Monthly Archives

August 2020

ଆସନ୍ତା କାଲି ଲୋକାର୍ପିତ ହେବ କୋଶଲୀ ସଟ୍‌ ଫିଲ୍ମ ‘ଭାବର ତିହାର’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତାକାଲି ଲୋକାର୍ପିତ ହେବାକୁ ଯାଉଛି କୋଶଲୀ ସର୍ଟ ଫିଲ୍ମ ‘ଭାବର ତିହାର’ । ଏ ସଂପର୍କରେ ସ୍ଥାନୀୟ ଅମଲା ଭବନରେ କେକେ ପ୍ରଡ଼କ୍ସନ ବଲାଙ୍ଗିର ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ରେ ସଂପୃକ୍ତ ଫିଲ୍ମର ଟ୍ରେଲର୍‌ ଦେଖାଇବା ସହ ସୂଚନା ଦିଆଯାଇଛି । ପଶ୍ଚିମ
Read More...

ବରଗଡ଼ରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁନି : ଆଜି ପୁଣି ୫୬ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ରେ ମଧ୍ୟ କରେନା ସଂକ୍ରମଣ ସ୍ଥିତି ସୁଧୁରୁନି । ଆଜି ପୁଣି ୫୬ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ ବରଗଡ଼ ବ୍ଲକ - ୫ ଜଣ , ବରଗଡ଼ ଟାଉନ ୨୨ ଜଣ, ବିଜେପୁର ବ୍ଲକ - ୨, ବିଜେପୁର ଏନ୍‌ଏସି -୩ ଜଣ , ଅତାବିରା ଏନ୍‌ଏସି -୧ ଜଣ ,
Read More...

ଭବାନୀପାଟଣା ସହର ମଧ୍ୟରେ ଭାଲୁ ଆକ୍ରମଣରେ ୨ ଆହତ, ଜଣେ ଗୁରୁତର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ସହରକୁ ଗୋଟିଏ ଭାଲୁ ପଶି ଆସି ତାଣ୍ଡବ ରଚିଥିବା ବେଳେ ଦୁଇ ଜଣଙ୍କୁ ଆକ୍ରମଣ କରି ସାରିଲାଣି । ଆହତଙ୍କ ମଧ୍ୟରୁ ଜଣେ ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି । ତାଙ୍କ ମୁହଁ ଉପରକୁ ସିଧା ଆକ୍ରମଣ କରିଛି ଭାଲୁ ଏବଂ ରକ୍ତାକ୍ତ କରି ପକାଇଛି । ତେବେ
Read More...

ଲୋଇସିଂହାରେ ଆନ୍ଧ୍ରା ଚାଷୀ : ଜମି ଆମର, ମାଲିକାନା ତାଙ୍କର

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଜମି ଆମର । ପରିଶ୍ରମ ଆମର । ଆମ ଜମିରେ ଆମେ ମଜୁରିଆ । କିନ୍ତୁ ମାଲିକ ଆନ୍ଧ୍ରାର । ପ୍ରାୟ ଦୀର୍ଘ ୨ ବର୍ଷ ହେଲା ଲୋଇସିଂହା ଅଂଚଳରେ ଆନ୍ଧ୍ରା ଚାଷୀ କପା ଚାଷ କରି ଆମ ଜମିରେ ମାଲିକ ହୋଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାଯାଇଛି । ସୂଚନା
Read More...

୩ ମରଣାନ୍ତକ ଆକ୍ରମଣକାରୀ ଗିରଫ : ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୭ ତାରିଖ ରାତିରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣର ୩ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗିର ଆଦର୍ଶ ଥାନା ପୋଲିସ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିବାରେ ସଫଳ ହୋଇ ପାରିଥିବା ଆଦର୍ଶ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା
Read More...

ଆଜି ୭୧ ଜଣ ଆକ୍ରାନ୍ତ ବଲାଙ୍ଗିର ଜିଲ୍ଲାରେ : ବଲାଙ୍ଗିର ପୌରାଂଚଳରୁ ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଜଣ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ଏବିଏସ୍‌ଏସ୍‌ ରୋଡ଼ରୁ ୧, ସରକାରୀ କୋଲ୍‌ଡ଼୍‌ ଷ୍ଟୋରେଜ କଲୋନୀରୁ ୧, ଗାନ୍ଧୀନଗରପଡ଼ାରୁ
Read More...

ତଲିଉଡ଼ାର୍‌-ସରଗାଡ଼ ରାସ୍ତା : ଅବସ୍ଥା ଶୋଚନୀୟ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ତଲିଉଡ଼ାର-ସରଗାଡ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ସାମାନ୍ୟ ବି ଦୃଷ୍ଟି ନଥିବା ଯୋଗୁଁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ରାସ୍ତା ମଝିରେ ମେଟାଲ୍‌
Read More...

ବଲାଙ୍ଗିର ସହର ଭିତରେ ଅସମ୍ଭାଳ ନୂଆଁଖାଇ ଭିଡ଼ : କରୋନା କଟକଣା ଫେଲ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଇ ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ମହାନ୍‌ ପର୍ବ ନୂଆଁଖାଇ । ଆସନ୍ତା ୨୩ ତାରିଖ ଦିନ ନୂଆଁଖାଇ ତିଥି ପଡ଼ୁଥିବା ବେଳେ ଆଜି ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି ଜବର୍‌ଦସ୍ତ ନୂଆଁଖାଇ ଭିଡ଼ । ଅସମ୍ଭାଳ ଭିଡ଼ ଭିତରେ ଫେଲ୍‌ ମାରିଛି କରୋନା କଟକଣା ।
Read More...

ସହର ଭିତରେ ଭାଲୁ : ଆକ୍ରମଣରେ ଜଣେ ଆହତ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ସହର ଭିତରେ ଏକ ଭାଲୁର ଉତ୍‌ପାତ୍‌ ଦୃଶ୍ୟ ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ତେବେ କୌଣସି କାରଣବଶତଃ ଭାଲୁ ପାଖ ଜଂଗଲରୁ ସହର ଭିତରକୁ ପଶି ଆସିଥିଲା ଏବଂ ଲୋକଙ୍କୁ ଆକ୍ରମଣ କରିଥିଲା । ଲୋକେ ଭାଲୁର ଆକ୍ରମଣ ଦେଖି ଜୀବନ ବିକଳରେ ଏପଟ ସେପଟ
Read More...

ଓଡ଼ିଶାରେ ୩୯୦ ଜଣଙ୍କ ଜୀବନ ନେଲାଣି କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ୩୯୦ ଜଣ ଜୀବନ ନେଇ ସାରିଲାଣି କରୋନା । ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଗତ ୨୪ ଘଂଟାରେ ମୃତ୍ୟୁବରଣ କରିଥିବା
Read More...