Monthly Archives

August 2020

ସାଂସଦ ସୁରେଶ ପୂଜାରୀ କରୋନା ପୋଜେଟିଭ

ବରଗଡ଼, (କେପିଏନ୍ଏସ୍) : ଘୋଟି ଚାଲିଛି କରୋନା । ଲୋକେ ଛାନିଆଁ । ଏତିକି ବେଳେ ରାଜ୍ୟର ଆଉ ଜଣେ ବିଜେପି. ସାଂସଦ କରୋନା ପୋଜେଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ଼ ସାଂସଦ ସୁରେଶ ପୂଜାରୀ ସଂକ୍ରମିତ ହୋଇଥିବା ନେଇ ନିଜେ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି । ସେ ହୋମ ଆଇସୋଲେସଲରେ ରହି ସୁସ୍ଥ
Read More...

ଭୀମ ଭୋଇ ମେଡ଼ିକାଲରେ ତୁମୁଳ କାଣ୍ଡ : ରୋଗୀ ମୃତ, ଡାକ୍ତର ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଭୀମ ଭୋଇ ମେଡ଼ିକାଲରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ହୋଇଛି । ସୂଚନାଯୋଗ୍ୟ ଯେ, ଆଜି ସକାଳୁ ପ୍ରାୟ ୯ଟା ସମୟରେ ବିଷ୍ଣୁମୁଣ୍ଡାର
Read More...

ଆରଓବି ପକ୍ଷରୁ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଶୀର୍ଷକ ୱେବିନାର

• ନୂତନ ଶିକ୍ଷା ନୀତିରେ ପ୍ରତ୍ୟେକ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି• ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବ• ବର୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ହୋଇଛି ନୂଆ ଶିକ୍ଷାନୀତି• ଶିକ୍ଷା ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ
Read More...

ଏମାନେ ଅନାଥ ନୁହନ୍ତି : ତୁଳସୀ ଜୈନ

ସ୍ୱାର୍ଥପର ସଂସାର । କ୍ଷୁଦ୍ର ଲୋଭ ଯୁଗ ଯୁଗ ଧରି ମଣିଷର ଚେତନାକୁ ଗ୍ରାସ କରି ରଖିଛି । ସଭ୍ୟତାର ବଳିଷ୍ଠ କ୍ରମବିବର୍ତ୍ତନ ମଧ୍ୟ ଏହି ଆଦିମ ସଂଜ୍ଞାକୁ ପରିମାର୍ଜିତ କରିପାରି ନାହିଁ । "ମୁଁ ଏବଂ ମୋର' ମଧ୍ୟରେ ଆହୁରି ବିସ୍ତୃତି ସୀମିତ । ଏଭଳି ସମୟରେ ଶିବ ପ୍ରସାଦ ପାଣ୍ଡିଆଙ୍କ ଭଳି
Read More...

ଅଣାୟତ୍ତ କରୋନା ସଂକ୍ରମଣ : ବଲାଙ୍ଗିର ଜିଲ୍ଲାରେ ଆଜି ୪୩ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ । ବଲାଙ୍ଗିର ଜିଲ୍ଲାରେ ଆଜି ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଆଜି ୯ ଜଣ ମହିଳା ରହିଛନ୍ତି । ଆଜି ବଲାଙ୍ଗିର ପୌରାଂଚଳର ୨୨ ଜଣ ରହିଥିବା ବେଳେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା କୋଭିଡ
Read More...

ମଦୁଆଙ୍କ ଆଡ୍ଡା ପାଲଟିଛି ସଇଁନ୍ତଳା ବିଦ୍ୟୁତ କାର୍ୟ୍ୟଳୟ

ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁତଲା ବିଦ୍ୟୁତ କାର୍ୟ୍ୟଳୟ ଏବେ ମଦୁଆଙ୍କ ଆଡ୍ଡା ପାଲଟିଛି।ଏହି ଅଫିସ କାର୍ୟ୍ୟଳୟ ଆଗରେ କୁଢ଼ କୁଢ଼ ବିଅର ବୋତଲ ପଡି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ତେବେ ଏହି ଅଫିସ ସମ୍ମୁଖରେ ଏକ ଆଧାର କାର୍ଡ ସଂଶୋଧନ
Read More...

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ନୂତନ ନିର୍ଦେଶାବଳୀ

ବୌଦ୍ଧ, (କେପିଏନ୍ଏସ୍) : କରୋନା ସଂକ୍ରମଣ ତଥା ଜନସାଧାରଣଙ୍କ ଜୀବିକାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ନୂତନ ନିର୍ଦେଶାବଳୀ । ଆସନ୍ତା ୧୦ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ନୂତନ ନିଦେ୍ର୍ଧଶାବଳୀ ବଳବତ୍ତର ରହିବାକୁ କୁହାଯାଇଥିବା ବେଳେ ଏ ସମୟ ମଧ୍ୟରେ
Read More...

୨୮ ଜିଲ୍ଲାରୁ ୧୬୪୩ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : କମିବାର ନାଁ ନେଉନାହିଁ କରୋନା ସଂକ୍ରମଣ । ଆଜି ୨୮ ଜିଲ୍ଲାରୁ ୧୬୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ଅନୁଗୁଳରୁ ୧୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭, ଭଦ୍ରକରୁ ୨, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକରୁ ୯୮, ଢେଙ୍କାନାଳରୁ ୩୬, ଗଜପତିରୁ ୩୫,
Read More...

ଲକ୍‌ଡ଼ାଉନ୍‌ରେ ବିଦେଶୀ ଫଳ ଡ଼୍ରାଗନ୍ ଦେଇଛି ବଞ୍ଚିବାର ରାହା

ଯୁବ ଡ଼୍ରାଗନ୍ ଚାଷୀଙ୍କ ସଫଳ କାହାଣୀକଳାହାଣ୍ଡି, (କେପିଏନେସ) : ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ ପାଆନ୍ତି ସେଠାକାର ଲୋକେ । ତେବେ ଧୀରେ ଧୀରେ ଭାରତର ବିଭିନ୍ନ ପ୍ରାନ୍ତରେ
Read More...

କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ସୀମାଂଚଳ ପଣ୍ଡାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ

ବ୍ରହ୍ମପୁର, (କେପିଏନ୍ଏସ୍) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର "ନବୀନ'ର ସାମ୍ବାଦିକ ସୀମାଂଚଳ ପଣ୍ଡାଙ୍କ ଗତ ଜୁଲାଇ ୧୩ ତାରିଖରେ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେଣୁ ରାଜ୍ୟ ସରକାର କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ୧୫
Read More...
error: Content is protected !!