Monthly Archives

August 2020

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘର

ବୌଦ୍ଧ,(ବଂଶୀଧର ମାଝୀ): ଗତକାଲି ବିଳମ୍ବିତ ରାତିରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପିତ୍ତ ଛତ୍ରଙ୍କ ଚାଳ ଛପର ଘର କାନ୍ଥ ଭାଙ୍ଗିଯାଇଛି । ତେବେ ଘରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କେବୁଲ ବୋଝେଇ ଆଇଚର : ଅଳ୍ପକେ ବର୍ତିଲେ ଚାଳକ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥ ପୁରୁଣା କଟକ ଥାନା ଆଡେନିଗଡ଼ ଫାଣ୍ଡି ଅଧିନ ରାଣିଗଞ୍ଜ ନିକଟରେ ଏକ ଆଇଚର ଗାଡି ଭାରସାମ୍ୟ ହରାଇ ରାସ୍ତା ତଲକୁ ଖସି ପଡିଥିବା ଜଣା ପଡ଼ିଛି । ଗାଡିଟି ଭୁବନେଶ୍ୱରରୁ କେବୁଲ ବୋଝେଇ କରି
Read More...

ସଂବିତ ପାତ୍ରଙ୍କ ଗିରଫ ଦାବୀ କଲା ବଲାଙ୍ଗିର ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଆଦର୍ଶ ଟାଉନ ଥାନାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ରଙ୍କ ଗିରଫ ଦାବୀ କରିଛି ବଲାଙ୍ଗିର ଯୁବ କଂଗ୍ରେସ । ଅଭିଯୋଗ କରାଯାଇଛି ଯେ, ସଂବିତ ପାତ୍ରଙ୍କର ଅପମାନସୂଚକ ମନ୍ତବ୍ୟ ଓ ଦୁର୍ବବ୍ୟବହାରରେ ଭାରତୀୟ ଜାତୀୟ କଂଗ୍ରେସର
Read More...

ଦେଶରେ ୬୪,୫୩୩ ଓ ଓଡ଼ିଶାରୁ ୧୯୭୭ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୩୩୨

ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୪,୫୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରୁ ସର୍ବାଧିକ ୧୯୭୭ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୫୬, ବରଗଡ଼ରୁ ୨୨, ଭଦ୍ରକରୁ ୧୧୮, ବଲାଙ୍ଗିରରୁ ୭, ବୌଦ୍ଧରୁ ୫, କଟକରୁ
Read More...

ଶିକ୍ଷକତା ପେସା, କିନ୍ତୁ କୋଶଲୀ ସଙ୍ଗୀତ ନିଶା : ଜନକ ସେଠ

ସଇଁନ୍ତଲା, (ଅଜିତ କୁମାର ସାହୁ) : : ଛୋଟ ବେଳୁ ରେଡିଓରେ ଗୀତ ଶୁଣୁ ଣୁଣୁ କୋଶଲୀ ଗୀତ ପ୍ରତି ଆକୃଷ୍ଟ ହେଇଥିଲେ । ଧିରେ ଧିରେ ନିଜେ ଲେଖି ଗାଇବା ଆରମ୍ଭ କଲେ । ଗୀତ ଲେଖି ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ଗୀତ ମଧ୍ୟ ପଠାଉଥିଲେ । ନବୋଦୟ ବିଦ୍ୟାଳୟ ବେଲପଡାରେ ପଢ଼ିବା ସମୟରେ ସାଙ୍ଗ ସାଥୀ
Read More...

ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଦ୍ୱାରା ଇ-ପାସ୍‌ ମଡ୍ୟୁଲ ଉଦ୍‌ଘାଟିତ

• ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ ଅଧୀନରେ ଏହି ମଡ୍ୟୁଲ ସିଆରଆଇଏସ୍‌ ଦ୍ୱାରା ବିକଶିତ• ଏହା ଅନ୍‌ଲାଇନ ପାସ୍‌ ଜେନେରେସନ ଏବଂ ରେଳ କର୍ମଚାରୀଙ୍କ ଟିକେଟ ବୁକିଂରେ ସହାୟକ ହେବ• ରେଳ କର୍ମଚାରୀ ଯେକୌଣସି ସ୍ଥାନରୁ ଅନ୍‌ଲାଇନ ପାସ୍‌ ପାଇଁ ଆବେଦନ ଏବଂ ଇ-ପାସ୍‌ ଜେନେରେଟ କରିପାରିବେ
Read More...

