Monthly Archives

August 2020

ଲୋକକଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା!

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ କାଳରେ ସମସ୍ତ ବର୍ଗଙ୍କ ପାଇଁ ରାଜ୍ୟ ସରକାର ସହଯୋଗ ନିମନ୍ତେ ଯୋଜନା ପ୍ରଣୟନ କରିଥିବା ବେଳେ କଳାକାରମାନଙ୍କ ପ୍ରତି ଅଣଦେଖା କରିଥିବା ମନେ ହେଉଛି । ଏପରିକି ୫ ମାସ ପୂର୍ବରୁ କଳାକାରମାନଙ୍କଠାରୁ କାମ ନେଇ ରାଜ୍ୟ ସରକାର ସେମାନଙ୍କୁ ଉଚିତ୍
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ସର୍ବାଧିକ ୫୯ : ୩୩ ପୁରୁଣା ଓ ୨୬ ନୂଆ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାରୁ ସର୍ବାଧିକ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ପୁରୁଣା ରୋଗୀଙ୍କୁ ତାଲିକାରେ ସାମିଲ୍ କରାଯାଇଛି । ନୂଆ ତାଲିକାରୁ କରୋନା ଯୋଦ୍ଧାଙ୍କ ସହିତ ଟିଟିଲାଗଡ଼ ବ୍ଲକରୁ
Read More...

କବିତା : ଭଁଟାକେ ଯଉଛୁ ପହେଲା ହେଇ

ଦେଖରେ ପୁତା,ଭଁଟାକେ ଯଉଛୁ ପହେଲା ହେଇଆକାଶ ବଢେ଼ ଉସାର୍ ପିସାର୍ଯେତକି ଭଲକେ ସେତକି ଅସାର୍ଇନର୍ କଥା କାହିଁ ଜାନବୁ ତୁଇ! ଚାପର୍ ଏଡ଼କି ଗୁଡ଼ା ଭିତରେଦିନ୍ ସରୁଥିଲା ତୋର୍ବିପଦେ ଆପଦେ ତୋର୍ ଉପରେଆଏଁଖ୍ ଟେ ଥିଲା ମୋର୍ । ପାଆଁଲିଲା ତୋର୍ ଡେନା ଯେନ୍ତାଉଡ଼ବାର୍ ଶିଖାଲିଁ ତତେପଡ଼ି
Read More...

ବିଜାଖମନ ରାସ୍ତାରେ ବଢ଼ୁଛି ଲୁଟ୍ ତରାଜ୍ : ଜଣେ ଗିରଫ୍, ୪ ଫେରାର୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିଟିଲାଗଡ଼ ରୋଡ଼ରେ ବାରମ୍ବାର ଡକାୟତି, ଲୁଟ୍ ତରାଜ୍, ରାହାଜାନି ହେଉଥିବା ବେଳେ ଅସାମାଜିକ ତତ୍ତ୍ୱଙ୍କର କାୟା ବିସ୍ତାର ବିଢ଼ି ଚାଲିଛି । ସାମାନ୍ୟ ଟଙ୍କା ଲୁଟ୍ ପାଇଁ ଲହୁଲୁହାଣ ହେଉଛନ୍ତି ନିରୀହ ଲୋକେ । ଆଜି ଏହାର ଆଉ ଏକ ଉଦାହରଣ ଦେଖିବାକୁ
Read More...

ବରଗଡ଼ ନୁଁ ଫେର୍ ୧୦

ବରଗଡ଼, (କେପିଏନ୍ଏସ୍) : ଆଏଜ୍ ବରଗଡ଼ ନେ ଫେର୍ ୧୦ ଝନ୍ କରୋନା ସଂକ୍ରମିତ୍ ବାହାରିଛନ୍ । ଗଲାକାଲି ୫୧ ଝନ୍ ବାହାରିଥିଲେ । କରୋନା ସଂକ୍ରମଣ୍ କେ ନେଇ କରି ଲୋକ୍ ମାନକର୍ ଭିତ୍ରେ ଡର୍ ଡରନିଆଁ ଥିତି ଦେଖବାକେ ମିଲୁଛେ । ସାରା ଜିଲା ଥି କରୋନା ଖେପି ଚାଲିଛେ । କିଛି ବି ଛେକେନ୍ କେ ନେଇଁ
Read More...

