Monthly Archives

August 2020

ମୋ ବାପାଙ୍କ ପ୍ରତି ଅନ୍ୟାୟ କରିଛି ପ୍ରଶାସନ : ଦିବ୍ୟାଙ୍ଗ ଝିଅ ରୂପାଲି

କଂଟାବାଂଜି ଝାଙ୍କରପଡାସ୍ଥିତ ପିଡବ୍ଲୁଡି ରାସ୍ତା ଜବର ଦଖଲ ଉଛେଦ ମାମଲା : ଖବରଦାତା ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତକଂଟାବାଂଜି, (ଗୁରୁଦୟାଲ ହଂସ) : ଗତ ତା୧୪/୮/୨୦୨୦ ଦିନ କଂଟାବାଂଜି ଝାଙ୍କରପଡାଠାରେ ପିଡବ୍ଲୁଡି ରୋଡ ଉପରେ ୬ଟି ଦୋକାନ ଗୃହ ନିର୍ମାଣ ହୋଇଥିବା ଜବର ଦଖଲକୁ ଟିଟିଲାଗଡ
Read More...

ଲୋଇସିଂହାରେ ସଟଡାଉନ ଘୋଷଣା କଲେ ସରପଞ୍ଚ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲା ଲୋଇସିଂହା ସ୍ଥିତ ନୂଆପଡାଠାରେ ଶନିବାର ଆଠ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ନୂଆପଡା ଏରିଆକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳରେ ସମସ୍ତ ପ୍ରକାର ଗମନାଗମନକୁ ନିଷିଦ୍ଧ କରାଯାଇଛି । ଏଥିସହିତ ଲୋଇସିଂହା
Read More...

ବରଗଡ଼ରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରରେ ନୂଆଁଖାଇ ଲଗ୍ନ ଧାର୍ୟ୍ୟ ହୋଇଛି । ଆସନ୍ତା ଅଗଷ୍ଟ ୨୨ ତାରିଖ ରାତ୍ରୀର ନିଶାର୍ଦ୍ଧ ପରେ ୨୩ ତାରିଖ ରବିବାର ସକାଳ ପୂର୍ବରୁ ଶୁନଶାନ ସମୟରେ ଦେବୀଙ୍କଠାରେ ନୂଆଁଖାଇ ଭୋଗ ଲାଗି ହେବ । ୨୩ ତାରିଖ ରବିବାର ଭାଦ୍ରବ
Read More...

ବରଗଡ଼ରୁ ଆଜି ୪୮ ଆକ୍ରାନ୍ତ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସିମେଣ୍ଟ ନଗରରୁ ୩, ବରଢେ଼ାଲରୁ ୧, ବୀରମାଲରୁ ୩, ଖଣ୍ଡତାରୁ ୧, କଟାପାଲିରୁ ୨, ଡାଙ୍ଗରୁ ୧, ଆଠଗାଁରୁ ୧, ବିକାଶ କପ୍ଲେକ୍ସ ବରାହଗୁଡ଼ାରୁ ୬, ସୁଧା କ୍ଲିନିକ ଖଜୁରଟିକ୍ରାରୁ ୧, ସହରର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ୨୭ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ପୌରାଂଚଳରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ପୌରାଂଚଳରୁ ୬ ଜଣ ରହିଛନ୍ତି । ତେବେ ସଂପୃକ୍ତ ପୌରାଂଚଳର ଇନ୍ଦିରାନଗରରୁ ୧, ଖଲିଆପାଲିରୁ ୧, ସୁଦପଡ଼ାରୁ ୧, ଗେଟ୍‌ସରୋବରପଡ଼ାରୁ ୧, ବଡ଼ପଡ଼ାରୁ ୧ ଓ
Read More...

ପଦାରେ ପଡିଲା ବ୍ଲକ ପ୍ରଶାସନର ଅବହେଳା : ଜରାଜୀର୍ଣ୍ଣ ଘରେ ରାତ୍ରୀଯାପନ ବେଳେ କାନ୍ଥ ଭାଙ୍ଗି ଜଣେ ମୃତ, ୪ ଗୁରୁତର

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଦେଉଲଗାଁ ଗ୍ରାମ ପଂଚାୟତ ଘୁନଘୁଟିପାଲି ଗ୍ରାମରେ ଗତକାଲି ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ଜଣେ ମୃତ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ଅନୁଯାୟୀ, ଘୁନଘୁଟିପାଲି
Read More...

ବନ୍ଦ ଡାକରାକୁ ସଫଳ କରିବା ପାଇଁ ମାଓବାଦୀଙ୍କ ପୋଷ୍ଟର

କଳାହାଣ୍ଡି/ ବାଲିଗୁଡା , (କେପିଏନ୍‌ଏସ୍‌) : କନ୍ଧମାଳ ଜିଲ୍ଲା ୫୯ ନମ୍ବର ଜାତୀୟ ରାଜପଥ ଗୋପାଳପୁର ରାୟପୁର ରାସ୍ତା କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଦାରିଙ୍ଗବାଡି ଛକରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ପୋଷ୍ଟରରେ ଅଗଷ୍ଟ ୧୮ ରୁ ୨୪ ବନ୍ଦ ଡାକରାକୁ ସଫଳ କରିବାକୁ ମାଓ
Read More...

୪ ମାସ ମଧ୍ୟରେ ଉଠିଲା ପିଚୁ : ବିଶ୍ୱନାଥପୁର-ବନ୍ଧପାରି ରାସ୍ତା ନିର୍ମାଣରେ ନିମ୍ନମାନର କାର୍ୟ୍ୟ ଅଭିଯୋଗ

କଳାହାଣ୍ଡି, (କେପିଏନ୍‌ଏସ୍‌): ବର୍ଷା ଦିନ ଆସୁ ଆସୁ ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏମିତିକି ନୂଆ କରି ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଅବସ୍ଥା ବି ଖରାପ। ନିର୍ମାଣ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବଡ ବଡ
Read More...

ଅବସରପ୍ରାପ୍ତ ସୈନିକ ଶିବଶରଣ ମିଶ୍ର ସମ୍ମାନିତ

ରାଉରକେଲା, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରେ ରାଉରକେଲାରେ ‘ସେଲୁଟ୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକ ଶିବଶରଣ ମିଶ୍ରଙ୍କ ସମ୍ମାନିତ କରାଯାଇଛି । ତେବେ ସ୍ଥାନୀୟ ଜେପି ହସ୍‌ପିଟାଲର ସଭା କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମିଶ୍ରଙ୍କ
Read More...

ପୌର ପରିଷଦକୁ ମହାନଗର ନିଗମ ଘୋଷଣାର ସାତ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ  ନିର୍ବାଚନ ହୋଇନାହିଁ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ପୌର ପରିଷଦକୁ ମହାନଗର ନିଗମ ଘୋଷଣାର ସାତ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ନିର୍ବାଚନ ହୋଇନାହିଁ । ରାଜ୍ୟରେ ପୌର ନିର୍ବାଚନ ହେବା ସମୟରେ ଏଠି ନିର୍ବାଚନ ହେବା ନେଇ ଅନିଶ୍ଚତତା ଦେଖା ଦେଇଛି ।ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବା ପରେ
Read More...