Monthly Archives

August 2020

ଭିଡିଓ ବାର୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

• ନୂଆଁଖାଇର ସନ୍ଦେଶ ପାଳନ କରିବାକୁ ଆହ୍ୱାନ• କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ• ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତଧୋଇବାକୁ ପରାମର୍ଶନୂଆଦିଲ୍ଲୀ/ଭୁବନେଶ୍ୱର, ନୂଆଦିଲ୍ଲୀ, (ପିଆଇବି) : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ
Read More...

ଦେଓଗାଁ ବ୍ଲକରେ କରୋନାର ସ୍ଥିତି : ୧୧୭୫ ଟେଷ୍ଟରୁ ୨୪ ପଜିଟିଭ୍, ସୁସ୍ଥ ହେଲେଣି ୬

ଦେଓଗାଁ, (ମନିଷ କୁମାର ସାହୁ) : ରବିବାର ଦେଓଗାଁ ବ୍ଲକର ୬ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଥିଲା । ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ନୁଆଁପାଲି ଗାଁର ଜଣେ ୨୩ ବର୍ଷୀୟ ଯୁବକ, ଜଣେ ୮୫ ବର୍ଷୀୟ ବୃଦ୍ଧ, ଜଣେ ୭୫ ବର୍ଷୀୟା ବୃଦ୍ଧା, ୭୦ ବର୍ଷୀୟ ବୃଦ୍ଧ
Read More...

ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବାରେ ପୌର ପରିଷଦ ବିଫଳ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ମଂଗଳବାର ବଜାରରେ ଚାଲିଛି ସହରର ଏକମାତ୍ର କଂସେଇଖାନା । ପୌର ପରିଷଦ ଅଧୀନରେ ଚାଲିଥିବା ଏହି କଂସେଇଖାନାରୁ ନିୟମିତ ଭାବରେ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରାଯାଉଛି । କିନ୍ତୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ପାଇଁ ଆବଶ୍ୟକ ସୁବିଧା
Read More...

ଗଣମାଧ୍ୟମର କାର୍ୟ୍ୟକ୍ରମ ପ୍ରସ୍ତୁତି ସଂକ୍ରାନ୍ତ ଏସଓପି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ୟ୍ୟକଳାପ ଭାବେ ବିବେଚନା କରାଯାଇଥାଏ । ଏହା ଦେଶରେ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ । କୋଭିଡ-୧୯ ବୈଶ୍ଵିକ
Read More...

ଦିନକୁ ୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ ସହ ମୋଟ ସଂଖ୍ୟା ଟପିଲା ୩.୫ କୋଟି

• ନିୟୁତ ପିଛା ପରୀକ୍ଷଣ ଗତକାଲି ୨୫,୫୭୪ରେ ପହଞ୍ଚିଛିନୂଆଦିଲ୍ଲୀ, (ପିଆଇବି) : ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି । ଗତ ୭ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା
Read More...

ଅଧିକ ସୁସ୍ଥତା ଯୋଗୁଁ ଆରୋଗ୍ୟ ହାର ପାଖାପାଖି ୭୫ ପ୍ରତିଶତରେ ପହଞ୍ଚିଛି

• ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି ୧୬ ଲକ୍ଷ ଅଧିକ• ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର ମୃତ୍ୟୁହାର ପୁଣି ସର୍ବନିମ୍ନରେନୂଆଦିଲ୍ଲୀ, (ପିଆଇବି) : ଅଧିକରୁ ଅଧିକ କରୋନା ସଂକ୍ରମିତ ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ଲାଭ କରୁଥିବାରୁ ଦେଶରେ ସୁସ୍ଥତା ହାର
Read More...

ଡାକ୍ତରଙ୍କୁ ଆକ୍ରମଣ କରିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଏନ୍‌ଏସ୍‌ଏ.ରେ ବୁକ୍‌ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୮ ତାରିଖ ଦିନ ଭୀମ ଭୋଇ ମେଡ଼ିକାଲର ଆଇସୋଲେସନ୍‌ ୱର୍ଡରେ କାର୍ଯ୍ୟରତ ଡାକ୍ତର ସୀମାଂଚଳ ଡାକୁଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବିଷ୍ଣୁମୁଣ୍ଡାର ଦୁଇ ଜଣ ଅଭିଯୁକ୍ତ ଶ୍ରୀକାନ୍ତ ସୁନା ଏବଂ ଚଂଚଲ ଶିକାଙ୍କୁ ଗତ ୧୭ ତାରିଖ ଦିନ ଏନ୍‌ଏସ୍‌ଏ(ନେସ୍‌ନାଲ୍‌
Read More...

ରାସ୍ତା ନିର୍ମାଣ ପାଇଁ ଅନଶନ : ସରପଞ୍ଚଙ୍କ ପ୍ରତିଶୃତି ପରେ ରାସ୍ତାରୋକ ହଟିଲା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମର ଦଳିତ ସାହିକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଯୁବ ବିପ୍ଲବୀ ପଙ୍କଜ କହଁରଙ୍କ ନେତୃତ୍ୱରେ ଆଜି ରାସ୍ତା ଉପରେ ଗ୍ରାମବାସୀ ବସି ଆମରଣ ଅନଶନ କରିଥିବା ଜଣାପଡିଛି । ଯୁବ ବିପ୍ଲବୀ ପଙ୍କଜଙ୍କ କହିବାନୁଯାୟୀ ଗ୍ରାମର
Read More...

ନବାନ୍ନ ପାର୍ବଣର ତତ୍ତ୍ୱକଥା : ଗୁରୁଜୀ ଡକ୍ଟର ଦୋଳଗୋବିନ୍ଦ ବିଶୀ

ପ୍ରାଗୈତିହାସିକ ଶୀକାରଜୀବୀ ସମାଜରୁ ବିବର୍ତ୍ତିତ ଆଦିମସମାଜର ବିଭିନ୍ନ ସ୍ତରରେ ବିକଶିତ ଧର୍ମୀୟ ଉପଲବ୍ଧି,ଧର୍ମାଚାର ଓ ମାନସତତ୍ତ୍ୱର କ୍ରମିକ ଇତିହାସ ନବାନ୍ନତତ୍ତ୍ୱ ମଧ୍ୟରେ ନିହିତ । ଆଦିମ ସମାଜର ପିତୃପୂଜା, ଡ଼ଙ୍ଗରପୂଜା (ଏହା ମଧ୍ୟ ପିତୃପୂଜାରୁ ବିବର୍ତ୍ତିତ) ଓ ଧର୍ମଦେବତା ପୂଜାରୁ
Read More...

ଏକାଠି ହୋଇ ନୂଆଁ ଖାଇଲେ ୮୫ରୁ ଅଧିକ ସଦସ୍ୟ

ସଇଁନ୍ତଲା,(ଅଜିତ କୁମାର ସାହୁ) : ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ଵ ନୂଆଁଖାଇ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବେଲଗାଁ ପଞ୍ଚାୟତ କୁସମଖାଲ ଗ୍ରାମର ମାଝିପଡା ଗିରିଧାରୀ ମାଝୀଙ୍କ ୮୫ ରୁ ଅଧିକପରିବାର ଲୋକେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀକୁ ଦୃଷ୍ଟି ରେ ରଖି
Read More...