ସମ୍ବଲପୁର ମହାନଗର ନିଗମର ନୂତନ କମିଶନର ଭାବେ ଅନିରୁଦ୍ଧା ପଧାନଙ୍କ ଦାୟିତ୍ୱ ଗ୍ରହଣ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ମହାନଗର ନିଗମର ନୂତନ କମିଶନର ଭାବେ ଅନିରୁଦ୍ଧା ପଧାନ ଗୁୁରୁବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ସମ୍ବଲପୁର ଉପ ଜିଲ୍ଲାପାଳ ଥିଲେ, ତାଙ୍କ ସ୍ଥାନରେ ଯୁବ ଆଇଏଏସ ସୂର୍ୟ୍ୟବଂଶୀ ମୟୂର ବିକାଶଙ୍କୁ ନିଯୁକ୍ତି ଦିଆଯାଇଛି । ନିଗମର କମିଶନର ଥିବା
Read More...

ଗୋଟିଏ ଦିନରେ ଭାରତରେ ରେକର୍ଡ ୫୬,୩୮୩ କରୋନା ମୁକ୍ତ

• ଏବେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ ୧୭ଲକ୍ଷ• ଆରୋଗ୍ୟଙ୍କ ହାର କ୍ରମାଗତଭାବେ ବଢୁଛି, ଆକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁହାର ଆହୁରି ହ୍ରାସ ପାଇ ଏବେ ୧.୯୬ ପ୍ରତିଶତ ନୂଆଦିଲ୍ଲୀ, (ପିଆଇବି) : ଭାରତରେ କରୋନା ମୁକାବିଲା କ୍ଷେତ୍ରରେ ଗତ କାଲି ସୁଦ୍ଧା ଏକ ନୂଆ ସଫଳତା ମିଳିଛି । ଗୋଟିଏ
Read More...

ପୋଲ ନିର୍ମାଣ ନିମନ୍ତେ ଦାବୀ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ଅଧିନସ୍ଥ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ନିକଟସ୍ଥ ବଘଲା ଗ୍ରାମର ନଡିଆବନ୍ଧ ରାସ୍ତାର ନାଳ ଦେଇ ଶହ ଶହ ଲୋକ ଯାତାୟତ କରୁଛନ୍ତି । ନାଳର ଆରପଟେ ବହୁତ ଚାଷୀଙ୍କର ଖେତବାଡି ଥିବାରୁ ତାଙ୍କୁ ନିତିଦିନ ଏହି ଅପନ୍ତରା ରାସ୍ତା ଦେଇ ଗତି କରିବାକୁ
Read More...

ରାଜ୍ୟରେ ପ୍ରଥମ ଥର ଜଣେ ଡାକ୍ତରଙ୍କ ଜୀବନ ନେଲା କରୋନା

ସମ୍ବଲପୁର (ଦାମୋଦର ପଣ୍ଡା) : ରାଜ୍ୟରେ କରୋନା ପ୍ରଥମ ଥର ଜଣେ ଡାକ୍ତରଙ୍କ ଜୀବନ ନେଇଛି । ହୀରାକୁଦ ଇଏସ୍ଆଇ ଡାକ୍ତରଖାନାର ଡାକ୍ତର କୁଳମଣୀ ସୁନା କରୋନା ଆକ୍ରାନ୍ତ ହୋଇ ଗୁରୁବାର ପ୍ରାଣ ହରେଇଛନ୍ତି । ସେ ସମ୍ବଲପୁର ସହର ଷ୍ଟେସନପଡ଼ାର ମୂଳ ବାସିନ୍ଦା, ଯେଉଁ ପଡା ଏବେ କରୋନାର ହଟ୍ ସ୍ପଟ୍
Read More...