ ଜିଲ୍ଲାକୁ
Read More...

ପୌରାଂଚଳର ଅପହଂଚ ଇଲାକାରେ ପହଂଚୁ ପ୍ରଶାସନ

କରୋନା ସଚେତନତା ଓ ମାକ୍ସ ବଂଟନ କଲେ ସ୍ୱେଚ୍ଛାସେବୀବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର କେନ୍ଦ୍ରୀୟ ବିଦ୍ୟାଳୟ ପଛପଟେ ଥିବା ନିଖିଲନଗର, ଡେମପଡାରେ କରଙ୍ଗାକଟା ବଂଚାଅ ଅଭିଯାନ ପକ୍ଷରୁ ମାକ୍ସ ବଂଟନ କରାଯାଇଛି । ସହରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ
Read More...

ଦେଶୀ ରନ୍ଧା ମଦ କାରବାରରେ ମହିଳା ସମେତ ୨ କୋର୍ଟ ଚାଲାଣ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ଆଜି ପାଟଣାଗଡ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୫୦ ଲିଟର ଦେଶୀ ରନ୍ଧା ମଦକୁ ଜବତ କରିବା ସହ ୨ ଜଣ ମଦ ବେପାରୀଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ
Read More...
error: Content is protected !!