Monthly Archives

August 2020

ଅଙ୍ଗାରକାମ୍ଳ ନିୟନ୍ତ୍ରଣ ପାଇଁ ଜଙ୍ଗଲର ମାନ ବୃଦ୍ଧି ଓ ଅଧିକ ବନାଞ୍ଚଳ ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି :…

• ନଦୀ ଓ ସମୁଦ୍ରରେ ଡଲ୍‌ଫିନ ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଶୀଘ୍ର ଆରମ୍ଭ ହେବ ‘ପ୍ରୋଜେକ୍ଟ ଡଲ୍‌ଫିନ’: ପରିବେଶ ମନ୍ତ୍ରୀ• ସବୁଜିମା ବୃଦ୍ଧି ପାଇଁ ସଫଳ ରାଜ୍ୟକୁ ପୁରସ୍କୃତ କରିବା ନେଇ ଅର୍ଥ କମିଶନ ଉଦ୍ୟମକୁ ପରିବେଶ ମନ୍ତ୍ରୀଙ୍କ ସ୍ୱାଗତ• କେନ୍ଦ୍ରୀୟ ଟିକସ ବଣ୍ଟନବେଳେ ଉତ୍ତମ ଜଙ୍ଗଲ
Read More...

ବୌଦ୍ଧ ଜିଲ୍ଲାର କୁନି ଚିତ୍ରଶିଳ୍ପୀ ସ୍ବସ୍ତିକ ସର୍ବଭାରତୀୟ ସ୍ତରରେ ତୃତୀୟ

ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସ୍ୱସ୍ତିକ ଜଣେ କୁନି ଚିତ୍ରଶିଳ୍ପୀ ଭାବରେ ଜିଲ୍ଲାରେ ବେଶ ପରିଚିତି ଅର୍ଜନ କରିଛନ୍ତି । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଜହ୍ମାପଙ୍କ ଗ୍ରାମର ସତ୍ୟନାରାୟଣ ପ୍ରଧାନ ଓ ମାତା ନିଳୀମା ପ୍ରଧାନଙ୍କ ୧୦ବର୍ଷର ପୁଅ ଅଟନ୍ତି ସ୍ବସ୍ତିକ ସୁଚିନ୍ତନ
Read More...

ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରିଚ୍‌ପାଲ୍‌ ସାଗର ନିଲମ୍ବିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ୍‌ ଶିକ୍ଷା ଅଧିକାରୀ ରିଚ୍‌ପାଲ୍‌ ସାଗର ନିଲମ୍ବିତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୪ ଅଗଷ୍ଟ ରାଜ୍ୟ ସରକାରଙ୍କ ତରଫରୁ ଏକ ପତ୍ର ଜରିଆରେ ରିଚ୍‌ପାଲ୍‌ ସାଗରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୯ ମସିହା
Read More...

ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କଲେ ବିଧାୟକ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ନିକଟସ୍ଥ ନଅଗାଁସ୍ଥିତ ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କରିଥିଲେ । କୋବିଡ-୧୯ ଅନୁଯାୟୀ ମୁହଁରେ ମାସ୍କ ପିନ୍ଧିବା ସହିତ ସଂପୁର୍ଣ୍ଣ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ
Read More...

ଲୋଇସିଂହା ସମେତ ସମସ୍ତ ପୁରପଲ୍ଲୀରେ ୭୪ତମ ସ୍ୱାଧୀନତା ଦିବସ ପାଳନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବ୍ଲକ ସଦର ମହକୁମା ସମେତ ପୁରପଲ୍ଲୀରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଲୋଇସିଂହା ଜନ କଲ୍ୟାଣ ଯୁବ ସାମ୍ମୁଖ୍ୟ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଆୟୋଜିତ ସ୍ୱାଧୀନତା ଦିବସରେ ମୁଖ୍ୟଅତିଥି ଭାବେ ଷ୍ଟାଡିୟମ
Read More...

ଯାଦବ ଭବନରେ ଉଡିଲା ତ୍ରିରଙ୍ଗା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୪ତମ ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲା ଯାଦବ ସମାଜ ଭବନ ଠାରେ ଉଡ଼ିଥିଲା ତ୍ରିରଙ୍ଗା । ଏଥିରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଡମନ ବଗର୍ତ୍ତୀ, ଖରତ
Read More...

ଘରୋଇ ବସ ମାଲିକ ସଂଘର ସ୍ୱାଧୀନତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସକୁ ମହା ସମାରୋହରେ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ପରିସରରେ ପାଳିତ ହୋଇଛି । କରୋନା ସମୟରେ ବସ୍‌ ଗୁଡିକର ଚଳାଚଳ ସାଧାରଣ ହେଉନଥିବା ବେଳେ ମଧ୍ୟ ସ୍ୱାଧୀନତା ଦିବସକୁ ଆଖି ଆଗରେ ପାଳନ କରାଯାଇଥିଲା ।
Read More...

୧୦ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟାସ୍ଥିତି ଆଲୋଚନା କଲେ ଶାସନ ସଚିବ ଅସିତ ତ୍ରିପାଠୀ

ବୌଦ୍ଧ,(ବଂଶୀଧର ମାଝୀ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ପାଇଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାସହ ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲା
Read More...

ମିଳୁନି ୟୁରିଆ ସାର ଚିନ୍ତାରେ ଚାଷୀ : ୧୨ଟି ପେକ୍ସକୁ ଆସିଥିବା ସାର ଗଲା କୁଆଡେ ?

ଦେଓଗାଁ, (କିଶୋର କୁମାର ସାହୁ) : ଚାଷ ଆରମ୍ଭରୁ ଭଲ ବର୍ଷା ହେବାରୁ ଚାଷକୁ ନେଇ ଉତ୍ସାହିତ ଥିଲା ଚାଷୀ । ହେଲେ ଅଧା ବାଟରେ ମୌସୁମୀ ଧୋକା ଦେବାରୁ ମରୁଡ଼ି ମୁହଁରେ ପଡ଼ି ପାଣି ପାଇଁ ଡହଲ ବିକଳ ହେଉଥିଲା । କିନ୍ତୁ ଲଘୁଚାପ ବର୍ଷାକୁ ନେଇ ଚାଷ ପାଇଁ ପୁଣି ଅଣ୍ଟା ଭିଡ଼ିଲା ବେଳକୁ ଉଭେଇ ଯାଉଛି
Read More...

୧୯ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌): ଆସନ୍ତା ୧୯ ତାରିଖ ୧୧ଟା ୩୦ରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ
Read More...