କୁକୁଡାହାଡ ସରକାରୀ ପ୍ରାଥମିକ ସ୍କୁଲରେ ଚୋରୀ

 ୯ଟି ସିଂଲିଙ୍ଗ ପଙ୍ଖା, ୨ଟି ସମରସେବୁଲ ମୋଟର ଓ ପାଇପ ଚୋରୀ ସାଢେ ତିନି ବସ୍ତା ଏମଡିଏମ ଚାଉଳ ସହ କୋରେନଟାଇନ ସେଂଟରର ଜିନିଷ ପତ୍ର ମଧ୍ୟ ଚୋରୀ ହେଲାକଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଥାନା ଅଧୀନସ୍ଥ କୁକୁଡାହାଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚୋରୀ ହୋଇଥିବା ଘଟଣା ସୋମବାର
Read More...

ଏଇ ସପ୍ତାହରେ ବାହାରିବ +୨ ବିଜ୍ଞାନ ଫଳାଫଳ

ଭୁବନେଶ୍ୱର, (କେପିଏନ୍ଏସ୍) : ଅଗଷ୍ଟ ୧୫ ତାରିଖ ସୁଦ୍ଧା +୨ ବିଜ୍ଞାନ ଫଳାଫଳ ପ୍ରକାଶ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏ ସଂପର୍କରେ ସଂପୃକ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା ଦିନେ ଦୁଇ ଦିନ ଭିତରେ ହେବ ବୋଲି ବିଶ୍ୱାସ କରାଯାଉଛି । ସୂଚନା
Read More...

କାଳିଆ ଟଙ୍କା ଫେରସ୍ତ ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର, (କେପିଏନ୍ଏସ୍) : ଅଯୋଗ୍ୟ କାଳିଆ ହିତାଧିକାରୀମାନଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ପ୍ରକି୍ରୟା ଚାଲିଥିଲା, ତାହା ଏବେ ସ୍ଥଗିତ କରାଯାଇଛି । ତେବେ ମହାମାରୀ କରୋନା ସଂକ୍ରମଣ ସମୟକୁ ଆଖି ଆଗରେ ରଖି ତଥା ଚାଷୀମାନଙ୍କ ଖରିଫ୍ ଚାଷରେ ବ୍ୟସ୍ତ ଥିବା
Read More...

ରାଜ୍ୟରେ ଆଜି ୧୫୨୮ ଜଣ ଆକ୍ରାନ୍ତ, ୧୪ ଜଣ ମୃତ

ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଆଜି ୧୫୨୮ ଜଣ ପଜେଟିଭ୍ ବାହାରିଥିବା ବେଳେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୪୭,୪୫୫କୁ ବୃଦ୍ଧି ପାଇଛି । ପୁଣି ଆଜି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ତେବେ ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧୦, ଭଦ୍ରକରୁ ୭୦,
Read More...

ଦେଶରେ ଆଜି ଗତ ୨୪ ଘଂଟାରେ ୬୨,୦୬୪ ଆକ୍ରାନ୍ତ, ୧୦୦୭ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ସବୁ ପ୍ରକାର ଆକଟକୁ ଅତିକ୍ରମ କରି କ୍ଷୀପ୍ର ବେଗରେ ବଢ଼ି ଚାଲିଛି କରୋନା । ଆଜି ୨୪ ଘଂଟା ମଧ୍ୟରେ ୬୨,୦୬୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୦୦୭ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା କରୋନା ୪୩ ହଜାର ୩୮୬
Read More...
error: Content is protected !!