Monthly Archives

August 2020

ବୟୋଜ୍ୟେଷ୍ଠ ଶିକ୍ଷାବିତ୍‌ ତଥା ଲୀଳା କଳାକାର ଈଶ୍ୱର ଚନ୍ଦ୍ର ପାଣ୍ଡିଆଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲୀଳା କଳାକାର ନିର୍ଦ୍ଦେଶକ ଈଶ୍ୱର ଚନ୍ଦ୍ର ପାଣ୍ଡିଆଙ୍କ ୮୩ ବର୍ଷ ବୟସରେ ନିଜ ଗ୍ରାମ ବଲାଙ୍ଗିର ସଦର ବ୍ଲକ ଦୁଆନପାଲି ଠାରେ ଦେହାନ୍ତ ହୋଇଯାଇଛି । ଗୁରୁ ଶ୍ରୀ ପାଣ୍ଡିଆ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦୀର୍ଘ ଚାଳିଷ
Read More...

ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖା ସହାୟତା କ୍ରମେ ପିସ ୟୁନିସନ୍‌ ତରଫରୁ ନୂଆଁଖାଇ ପାଇଁ ବିଭିନ୍ନ ଅଂଚଳରେ ଖାଦ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୨ ତାରିଖ ଦିନ ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖା(ଏସ୍‌ବିଆଇ ଫାଉଣ୍ଡେସନ) ଅନୁକୂଲ୍ୟରେ "ସ୍ତ୍ରୀ-ଧନ"ର ଏକ ସ୍ୱତନ୍ତ୍ର ସାମାଜିକ ସେବା ମାଧ୍ୟମରେ ତଥା ସହରର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ୍‌ (ଭାରତ)ବଲାଙ୍ଗିର ତରଫରୁ
Read More...

ଆଗଲପୁର ଅଞ୍ଚଳରେ ମକା ଚାଷୀଙ୍କ ଦୁର୍ଦଶା ବଢ଼ୁଛି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଞ୍ଚଳରେ ଅନେକ ଚାଷୀ ନିଜ ନିଜ ଜମିରେ ମକା ଚାଷ କରିଥିଲେି । କିନ୍ତୁ ଲଘୁଚାପ ଜନିତ ବର୍ଷା ଓ ପବନ ବୃଦ୍ଧି ପାଉଥିବାରୁ ମକା ଗଛଗୁଡିକ ଭାଙ୍ଗି ତଳେ ପଡିଯାଉଛି ଏବଂ ନଷ୍ଟ ହେଉଥିବାର ଦେଖାଯାଉଛିି । ବାହାରେ ଗଛଗୁଡିକ ଭଲ
Read More...

ଆଜି ବଲାଙ୍ଗିର ଜିଲ୍ଲାରୁ ୫୭ : ବଲାଙ୍ଗିର ସହରରୁ ୨୭ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ସହରର ୨୮ ଜଣ ରହିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହରର ପିଏଣ୍ଡଟି କଲୋନୀରୁ ୧, ଡୁଙ୍ଗୁରିପଡ଼ାରୁ
Read More...

ପୂର୍ବତନ ଶିକ୍ଷକ ଦୀନବନ୍ଧୁ କର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପିପି ଏକାଡେ଼ମୀରର ପୂର୍ବତନ ଶିକ୍ଷକ ଦୀନବନ୍ଧୁ କର ଆଉ ନାହାନ୍ତି । ବିକାଶ ହସ୍ପିଟାଲ, ବରଗଡ଼ରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଯୋଗ ଯେତେବେଳେ ଆଧ୍ୟାତ୍ମିକ ଲୋକମାନଙ୍କ ମଧ୍ୟରେ ସିମୀତ ଥିଲା, ସେହି ସମୟରେ ସେ ରାଜ୍ୟ
Read More...

ଜାତୀୟ ସୁରକ୍ଷା ଆଇନ ଲାଗୁ ନ କରିବା ପାଇଁ ଜିଲ୍ଲା ଦଳିତ ସମାଜର ନିବେଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୮ ତାରିଖ ଦିନ ଭୀମ ଭୋଇ ମେଡ଼ିକାଲ୍‌ରେ ଡାକ୍ତର ଆକ୍ରମଣ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ଉପରେ ଜିଲ୍ଲାପାଳଙ୍କ ଦ୍ୱାରା ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଆଇନ) ଲାଗୁ ନ କରିବା ପାଇଁ ଜିଲ୍ଲା ଦଳିତ ସମାଜ ପକ୍ଷରୁ ନିବେଦନ କରାଯାଇଛି । କୁହାଯାଇଛି ଯେ,
Read More...

ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ୯୨ ବର୍ଷ ବୟସରେ ତାଙ୍କ ଟିକ୍ରାପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଅବିଭକ୍ତ କଟକ ଜିଲ୍ଲାର ବଡମ୍ବା ନରସିଂହପୁରର ସିଆରିଆ ଅଂଚଳରେ ସ୍ୱର୍ଗତ ସାହୁ ଜନ୍ମ ଗ୍ରହଣ କରିଥିବା ବେଳେ
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୧,୪୦୮ ଚିହ୍ନଟ : ଓଡ଼ିଶାରେ ୨୯୪୯ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ କମୁନାହିଁ । ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୧,୪୦୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ୨୯୪୯ ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
Read More...

ପାରିବାରିକ କଳହ : ଧର୍ମପତ୍ନୀ ଓ କନ୍ୟାକୁ ବିଷ ପିଆଇ ନିଜେ ପିଇଲେ, ୩ ଆରପାରିରେ

ବରଗଡ଼, (ଗୋପୀନାଥ ସାହୁ) : ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା । ବିଜେପୁର ବ୍ଲକ୍‌ ବେନିଆଚାଲ୍‌ ଗାଁର ରଥ ମହାନନ୍ଦ (୪୫) ଚାରୋଟି କନ୍ୟା ସନ୍ତାନର ପିତା । ତେବେ ବଡ଼ ଝିଅକୁ ବାହା ଦେଇ ସାରିଛନ୍ତି । ଶ୍ୱଶୁର ଘରେ ମନାନ୍ତର ଯୋଗୁଁ ଝିଅ ଆସି ବାପଘରେ ଥିଲା ।
Read More...

କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି ନୂଆଁଖାଇ

ସମ୍ବଲପୁର, (ଦାମୋଦର ପଣ୍ଡା) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏଥର କରୋନା କଟକଣା ଯୋଗୁଁ କେବଳ ବିଧି ରକ୍ଷା ପାଇଁ ଘରେ ଘରେ ପାଳିତ ହୋଇଛି । ସମଲେଶ୍ଵରୀ ମନ୍ଦିରରେ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସବୁଠୁ ବେଶୀ ପ୍ରବ।ଭିତ ହୋଇଛି ସାଂସ୍କୃତିକ କାର୍ୟ୍ୟକ୍ରମ ଭେଟଘାଟ ।
Read More...